Feb 26, 2024, 18:40 IST

ଅନୁଭବ ମହାନ୍ତିଙ୍କ ବାପାଙ୍କ କାର୍ଯ୍ୟରେ ପହଞ୍ଚିଲେ ଲୋକପ୍ରିୟ ଅଭିନେତ୍ରୀ ରାଣୀ ପଣ୍ଡା ଦେଖନ୍ତୁ କଣ କହିଲେ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ
Special report
ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।
ତେବେ ବନ୍ଧୁଗଣ ଆପଣମାନେ ସମସ୍ତେ ଯାତ୍ରା ଜଗତର ମହାନ୍ କଳାକାର ତଥା ବିବାଦୀୟ ରାନୀ ପଣ୍ଡାଙ୍କୁ ନିଶ୍ଚୟ ଜାଣିଥିବେ। ସେ ଜଣେ ମହାନ୍ କଳାକାର ସହିତ ଜଣେ ବହୁତ ଭଲ ମଣିଷ ମଧ୍ୟ ଅଟନ୍ତି।
Special report
ସାରା ଓଡ଼ିଶାରେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ରାଣୀ ପଣ୍ଡା। ତାଙ୍କର ଭଲ କାମ ହେଉ କି ଖରାପ କାମ ସବୁବେଳେ ଆଲୋଚନାର ବିଷୟ ପାଲଟିଥାଏ। ଆଉ ବର୍ତ୍ତମାନ ସମୟରେ ଗୌରୀ ଗଣନାଟ୍ୟର ସୁପରହିଟ୍ ନାଟକ “ରାଣୀ ପଣ୍ଡାକୁ ଖଣ୍ଡଗିରି ମନା” ପ୍ରଦର୍ଶିତ ହେଉଛି।
ଯାହାକି ଖଣ୍ଡଗିରି ପଡ଼ିଆରେ ଚହଳ ସୃଷ୍ଟି କରିଛି। ତେବେ ଏହି ଖଣ୍ଡଗିରି ମେଳାରେ ହିଁ ରାଣୀ ପଣ୍ଡାଙ୍କ ବ୍ଲାଉଜ୍ ଖୋଲି ଯାଇଥିଲା ଯେଉଁଥିପାଇଁ ସେ ଅଧିକ ବିବାଦୀୟ ହୋଇପଡିଥିଲେ। ଏହାପରେ ତାଙ୍କୁ ଖଣ୍ଡଗିରି ମନା ଥିଲା।
Special report
କିନ୍ତୁ ଏବେ ସେହି ଖଣ୍ଡଗିରି ମେଳାରେ ହିଁ ତାଙ୍କ ନାଟକ ପ୍ରଦର୍ଶିତ ହେଉଛି ଆଉ ସବୁଠାରୁ ବଡ଼ କଥା ଅସମ୍ଭବ ଭାବରେ ଭିଡ଼ ମଧ୍ୟ ହେଉଛି। ତେବେ ବନ୍ଧୁଗଣ ଅନୁଭବ ବାପାଙ୍କ ଏକାଦଶରେ ପହଞ୍ଚିଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା।
ଅନୁଭବଙ୍କୁ ମହାନ୍ତି ବାବୁ କହି ସମ୍ଭୋଧନା କଲେ ରାଣୀ ପଣ୍ଡା। କହିଲେ ମହାନ୍ତି ବାବୁ ଙ୍କ ସବୁ ଦୁଃଖରେ ଠିଆ ହେବି। ମୋ ପାଇଁ ସବୁଦିନ ଜାଗର ଅନୁଭବଙ୍କ ପାଇଁ ଦ୍ୱୀପ ଜାଳିବି।
ଏବଂ ରାଣୀ ପଣ୍ଡା ଅନୁଭବଙ୍କ ବାପାଙ୍କୁ କହିଛନ୍ତି ଯେ ସେ ଉପରେ ଥାଇ ଆଶ୍ରିବାଦ କରନ୍ତୁ ଯେମିତି ତାଙ୍କ ପୁଅ ସହିତ ଶୀଘ୍ର ବାହାଘର ହେଇଯାଉ ବୋଲି। ତେବେ ବନ୍ଧୁଗଣ ରାଣୀ ପଣ୍ଡାଙ୍କ ଏହି କଥା ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।

Advertisement