Updated: Aug 11, 2023, 20:37 IST

ପ୍ରେମ ପାଇଁ ଝିଅ ବାପା ସହ ବି କରିବାକୁ ପଛେଇଲା ନାହିଁ ଏହି କାମ ଦେଖନ୍ତୁ ସବୁଆଡେ ଚର୍ଚ୍ଚା ଏହି ଘଟଣା

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ, ଆପଣମାନେ ସୋସିଆଲ ମିଡିଆରେ ପ୍ରେମକୁ ନେଇ ଅନେକ ପ୍ରକାର ଘଟଣା ଜାଣିବାକୁ ପାଉଥିବେ। ବନ୍ଧୁଗଣ କଥାରେ ଅଛି ପ୍ରେମ ଅନ୍ଧ। ପ୍ରେମ ଆଗରେ ସବୁ କିଛି ଫିକା ଫିକା ଲାଗେ।
Viral news
ନିଜ ପ୍ରେମକୁ ପାଇବା ପାଇଁ କେତେବେଳେ ଯେ ମଣିଷ ପଶୁ ପାଲଟିଯାଏ ତାହା ସେ ନିଜେ ଜାଣିପାରେନା। ଏପରିକି ବେଳେ ବେଳେ ପ୍ରେମରେ କଣ୍ଟା ସାଜୁଥିବା ବ୍ୟକ୍ତିକୁ ହ-ତ୍ୟା କରିବାକୁ ମଧ୍ୟ ପଛାଇ ନଥାନ୍ତି ପ୍ରେମୀ। ତେବେ ବନ୍ଧୁଗଣ ବର୍ତ୍ତମାନ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି। 
ଯାହାକି ପ୍ରେମ ପାଇଁ ଝିଅ ଏତେ ଅନ୍ଧ ଯେ, ନିଜ ବାପାକୁ ମଧ୍ୟ ହ-ତ୍ୟା କରିବା ପାଇଁ ପଛାଇ ନାହିଁ ଝିଅ। ତେବେ ବନ୍ଧୁଗଣ ପ୍ରେମ ବିବାହ କରିବାରେ ବାଧା ସୃଷ୍ଟି କରିଥିଲେ ଝିଅର ବାପା।
ଆଉ ଏହି କଥା ଝିଅ ସହି ନପାରି ବାପାକୁ ରାସ୍ତାରୁ ହଟେଇବାକୁ ଚେଷ୍ଟା କରିଥିଲା। ସାକ୍ଷୀ ଚୈତନ୍ୟ ନାମକ ଜଣେ ଯୁବକକୁ ପ୍ରେମ କରୁଥିଲେ ଏବଂ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ଏ କଥା ଝିଅର ବାପା ଜାଣିବା ପରେ ରାଜି ହୋଇନଥିଲେ। 
ଆଉ ଝିଅକୁ ଚୈତନ୍ୟ ସହିତ ମିଳାମିଶା କରିବାକୁ ମନା କରିଥିଲେ। ଏହି କଥା ଶୁଣି ଝିଅ ରାଗିଯାଇଥିଲେ। ଗତକାଲି ସାଙ୍ଗ ହୋଇ ବାପା ସହ ଯାଉଥିଲେ ଆଉ ମଝି ରାସ୍ତାରେ ଟଇଲେଟ ଯିବା ବାହାନାରେ ଗାଡିଟିକୁ ଅଟକେଇ ଥିଲେ
Viral
କାର ଅଟକିବା ପରେ ପଛରୁ ଦୁଇଜଣ ବାଇକରେ ଲୋକ ଆସି ମହେନ୍ଦ୍ରଙ୍କୁ ଆ-କ୍ର-ମ-ଣ କରିଥିଲେ। ଫଳରେ ତାଙ୍କ ଗୋଡ଼ ଓ ମୁଣ୍ଡରେ ଗଭୀର ଆ-ଘା-ତ ଲାଗିଥିଲା। 
ମହେନ୍ଦ୍ରଙ୍କୁ ଆ-କ୍ର-ମ-ଣ କରି ଅଭିଯୁକ୍ତ ମାନେ ସେଠାରୁ ଖସି ପଳେଇ ଥିଲେ। ମହେନ୍ଦ୍ରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଆସି ପହଞ୍ଚିଥିଲେ।
ମହେନ୍ଦ୍ରଙ୍କ ଉପରେ ହୋଇଥିବା ଆ-କ୍ର-ମ-ଣ ପଛରେ ମୁଖ୍ୟ ଅଭିଯୁକ୍ତ ଥିଲେ ମହେନ୍ଦ୍ର ଝିଅ ସାକ୍ଷୀ। ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପୁନେରେ। ମହେନ୍ଦ୍ର ଜଣେ ମହାରାଷ୍ଟ୍ରର ଜଣାଶୁଣା ବ୍ୟବସାୟୀ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement