Updated: Sep 24, 2023, 18:16 IST

ଡ଼ାକ୍ତରଙ୍କ ମୃ-ତ୍ୟୁ ରହସ୍ୟରୁ ହଟିଲା ପରଦା ବାନ୍ଧବୀଙ୍କୁ ଭିଡ଼ି ଆଣିଲା ପୋଲିସ ଦେଖନ୍ତୁ ଏବେ ଏବେ ଆସିଲା ବଡ ଖବର

Special report

ନମସ୍କାର ପାଠକ ବନ୍ଧୁ।ବାରିପଦା ଡାକ୍ତରୀ ଛାତ୍ର ସଚିନ ସାହୁ ଙ୍କ ମୃତ୍ୟୁ ଘଟଣା କୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏବେ ସମସ୍ତ ଙ୍କ ମନ ରେ ପ୍ରଶ୍ନ ଉଠିଛି ଯେ କଣ ପାଇଁ ସଚିନ ଆ-ତ୍ମ-ହ-ତ୍ୟା କଲେ।ସେ ଜଣେ ଡାକ୍ତର ହୋଇ ଏଭଳି କାମ କିପରି କରି ପାରିଲେ।
Special report
ତାଙ୍କ ମୃତ୍ୟୁ ପଛରେ ଅନେକ ରହସ୍ୟ ରହିଛି।ଏବେ ସନ୍ଦେହ କରା ଯାଉଛି ଯେ ତାଙ୍କୁ କେହି ଜଣେ ଆ-ତ୍ମ-ହ-ତ୍ୟା କରିବା ପାଇଁ ବାଧ୍ୟ କରିଛି।ଏହି କିଛି ଦିନ ତଳେ ସଚିନ ଙ୍କ ବାନ୍ଧବୀ ଙ୍କୁ ପୋଲିସ ଉଠାଇ ଆଣି ଥିଲା।ସଚିନ ଙ୍କ ମୃ-ତ୍ୟୁ କୁ ନେଇ ସେ ସନ୍ଦେହ ଘେର ରେ ରହିଛନ୍ତି।
ସୂଚନା ଅନୁସାରେ ସଚିନ ବାରିପଦା ମେଡିକାଲ୍ କଲେଜ ର ଛାତ୍ର ଥିଲେ।ସେ ଆଉ କିଛି ଦିନ ଭିତରେ ଡାକ୍ତର ମଧ୍ୟ ହୋଇ ଯାଇ ଥାଆନ୍ତେ।କିନ୍ତୁ ହଟାତ ତାଙ୍କର ଏପରି କଣ ହେଲା କେଜାଣି ସେ ଆ-ତ୍ମ-ହ-ତ୍ୟା କଲେ।ଯାହାକୁ ନେଇ ଏବେ ତାଙ୍କ ବାନ୍ଧବୀ ଙ୍କ ଉପରେ ସନ୍ଦେହ କରା ଯାଉଛି।
ପୋଲିସ ତାଙ୍କ ବାନ୍ଧବୀ ଙ୍କୁ ଗିରଫ କରିଛି।ତାଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ ମଧ୍ୟ କରିଛି।ଏହି ପ୍ରଶ୍ନ ରେ ତାଙ୍କ ବାନ୍ଧବୀ ଭୟବିତ ହୋଇ ଯାଇଥିଲେ।ତାଙ୍କ ଦେହ ରୁ ଝାଳ ବାହାରି ଯାଇଥିଲା।ସେ ସଚିନ ଙ୍କ ବିଷୟ ରେ ଅଧିକ ତଥ୍ୟ ଦେଇ ପାରିଲେ ନାହିଁ।
Special report
ଏହା ପୂର୍ବ ରୁ ସଚିନ ଙ୍କ ବାପା ତାଙ୍କ ପୁଅ ର ମୃତ୍ୟୁ ପଛରେ ସେହି ବାନ୍ଧବୀ ଙ୍କ ର ହାତ ଅଛି ବୋଲି କହିଥିଲେ।ତାଙ୍କ କହିବା ଅନୁଯାୟୀ ସେ ଅନେକ ଦିନ ଧରି ପରସ୍ପର କୁ ପ୍ରେମ କରୁଥିଲେ।ସେହି ଝିଅ ବୋଧେ ସଚିନ ଙ୍କୁ ଗାଳି ଗୁଲଜ କରିଛି ।
ଯେଉଁଥିପାଇଁ ସଚିନ ବହୁତ ରାଗି ଯାଇଛି।ନିଜ ରାଗ କୁ ସହ୍ୟ କରି ନ ପାରି ସେ ଆ-ତ୍ମ-ହ-ତ୍ୟା କରିଛି।ନିକଟ ରେ ସଚିନ ଙ୍କ ବାନ୍ଧବୀ ତାଙ୍କୁ ଗାଳି କରୁଥିବାର ସେ ଦେଖିଛନ୍ତି।ସେଥିପାଇଁ ସେ ଏପରି କହିଛନ୍ତି।
ଅନ୍ୟ ପଟେ ସଚିନ ଙ୍କ ବାନ୍ଧବୀ ଙ୍କ ବାପା ଏହାକୁ ମିଛ ବୋଲି କହିଥିଲେ।ତାଙ୍କ କହିବା ଅନୁଯାୟୀ ତାଙ୍କ ଝିଅ ର ଏଥିରେ କିଛି ବି ଭୁଲ ନାହିଁ।ସଚିନ ଙ୍କ ଆକାଉଣ୍ଟ ରୁ ୯୭୦୦୦ ଟଙ୍କା କିଏ ଚୋରି କରି ନେଇ ଯାଇଥିଲା।
ଏହାକୁ ସେ ସହି ପାରି ନ ଥିଲେ।ସବୁବେଳେ ଚିନ୍ତା ରେ ରହୁଥିଲେ।ତାଙ୍କ ଝିଅ ତାଙ୍କୁ ବୁଝାଇଥିଲେ।ତମେ ଜଣେ ଡାକ୍ତର ହୋଇ ଏମିତି କାଇଁ ହଉଚ।ନିଜେ ଜାଣି ପାରୁନା କିଏ ତମ ଆକାଉଣ୍ଟ ରୁ ଟଙ୍କା ନେଇ ଗଲା।ସଚିନ ଏହି ଟଙ୍କା ଚୋରି ପାଇଁ ଆତ୍ମହତ୍ୟା କରିଛନ୍ତି।ଏଥିରେ ତାଙ୍କ ଝିଅ ର କୌଣସି ଭୁଲ ନାହିଁ।

Advertisement