Updated: Mar 4, 2024, 10:14 IST

ସବୁଦିନ ପାଇଁ ବନ୍ଦ୍ ହୋଇଯିବ ଗୁଗଲ ପେ ଆପ....ଜଲଦି ଜଲଦି ପଇସା ଉଠେଇ ନେଇ ଆସନ୍ତୁ..

Viral

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଟେକ୍ କମ୍ପାନୀ ଗୁଗଲ ଅନଲାଇନ୍ ଟଙ୍କା ନେଣଦେଣ ପାଇଁ ବ୍ୟବହାର କରୁଥିବା ନିଜ "ପୈଠ ଆପ୍" ଗୁଗୁଲ ଆପ ବନ୍ଦ କରିବାକୁ ଘୋଷଣା କରିଛି। ଗୁଗଲର ଏହି ପୈଠ ଆପ୍ ଆମେରିକାରେ ୪ ଜୁନ୍ ୨୦୨୪ରେ ବନ୍ଦ ହୋଇଯିବ।
Viral
୨୦୨୨ରେ ଆଣିଥିବା ଗୁଗଲ ଓ୍ବାଲେଟ ଆପକୁ ପ୍ରୋତ୍ସାହନ ଦେବା ପାଇଁ ଏମିତି ନିଷ୍ପତ୍ତି ନେଇଛି ଗୁଗଲ। ଗୁଗଲ ପେ ବନ୍ଦ ହେବା ନେଇ ଭାରତୀୟ ଉପଭୋକ୍ତା ଚିନ୍ତା କରିବା ଆବଶ୍ୟକର ନାହିଁ। କାରଣ ଏହା କେବଳ ଆମେରିକାରେ ବନ୍ଦ ହେବ। 
୪ ଜୁନ୍ ପରଠୁ ଏହି ଆପ୍ କେବଳ ଭାରତ ଏବଂ ସିଙ୍ଗାପୁରରେ ହିଁ କାମ କରିବ। କମ୍ପାନୀର ସୂଚନା ଅନୁସାରେ ସମସ୍ତ ଉପଭୋକ୍ତାଙ୍କୁ ଗୁଗଲ ଓ୍ବାଲେଟକୁ ଟ୍ରାନ୍ସଫର କରିଦିଆଯିବ।
Gpay
ଆମେରିକାରେ ଗୁଗଲ ଓ୍ବାଲେଟର ବ୍ୟବହାର ଗୁଗଲ ପେଠୁ ୫ ଗୁଣା ଅଧିକ। ଗୁଗଲର କହିବାନୁସାରେ ସେ ଉପଭୋକ୍ତାଙ୍କୁ ସଠିକ୍ ସମୟରେ ଏହାର ଅପଡେଟ୍ ମଧ୍ୟ ଦେବ। ୟୁଜର୍ସ ନିଜ ଗୁଗଲ ପେ ବାଲାନ୍ସକୁ ନିଜ ଆକାଉଣ୍ଟରେ ୪ ଜୁନ୍ ୨୦୨୪ ପରେ ମଧ୍ୟ ସ୍ଥାନାନ୍ତର କରିପାରିବେ। 
ଏହା କେବଳ ଆମେରିକାରେ ବନ୍ଦ ହେବାକୁ ଯାଉଛି। ଜୁନ ୪ ପରେ ଏହି ଆପ କେବଳ ଭାରତ ଏବଂ ସିଙ୍ଗାପୁରରେ କାମ କରିବ। ଗୁଗୁଲ ପେ'ରେ ସ୍ଵତନ୍ତ୍ର ଆପ ଅନ୍ୟ ଦେଶରେ ଉପଲବ୍ଧ ହେବ ନାହିଁ।
Viral
୨୦୨୨ ମସିହାରେ ଆରମ୍ଭ ହୋଇଥିବା ଗୁଗଲ ୱାଲେଟ ଆପକୁ ବଢେଇବା ପାଇଁ ଏହି ନିଷ୍ପତି ନିଆଯାଇଛି।
ଜୁନ ୪ରୁ ଆମେରିକାରେ ସ୍ଵତନ୍ତ୍ର ଗୁଗଲ ପେ ଆପ ଅଦରକାରୀ ହୋଇଯିବ। କମ୍ପାନୀ ୨୦୧୧ରେ ଗୁଗଲ ୱାଲେଟ୍ ଲଞ୍ଚ କରିଥିଲା।
ଗୁଗଲ ୱାଲେଟରେ ଇନ ଷ୍ଟୋରୀ ଟ୍ୟାପ ଟୁ ପେ ଏବଂ ପେମେଣ୍ଟ ମେଥଡ୍ ମ୍ୟାନେଜମେଣ୍ଟ ଭଳି ଲୋକପ୍ରିୟ ଫିଚର ଗୁଡ଼ିକ ୟୁଜରମାନେ ବ୍ୟବହାର କରିବାକୁ ସକ୍ଷମ ହେବେ। ଆମେରିକାରେ ଗୁଗଲ ୱାଲେଟର ବ୍ୟବହାର ଗୁଗଲ ପେ ତୁଳନାରେ ୫ ଗୁଣା ଅଧିକ ଅଟେ।
ଗୁଗଲ ପେ ବନ୍ଦ ହେବା ପରେ ଆମେରିକା ୟୁଜର ମାନେ ଏହି ଆପ ମାଧ୍ୟମରେ ଅନ୍ୟ ଲୋକଙ୍କୁ ଟଙ୍କା ପଠାଇବା କିମ୍ୱା ଗ୍ରହଣ କରିବାରେ ସକ୍ଷମ ହେବ ନାହିଁ। ଭାରତର ଗୁଗଲ ପେ ଆପ ମାଧ୍ୟମରେ ୟୁପିଆଇ ପେମେଣ୍ଟ କରାଯାଉଛି।

Advertisement