ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ କିଛି ଦିନ ତଳେ ବାଲେଶ୍ଵର ର ବାହାନଗା ଠାରେ ଏକ ଟ୍ରେନ ଦୁ-ର୍ଘ-ଟ-ଣା ଘଟିଥିଲା।ଏଥିରେ ପ୍ରାୟ ୩୦୦ ଲୋକ ମୃ-ତ୍ଯୁ ବରଣ କରିଥିବା ବେଳେ ୧୦୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ।

ଏବେ ଜଣା ପଡୁଛି ଯେ ତିନି ଜଣ ରେଳ କର୍ମଚାରି ଙ୍କ ପାଇଁ ଟ୍ରେନ ଦୁ-ର୍ଘ-ଟ-ଣା ଘଟିଥିଲା।ସେ ତିନି ଜଣ ଙ୍କୁ ପୋଲିସ ଗିରଫ କରି ନେଇଛି।ଧୀରେ ଧୀରେ ସେହି ଘଟଣା ଗୁଡିକ ପଦା କୁ ଆସୁଛି।ସିବିଆଇ ତିନି ଜଣ ଙ୍କୁ ଗିରଫ କରିଥିଲା।ସେହି ମାନେ ହିଁ ସବୁ କଥା କହିଥିଲେ।
ଆଗରୁ କୁହା ଯାଉଥିଲା କରମଣ୍ଡଳ ଡ୍ରାଇଭର୍ ଏଥିପାଇ ଦାୟୀ।ଓ ଆଉ କେତେବେଳେ କୁହା ଯାଉଥିଲା ସିଗ୍ନାଲ୍ ମ୍ୟାନ ଦାୟୀ।ବର୍ତ୍ତମାନ ସମୟ ରେ ଜଣା ପଡି ଯାଇଛି ଏହି ଦୁ-ର୍ଘ-ଟ-ଣା ପାଇଁ କିଏ ଦାୟୀ।ସେମାନଙ୍କର ଆଗରୁ ପ୍ଲାନ ଥିଲା ରେଳ ଦୁ-ର୍ଘ-ଟ-ଣା କରାଇବା ପାଇଁ।

ସେଥିପରି ଶହ ଶହ ଲୋକ ଙ୍କ ଜୀବନ ନେଇ ଗଲେ ସେମାନେ।ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ସିନିଅର ସେକ୍ସନ୍ ଇଂଜିନିୟର ଅରୁଣ କୁମାର ମହାନ୍ତ,ମହମ୍ମଦ୍ ଅମୀର ଖାନ୍,ଓ ପପୁ।ଏହି ମାନେ ଜାଣି ଶୁଣି ଲୋକ ଙ୍କ ଜୀବନ କୁ ବିପଦ ରେ ପକାଇଲେ।
ସେମାନେ ଯେମିତି ପ୍ଲାନିଂ କରିଥିଲେ ସେମିତି ଦୁ-ର୍ଘ-ଟ-ଣା ହେଲା।ଶହ ଶହ ଲୋକ ଙ୍କ ଜୀବନ ଗଲା।ଏହି ତିନି ଜଣ ଙ୍କୁ ଧାରା ୩୦୪ ଓ ୨୦୧ ରେ ଗିରଫ କରା ଯାଇଛି।୩୦୪ ଧାରା ଅର୍ଥାତ ହ-ତ୍ୟା-କା-ଣ୍ଡ ପାଇଁ ଦାୟୀ।ଓ ଧାରା ୨୦୧ ହ-ତ୍ୟା ଅପରାଧି ଙ୍କ ପ୍ରମାଣ ପତ୍ର ନଷ୍ଟ କରିବା ଅଭିଯୋଗ ରେ ଗିରଫ କରା ଯାଇଛି।

ଏବେ ତଦନ୍ତ ଚାଲିଛି।ସିବିଆଇ ତାଙ୍କୁ ଗିରଫ କରି ହାଜତ୍ ରେ ରଖିଛି।ସେମାନେ ଏପରି ଜାଣି ଶୁଣି କରିଛନ୍ତି ନା କାହା କଥା ରେ କରିଛନ୍ତି ତାହା ଜଣା ପଡି ନାହିଁ।
ତାଙ୍କରି ପାଇଁ ଶହ ଶହ ଲୋକ ଙ୍କ ଜୀବନ ଚାଲିଗଲା।ଏହା ଗତ ମାସ ୨ ତାରିଖ ରେ ଘଟି ଥିଲା।ସିବିଆଇ ର ତଦନ୍ତ ଟିମ ଏହାର ଖୋଜ ନେଉ ଥିଲା।ସେ ଅନେକ ଥର ବାହାନଗା ଯାଇ ଲୋକ ଙ୍କୁ ପଚରା ଉଚରା କରିଥିଲା।
ରେଳ କର୍ମଚାରି ମାନଙ୍କୁ ପଚରା ଯାଇଥିଲା।ହେଲେ ସେମିତି କିଛି ପ୍ରମାଣ ମିଳି ନଥିଲା।ହେଲେ ଏବେ ଏହି ତିନି ଜଣ କୁ ଗିରଫ କରା ଯାଇଛି।ଓ ଏହି ମାନେ ହିଁ ଦାୟୀ ଅଛନ୍ତି ଏହି ଘଟଣା ପାଇଁ।