Updated: Mar 27, 2024, 01:27 IST

ଭଗବାନ ଏମିତି ଦୁଃଖ କାହାକୁ ନଦିଅନ୍ତୁ ଦେଖନ୍ତୁ କେମିତି ଘଟିଗଲା ଏତେବଡ଼ ଅଘଟଣ

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏହି ଖବର ଶୁଣିପାରିବେ । ଗୋଟିଏ ଝିଅ ବିବାହ କରିବା ପୂର୍ବରୁ ଅନେକ ସ୍ବପ୍ନ ଦେଖିଥାଏ । ଆଉ ସେ କିପରି ତାର ସ୍ଵାମୀ ସହ ରହିବ କଣ କରିବ ଅନେକ କଥା ଭାବିଥାଏ । 
Viral
ଠିକ୍ ସେମିତି କିଛି ଅନେକ କଥା ଭାବିଥିଲେ ଏହି ନବ ବଧୂ ଜଣକ । ଆଉ ତାଙ୍କ ସହିତ ଏଭଳି ଘଟଣା ଘଟିଯିବ କିଏ ବା ଜାଣିଥିଲା । ଏହି ନବ ବଧୂ ଜଣଙ୍କର ଦେହାନ୍ତ ହୋଇଛି । ବାହାଘରକୁ ମାତ୍ର ୮ ଦିନ ହୋଇଛି ଆଉ ନବ ବଧୂର ମୃ-ତ୍ୟୁ ହୋଇଛି ।
କେତେ ସ୍ବପ୍ନ ଦେଖିଥିବ ସ୍ବାମୀ ସହିତ ହୋଲି ଖେଳିବ । ପ୍ରଥମ ଥର ପାଇଁ ସ୍ବାମୀ ସହ ପାଳିଥାନ୍ତା ହୋଲି । ଦୁହେଁ ଦୁହିଁଙ୍କୁ ରଙ୍ଗ ଲଗାଇ ଥାଆନ୍ତେ । କିନ୍ତୁ ଏହିସବୁ ଅଧାରେ ରହିଗଲା । ସ୍ବାମୀଙ୍କୁ ରଙ୍ଗ ଲଗାଇବା ଇଚ୍ଛା ବି ଅଧାରେ ରହିଗଲା ।
୮ ଦିନ ପୂର୍ବରୁ ଓଡ଼ିଆ ରୀତିନୀତି ଅନୁସାରେ ଗୌରୀଙ୍କ ବିବାହ ହୋଇଥିଲା । କିନ୍ତୁ ଆଜି ତାଙ୍କର ସବୁ ଖୁସି ଧୂଳିସାତ ହୋଇଯାଇଛି । କେତେ ଖୁସିରେ ସେ ହାତ ରୁ ଦୁଇହାତ ହୋଇଥିଲେ । ହାତରେ ଶଙ୍ଖା ଆଉ ମଥାରେ ସିନ୍ଦୂର ପିନ୍ଧିଥିଲେ ।
Marrige
ନବ ବଧୂ ସହ ଘଟିଗଲା ଏମିତି କିଛି । ଜଙ୍ଗଲରୁ ନବ ବଧୂ ଜଣଙ୍କର ମୃତଦେହ ମିଳିଛି । ଏବେ ଏହି ଖବର ଶୁଣି ଗୌରୀର ପରିବାର ଲୋକେ ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି । ମୃ-ତଦେହକୁ ଏଭଳି ଅବସ୍ଥାରେ ଦେଖି ସମସ୍ତଙ୍କ ଆଖିରୁ ଲୁହ ବୋହି ପଡୁଛି । 
ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତ ଉପରଗଡ ଗାଁରେ । ଆଜି ସକାଳୁ ସକାଳୁ ନବବଧୂର ମୃ-ତଦେହ ଜଙ୍ଗଲରୁ ଉଦ୍ଧାର ହୋଇଛି । ଗତ ୮ ଦିନ ତଳେ ବୈଦିକ ରୀତିନୀତିରେ ବିବାହ ହୋଇଥିଲା ।
ଆଉ ସଂସାର ଗଢ଼ିବା ଆଗରୁ ତାଙ୍କର ମୃ-ତଦେହ ଜଙ୍ଗଲରୁ ମିଳିଛି । ଏହି ମୃ-ତ-କ ନବବଧୂ ଜଣକ ହେଉଛନ୍ତି ଗୌରୀ ମୁଦୁଲି । ସେ ପସନ୍ତ ସିଂଙ୍କୁ ବିବାହ କରିଥିଲେ । ଏହି ମୃତ୍ୟୁକୁ ନେଇ ଏବେ ତଦନ୍ତ ଚାଲିଛି । ଏହା ହ-ତ୍ୟା ନା ଆ-ତ୍ମ-ହ-ତ୍ୟା ଏହାକୁ ନେଇ ଏବେ ପ୍ରଶ୍ନ ଆସୁଛି । ମୃ-ତ-କ ଜଣଙ୍କ ସ୍ବାମୀ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି ।

Advertisement