Updated: Dec 22, 2023, 18:03 IST

ଭାଙ୍ଗି ଯାଇଥିବା ବିବାହ ସମ୍ପର୍କ କୁ ଯୋଡିବାକୁ ଅଭିଷେକ ଗାଇଲେ ଓଡ଼ିଆ ଗୀତ , ରେ ମନ...

Viral news

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଅଭିଷେକ ବଚ୍ଚନ ଓ ଐଶର୍ଯ୍ୟା ରାୟ ବଚ୍ଚନ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ବଲିଉଡ୍ ରେ ଜଣେ ଜଣେ ଆଗ ଧାଡ଼ିର ଅଭିନେତା।ଏହି ପ୍ରସିଦ୍ଧ ଯୋଡି କିଛି ଫିଲ୍ମ ରେ ଏକାଠି ମଧ୍ୟ କାମ କରିଛନ୍ତି।
ସେମାନଙ୍କ ଫିଲ୍ମ କୁ ଲୋକ ମାନେ ଖୁବ୍ ପସନ୍ଦ କରନ୍ତି।ଆଜି ଏହି ପ୍ରସିଦ୍ଧ ଯୋଡି ପରସ୍ପର ଠାରୁ ଅଲଗା ହେବା ପାଇଁ ଯାଉଛନ୍ତି।ଯାହାକୁ ଶୁଣି ତାଙ୍କ ପ୍ରଶଂସକ ମାନେ ଦୁଃଖ ରେ ଭାଙ୍ଗି ପଡିଛନ୍ତି।ଆଜି ଉଭୟ ଙ୍କ କଥା କୁ ନେଇ ଆମେ ଆପଣ ମାନଙ୍କୁ କିଛି କହିବାକୁ ଯାଉଛୁ।
Bachhan
ସୂଚନା ଅନୁସାରେ ଐଶର୍ଯ୍ୟା ଙ୍କ ନିଜ ଶାଶୁ ଜୟା ବଚ୍ଚନ ଙ୍କ ସହିତ ଭଲ ସମ୍ପର୍କ ନାହିଁ ବୋଲି ଆପଣ ମାନେ ଆଗରୁ ଜାଣି ଥିବେ।ସବୁ ବେଳେ ଉଭୟ ଶାଶୁ ବୋହୂ ଙ୍କ ଭିତରେ ବିବାଦ ଲାଗି ରହିଥାଏ।ପରେ ଅଭିଷେକ ଙ୍କ ଭଉଣୀ ଶ୍ୱେତା ଙ୍କ ସହିତ ମଧ୍ୟ ତାଙ୍କ ର ପଡେ ନାହିଁ।
ସେଥିପାଇଁ ତାଙ୍କ ପରିବାର ରେ ଏହାକୁ ନେଇ ସବୁବେଳେ ବିବାଦ ଲାଗି ରହିଥାଏ।ସମ୍ପତି ପାଇଁ ଐଶର୍ଯ୍ୟା ଙ୍କ ର ତାଙ୍କ ପରିବାର ସହିତ ଭଲ ସମ୍ପର୍କ ନାହି।।ସେ ଗତ କିଛି ଦିନ ହେବ ନିଜ ବାପ ଘରେ ରହୁଛନ୍ତି।
ଶାଶୁ ଘର କୁ ଯାଇ ନାହାନ୍ତି।ଏବେ ଶୁଣିବାକୁ ମିଳୁଚି କି ଅଭିଷେକ ତାଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି।ଉଭୟ ପରସ୍ପର ଠାରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ଯିବାର ନିଷ୍ପତ୍ତି ନେଇଛନ୍ତି।ସେମାନଙ୍କ ଯୋଡି କୁ ନେଇ ଆଗରୁ ଅନେକ ପ୍ରଶଂସା କରା ଯାଉ ଥିଲା।
ହେଲେ ଏବେ ସେମାନଙ୍କୁ ନେଇ ବହୁତ କଥା କୁହା ଯାଉଛି।ଯଦି ଏହି ଯୋଡି ଙ୍କ ର ବିବାହ ବିଚ୍ଛେଦ ହୁଏ ତେବେ ଅଭିଷେକ ବଚ୍ଚନ ନିଜ ସମ୍ପତ୍ତି ର କିଛି ଅଂଶ ଐଶର୍ଯ୍ୟା ଙ୍କୁ ଦେବେ।ତେବେ ଆସନ୍ତୁ ଜାଣିବା ଅଭିଷେକ ନିଜ ସମ୍ପତି ର କେତେ ଭାଗ ତାଙ୍କ ପତ୍ନୀ ଙ୍କୁ ଦେବେ।
ଆପଣ ମାନେ ଜାଣି ଥିବେ ଅମିତାଭ ବଚ୍ଚନ ଙ୍କ ପୁଅ ଅଭିଷେକ ବଚ୍ଚନ ଙ୍କ ପାଖରେ ଏବେ ୨୮୦ କୋଟି ଟଙ୍କା ର ସମ୍ପତି ରହିଛି।ତାଙ୍କ ସମ୍ପତି ର ମୂଲ୍ୟ ଏବେ ପ୍ରାୟ ୭୦ କୋଟି ଟଙ୍କା ରୁ ଅଧିକ ହେବ।
Bachan
ହେଲେ ଏହାର ମାତ୍ର ୨୫ ଶତକଡା ସେ ତାଙ୍କ ପତ୍ନୀ କୁ ଦେବେ।ଅର୍ଥାତ ମାସ କୁ କେବଳ ୪୫ ଲକ୍ଷ ଟଙ୍କା ସେ ତାଙ୍କ ପତ୍ନୀ କୁ ଦେବେ।ଏବେ ଦେଖିବାକୁ ବାକି ରହିଲା ଏହି ଯୋଡି କେବେ ପରସ୍ପର ଠାରୁ ଅଲଗା ହେଉଛନ୍ତି।

Advertisement