ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ ଏକ ଯୁବକଙ୍କ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ସେ ରାଣୀ ପଣ୍ଡା ଙ୍କ ସମ୍ପର୍କରେ ଏଭଳି କିଛି କହିଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।

ସେ ପ୍ରଥମେ କହିଥିଲେ କି ରାଣୀ ପଣ୍ଡା ଜଣେ ଏଭଳି ନାରୀ ସେ ଯଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଖୁବ ଭଲ ହେବ। ଆଉ ସେ ରାଣୀ ପଣ୍ଡା ଙ୍କ ପଛରେ ସବୁବେଳେ ଅଛନ୍ତି।
ଏହି ଯୁବକଙ୍କ ନାମ ହେଉଛି ଅଜୁ। ଅଜୁ କହିଥିଲେ କି ରାଣୀ ପଣ୍ଡା ସମସ୍ତଙ୍କ ସୁଖ ଦୁଃଖରେ ଛିଡ଼ା ହୋଇ ଥାଆନ୍ତି ଆଉ ତାଙ୍କ ଭଳି ଲୋକଙ୍କ ପଛରେ ଲାଗିବା ନିଶ୍ଚିତ ଭାବରେ ଠିକ କଥା ନୁହେଁ।
ସେ ଏହା ମଧ୍ୟ ପ୍ରଶ୍ନ କରିଥିଲେ କି, ରାଣୀ ପଣ୍ଡା ଙ୍କ ପଛରେ କାହିଁକି ଲାଗିଛନ୍ତି? ରାଣୀ ପଣ୍ଡା ସବୁ ଗରୀବ ଓ ଅସହାୟ ଲୋକ ମାନଙ୍କର ସବୁ ସମୟରେ ସୁଖ ଦୁଃଖର ସାଥୀ ହୋଇ ଛିଡା ହୋଇ ଥାଆନ୍ତି। ଯଦି ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଓଡ଼ିଶା ବଦଳିଯିବ।

ଆଉ ଅଜୁ କହୁ କହୁ ଏକ ବଡ଼ କଥା କହି ଦେଇଛନ୍ତି। ତାଙ୍କ ମତରେ ରାଣୀ ପଣ୍ଡା ମୁଖ୍ୟମନ୍ତ୍ରୀ ପଦ ପାଇଁ ସଂପୂର୍ଣ୍ଣ ଭାବରେ ଏକ ଉପଯୁକ୍ତ ପ୍ରାର୍ଥୀ। ଆପଣ ମାନେ ଜାଣିଥିବେ କି ପୂର୍ବରୁ ରାଣୀ ପଣ୍ଡା ଙ୍କ ଯାତ୍ରା ଜଗତ ସହ ଏହି ବିବାଦ ଲାଗି ରହିଥିଲା।
ଏହି ବିବାଦ ଦିନକୁ ଦିନ ବଢ଼ୁ ଥିବା ବେଳେ ଏହି ବିବାଦ କେବେ ହେଲେ ମଧ୍ୟ ଥମିବା ର ନାମ ନେଉ ନାହିଁ। ରାଣୀ ପଣ୍ଡା ଙ୍କ ବିବାଦ ଯାତ୍ରା ଜଗତର କେତକ ନିର୍ଦ୍ଧିଷ୍ଟ କଳାକାର ମାନଙ୍କ ସହ ରହିଛି।
ଏଭଳି କି ରାଣୀ ପଣ୍ଡା ଙ୍କୁ ମଧ୍ୟ ଜୀବନରୁ ମାରି ଦେବା ପାଇଁ ଧମକ ମଧ୍ୟ ଦିଆ ଯାଉଛି। ଆଉ ଏହି ସମୟରେ ଏବେ ରାଣୀ ପଣ୍ଡା ଙ୍କ ସପକ୍ଷରେ ଜଣେ ଯୁବକ ବାହାରିଛନ୍ତି। ସେ ରାଣୀ ପଣ୍ଡା ଙ୍କୁ ଏକ ଖୁବ ଭଲ ମଣିଷ କହିଛନ୍ତି।
ଯୁବକଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖି ସାରିବା ପରେ ଏହି ଭିଡିଓ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।