Updated: Mar 21, 2024, 12:25 IST

ଲୋକପ୍ରିୟ ଅଭିନେତା ବାବୁଶାନ୍ ମହାନ୍ତିଙ୍କ ଘର ସମ୍ପତି ପରିବାର ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକାଲି ସମସ୍ତ ଲୋକ ଇଣ୍ଟର୍ନେଟ ଏବଂ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି। ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ ଯେ, ଓଲିଉଡ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତା ବାବୁସାନ ମହାନ୍ତି ୨୦୧୪ ମସିହାରେ ତୃପ୍ତିଙ୍କୁ ବିବାହ କରିଥିଲେ। ତାଙ୍କ ବିବାହ ପ୍ରେମ ବିବାହ ଥିଲା। 
Babushan
ତେବେ ଏହି ସୁନ୍ଦର ଯୋଡ଼ିଙ୍କ ୨୦୨୧ ମସିହାରେ ଏକ ପୁତ୍ର ସନ୍ତାନ ହୋଇଥିଲା ଏବଂ ଦୁହେଁ ମାତାପିତା ହୋଇ ସାରିଛନ୍ତି। ୩୦ ଜୁଲାଇ ୧୯୮୯ ମସିହାରେ ଭୁବନେଶ୍ୱର ସହରରେ ଜନ୍ମଗ୍ରହଣ କରିଥିଲେ ବାବୁସାନ।
ଆପଣ ମାନେ ସମସ୍ତେ ତ ବାବୁଶାନ ମହାନ୍ତିଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ବାବୁଶାନ ତାଙ୍କ ଅଭିନୟ ମାଧ୍ୟମରେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ବାବୁଶାନ୍ ଜଣେ ଭଲ ଆକ୍ଟ୍ରସ ହେବା ସହିତ ସେ ଭଲ ସିଙ୍ଗର ମଧ୍ୟ ଅଟନ୍ତି ।
Babushan
ବାବୁଶାନଙ୍କ ପ୍ରଥମ ଫିଲ୍ମ "ରୋମୀୟ ଦ ଲଭର ବୟ ଥିଲା"। ସେ ଏହି ଫିଲ୍ମ ରେ ମୂଖ୍ୟ ଭୂମିକାରେ ଅଭିନୟ କରି ୨୦୦୯ ମସିହାରେ ସେ ଓଲିଉଡକୁ ପ୍ରବେଶ କରି ଥିଲେ। ସେହି ଦିନଠୁ ଆଜି ଯାଏ ସେ ୩୭ ଟି ଫିଲ୍ମ କରିଛନ୍ତି।
ଏବଂ ତାଙ୍କର ୩୮ ନମ୍ବର ଫିଲ୍ମଟି ବିଦ୍ୟାରାଣ ଆସିବାର ରହିଛି। ୬ ଜୁଲାଇ ୨୦୧୪ ରେ ତାଙ୍କର ଛୋଟ ବେଳର ସାଙ୍ଗ ତୃପ୍ତିଙ୍କୁ ବିବାହ କରି ଥିଲେ। ଏବଂ ସେମାନେ ଜିଏଭି ପବ୍ଲିକ୍ ସ୍କୁଲରେ ସପ୍ତମ ଶ୍ରେଣୀରେ ଦେଖା ହୋଇଥିଲେ। 
ବାବୁସାନଙ୍କ ପାଖରେ ୬୦ ଲକ୍ଷ ଟଙ୍କାର ଗୋଟିଏ ଓଡି କାର୍ ରହିଛି। ଏବଂ ତା ସହିତ ୧୭ ଲକ୍ଷ ଟଙ୍କାର ଗୋଟିଏ ହାର୍ଲେ ଡେଭିଡସନ୍ ବାଇକ୍ ରହିଛି। ଏବଂ ତାଙ୍କର ସଂମ୍ପର୍ଣ୍ଣ ସମ୍ପତୀର ଆକଳନ ଯଦି ଆମେ କହିବା ତେବେ ୪୦ କୋଟ ରୁ ଉର୍ଦ୍ଦ ହେବ। ବାବୁସାନ୍ ଗୋଟିଏ ଓଡ଼ିଆ ଫିଲ୍ମ ପାଇଁ ୮ ରୁ ୧୦ ଲକ୍ଷ ଟଙ୍କା ନେଇଥାନ୍ତି। ଏବଂ ଗୋଟିଏ ଗୀତ ଗାଇବା ପାଇଁ ସେ ୩୦ ରୁ ୫୦ ହଜାର ଟଙ୍କା ନେଇଥାନ୍ତି।

Advertisement