ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦୀର୍ଘ ୫୦୦ ବର୍ଷ ପରେ ରାକ୍ଷୀ ପୂର୍ଣ୍ଣିମା ରେ ବନିବାକୁ ଯାଉଛି ଏକ ଅଦ୍ଭୁତ ସଂଯୋଗ। ଏହି ଦିନ ଆପଣ ମାନେ ଗାଈ ଙ୍କୁ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଜିନିଷ ଆପଣଙ୍କୁ କୋଟିପତି ହେବାରେ କେହି ମଧ୍ୟ ଅଟକାଇ ପାରିବେ ନାହିଁ।
୩୦ ଅଗଷ୍ଟ ୨୦୨୩ ରେ ପଡୁଛି ଶ୍ରୀ ଶ୍ରୀ ବଳଦେବ ଜୀଉ ଙ୍କ ଜନ୍ମ ଉତ୍ସବ। ଏହି ଦିନ ରକ୍ଷା ବନ୍ଧନର ପାବନ ପର୍ବ ମଧ୍ୟ ପଡୁ ଅଛି। ଏହାର ପର ଦିନ ଅର୍ଥାତ ପବିତ୍ର ଶ୍ରାବଣ ପୂର୍ଣ୍ଣିମା , ଗମ୍ହା ପୂର୍ଣ୍ଣିମାର ପାବନ ଦିନ ରହିବ।
ଏହି ଦିନ ଏକ ପବିତ୍ର ଓ ସ୍ନେହର ଦିନ ବୋଲି ମାନ୍ୟତା ରହି ଅଛି। ଏହି ଦିନ ଗୋ ପୂଜାର ବିଶେଷ ଭାବରେ ମହତ୍ତ୍ଵ ମଧ୍ୟ ରହି ଅଛି। ଏହି ଦିନ ଗୋରୁ ମାନଙ୍କୁ ଚନ୍ଦନ ସିନ୍ଦୂର ଓ ଫୁଲ ମାଳ ଦିଆଯାଇ ପୂଜାର୍ଚ୍ଚନା କରାଯାଇ ଥାଏ।
ଏବଂ ପିଠା ଭୋଗ ମଧ୍ୟ କରାଯାଇ ଥାଏ। ଯେଉଁ ପିଠା ଭୋଗ କରାଯାଏ ତାହାକୁ ଗୋମାତା ଙ୍କୁ ମଧ୍ୟ ଖାଇବାକୁ ଦିଆ ଯାଇଥାଏ। ଆଉ ଗୋଟେ ଜିନିଷ ମଧ୍ୟ ଅଛି ତାହା ଯଦି ଆପଣ ଗୋମାତା କୁ ଦେବେ ତେବେ ଆପଣଙ୍କ ଭାଗ୍ୟ ବଦଳି ଯିବା।
ଶାସ୍ତ୍ରରେ ଗାଈ ମାନଙ୍କ ଦେହରେ ଅନେକ ଦେବା ଦେବୀ ମାନେ ବସବାସ କରି ଥାଆନ୍ତି। ସେଥିପାଇଁ ଗାଈ ର ପୁଜା କରିଲେ ମଧ୍ୟ ସେମାନେ ଖୁବ୍ ପ୍ରସନ୍ନ ହୋଇ ଥାଆନ୍ତି। ଆମେ ଏବେ ଆପଣଙ୍କୁ ସେଭଳି ଏକ ଉପାୟ ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ କରିବା ଆପଣଙ୍କର ନିଶ୍ଚିତ ଭାବରେ ଜରୁରୀ ଅଟେ ।
ଯଦି ନବ ଗ୍ରହର ଶାନ୍ତି ଏବଂ ଶନି ଙ୍କ ଦଶା ଠିକ କରିବାର ଅଛି ତେବେ କୌଣସି ବ୍ରାହ୍ମଣ ବ୍ୟକ୍ତି ଓ ଗରୀବ ଲୋକଙ୍କୁ ଆପଣଙ୍କ ଗାଈ ଦାନ କରନ୍ତୁ।
ଗାଈ ମାନଙ୍କୁ ରୁଟି ଖାଇବାକୁ ଦେବା ଉଚିତ ଏବଂ ସେମାନଙ୍କ କାନରେ ନିଜର ମନୋଷିକାମନା ସବୁ କହିବା ଉଚିତ ଅଟେ। ଆପଣ ଯଦି ଗାଈ ଙ୍କୁ ରୁଟି ଗୁଡ଼ ଖାଇବାକୁ ଦେବେ ତେବେ ସମସ୍ତ ପ୍ରକାରର ପିତୃଦୋଷ ଦୂର ହେବ।
ଘର ଦୁଆର ମୁହଁ କୁ ଆସୁଥିବା ଗାଈ ଙ୍କୁ ଭୋଜନ ଖାଇବାକୁ ଦିଅନ୍ତି ନିଜ ସନ୍ତାନ ପାଇଁ ଏହା ଶୁଭ ହୋଇଥାଏ। ତେବେ ଏହି ସବୁ କାର୍ଯ୍ୟ କରି ଗୋମାତା ଙ୍କ ଯତ୍ନ ନେଲେ ଆପଣଙ୍କ ମନୋସ୍କାମନା ପୁରା ହେବ।