Updated: Mar 5, 2024, 18:32 IST

ଦେଖନ୍ତୁ ଘଟିଲା ଅଲୌକିକ ଘଟଣା ଘୁଞ୍ଚିଗଲା କଳ୍କୀଙ୍କ ଘୋଡାର ପାଦ ଆଗକୁ ଘଟିବ କିଛି ଏମିତି ଘଟଣା

Kalki

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ମାଳିକାରେ କଣ ସବୁ ଲେଖା ହୋଇଛି ସେହି ବିଷୟରେ ମଧ୍ୟ ଆପଣମାନେ ଜାଣି ପାରୁଛନ୍ତି ।
ଏବେ କିଛି ଖବର ମାଳିକାରେ ଯାହା ଲେଖା ହୋଇଛି ତାକୁ ନେଇ ଆସିଛି । ମାଳିକା କଥା ତ ସତ ହୋଇଥାଏ । ମାଳିକାରେ ଯାହା ଲେଖା ହୋଇଛି ତାହା ଦିନେ ନା ଦିନେ ସତ ହେବ । ଯେଉଁଦିନ ମୀନ ଶନି ଆସିବ ତାହା ଗୁରୁବାରେ ପଡ଼ିବ ।
Viral
ମୀନ ଶନିରେ ବହୁତ କିଛି କ୍ଷୟକ୍ଷତି ହେବ । ବହୁତ୍ ବିପର୍ଯ୍ୟୟ ଆଉ କ୍ଷତି ହେବ । ଆଜିକା ସମୟରେ ବି ସେଭଳି ଘଟଣା ଘଟୁଛି । ଏହି ସମୟ ପାଖେଇ ଆସିଲାଣି । ସବୁକିଛି ନଷ୍ଟ ହୋଇଯିବ ବୋଲି ସାଧୁ ଜଣକ କହିଛନ୍ତି ।
ରାଜସ୍ଥାନର ରାଜଧାନୀ ଜଯପୁର ଠାରେ ଏକ କଳ୍କୀ ମନ୍ଦିର ରହିଛି । ଆଉ ଏହି ମନ୍ଦିରରେ ଗୋଟିଏ ଧଳା ଗୋଡ଼ ଅଛି । ଘୋଡାର ତିନୋଟି ପାଦ ତଳେ ଆଉ ଗୋଟିଏ ପାଦ ଉପରେ ଅଛି । ଆଉ ଏହି ପାଦ ତଳକୁ ଖସୁଛି ବୋଲି ଜଣାପଡିଛି ।
ଏହି ପାଦ ତଳେ ଲାଗିଲେ ଭଗବାନ କଳ୍କୀ ରୂପରେ ଆସିବେ । ଏହି ଘୋଡ଼ା ତଳେ ଲାଗିଲେ ପ୍ରଭୁ ଆସିବେ ଆଉ ସତ୍ୟ ଯୁଗ ହେବ । ତ୍ରେତୟା ଯୁଗରେ , ଦ୍ଵାପର ଯୁଗରେ ଭଗବାନ ଥିଲେ । କଳି ଯୁଗ ସରିଯିବ ବୋଲି ଜଣାପଡିଛି ।
Viral video
ମାଳିକାରେ ଅନେକ କିଛି ଲେଖା ହୋଇଛି ଆଉ ଏହା ସତ୍ୟ ହେବ । ଅନେକ କଥା ଅଛି ବିଶ୍ବାସ କରିଲେ ଠିକ୍ ଅଛି ନହେଲେ ନାହିଁ । କିଛି ଲୋକ ଅଛନ୍ତି ଯେଉଁମାନେ ଏହି କଥା ସବୁ ବିଶ୍ବାସ କରନ୍ତି ନାହିଁ । 
କଳ୍କୀ ପ୍ରଭୁ ଏଭଳି ଏକ ସ୍ଥାନ ଅଛି ଯାହାକି ସମ୍ବଳ ଅଞ୍ଚଳ ଆଉ ସେଠାରେ ସେ ବିରାଜମାନ ହେବେ । ଅନେକ ଦେବଦେବୀ ଯିଏ କି ସତ୍ୟଯୁଗର ତାଙ୍କର ମନ୍ଦିର ଅଛି । କଳିଯୁଗରେ ପ୍ରଭୁ ଜଗନ୍ନାଥଙ୍କ ପାଇଁ ମନ୍ଦିର ଅଛି ।
ଯେତେବେଳେ ପ୍ରଭୁ ଆସିବେ ତାଙ୍କ ପାଇଁ ଘର ତିଆରି ହୋଇଥାଏ । ଆଉ ପ୍ରଭୁ କଳ୍କୀ ରାମ ଆସିବେ ସେଥିପାଇଁ ତାଙ୍କର ଘର ତିଆରି ହେଉଛି । ପ୍ରଭୁଙ୍କ ନାମ ମଜିଲେ ଆପଣମାନେ ଭଗବାନଙ୍କୁ ପାଇବେ ଆଉ ଅନେକ କିଛି କଥା ଜାଣିପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି ଜାଣିପାରିବେ ।

Advertisement