Updated: May 7, 2024, 00:26 IST

ଶଶୁର ବୁଢ଼ା ମ-ରି-ବା ସମୟ ରେ ବି...ଗାଆଁ ଦାଣ୍ଡ ରେ ନିଜ ବୋହୂ ର ହାତ ଧରି..

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡିଆରେ ଅନେକ ଖବର ମାନଙ୍କ ସମ୍ପର୍କରେ ଜାଣିବାକୁ ପାଉ ଥିବେ। ଏବେ ଆମେ ଆପଣଙ୍କୁ ସେଭଳି ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଜଣେ ବୋହୂ ଏବେ ତାଙ୍କର ଶଶୁର ନାମରେ ଅଭିଯୋଗ କରି ଥିବାର ଦେଖିବାକୁ ମିଳିଛି। ସେ କହିଥିଲେ କି ତାଙ୍କ ଶଶୁରଙ୍କ ନାମ ହେଉଛି ତ୍ରିଲୋଚନ ସାହୁ।
Hh
ତାଙ୍କ ଶଶୁର ତାଙ୍କ ସ୍ୱାମୀ ସହ ସାନ ଯାଆ ଓ ଦିଅର ଙ୍କୁ ଗାଁ ଦାଣ୍ଡ ରେ ଗୋଡେଇ ଗୋଡେଇ ମାରିଛନ୍ତି। ଏହି ଭିଡିଓ କୁ ସେମାନେ ମଧ୍ୟ ପୋଲିସ କୁ ଦେଖାଇ ସାରିଛନ୍ତି।
ଏହି ଘଟଣାରେ ସଂପୃକ୍ତ ଥିବା ଦୁଇ ଅପରାଧୀ ମାନଙ୍କ ମଧ୍ୟରୁ ପୋଲିସ ଜଣକୁ ମଧ୍ୟ ଗିରଫ କରି ସାରିଛି। ସେମାନେ ଏହା ମଧ୍ୟ ଦାବୀ କରିଛନ୍ତି କି ଅନ୍ୟ ଜଣକୁ ମଧ୍ୟ ଗିରଫ କରାଯାଉ ବୋଲି। ଏବେ ସୁଦ୍ଧା ମଧ୍ୟ ସେ ଅସୁସ୍ଥ ଥିବା କଥା ମହିଳା ଜଣକ କହିଥିଲେ।
ତାଙ୍କ ପରିବାର ଚଳିବା ପାଇଁ ଅକ୍ଷମ ତାଙ୍କର ବଡ଼ ଯାଆ ତାଙ୍କୁ ଧମକ ଦେଉଛନ୍ତି। ସେ କହିଛନ୍ତି କି ମହିଳା ଜଣକ ସ୍ବାମୀଙ୍କୁ ସେ ଜୀବନରୁ ମାରିଦେବେ ବୋଲି। ସେଥିପାଇଁ ମହିଳା ଜଣକ କହିଥିଲେ କି ତାଙ୍କର ଜୀବନ ଏବେ ବିପଦରେ ଅଛି ବୋଲି।
Yy
ଏହି ଘଟଣା ମଧ୍ୟ ଗୋଟେ ପରିବାର ଭିତରେ ଘଟି ଥିବାର ଜଣା ପଡ଼ିଛି। ଜାଗା ବାଡ଼ି କୁ ନେଇ ପ୍ରଥମେ ଏହି ପାଟିତୁଣ୍ଡ ଆରମ୍ଭ ହୋଇଥିବା ଜଣା ପଡିଥିଲା। ଏହାପରେ ଏହି ଝଗଡ଼ା ତୀବ୍ର ରୂପ ନେଇଥିଲା।
ପରିବାରର ମୂଖ୍ୟ ସହ ତାଙ୍କର ବଡ଼ ପୁଅ ଦୁହେଁ ବାଡ଼ି ଆଣି ଘରର ଅନ୍ୟ ଦୁଇ ପୁଅ ଓ ଦୁଇ ବୋହୂଙ୍କୁ ଖୁବ୍ ପିଟା ପିଟି କରିଥିଲେ। ଏହି ଘଟଣା ମଧ୍ୟ ଏବେ ପ୍ରମାଣ ହୋଇ ସାରିଛି।
ଏହି ଘଟଣା ପରେ ଘଟଣା ସହ ସଂପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ବାପା ଏବେ ଫେରାର ହୋଇ ଯାଇଛି। ବଡ଼ ପୁଅ କୁ ମଧ୍ଯ ଗିରଫ କରାଯାଇଥିବା ଖବର ଏବେ ସାମ୍ନା କୁ ଆସିଛି। ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।

Advertisement