Updated: Apr 5, 2024, 08:53 IST

ଦଶମ ପରୀକ୍ଷା ରେ ମାର୍କ ବଢ଼େଇ ଦେବାକୁ କହି... ଶିକ୍ଷକ ସହ ସେ-କ୍ସ ସମ୍ପର୍କ ରଖିଦେଲା ଛାତ୍ରୀ..

Hj

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ସୋସିଆଲ ମିଡ଼ିଆରେ କ୍ଲାସରୁମ୍ ଭିତର ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି।୬ ରୁ ୭ ଜଣ ଝିଅ କ୍ଲାସରୁମ୍ ଭିତରେ ବସିଥିଲେ ସେତେବେଳେ ସାର ଜଣକ ଆସି ସେହି ଝିଅ ମାନଂକ ସହ ଏମିତି କିଛି କରିଲେ ସବୁ ଝିଅ ରୁମ ଭିତରୁ ଦୌଡି ପଳାଇଲେ।
ଆଉ ଏହି ଘଟଣାର ସିସି ଟିଭି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ।
Yh
ଦିନ ଦଶଟା ବାଜିଥିବା ବେଳେ ପିଲାମାନେ କ୍ଲାସରୁମ ଭିତରେ ବସି ପାଠ ପଢୁଥିଲେ। ଛଅ ରୁ ସାତଜଣ ଝିଅ ଓ ପୁଅ କ୍ଲାସ ରୁମ ରେ ବସିଥିଲେ। ପିଲାମାନେ ଅପେକ୍ଷା କରିଥିଲେ କି କେତେବେଳେ ସାର କ୍ଲାସ ରୁମ ଭିତରକୁ ଆସିବେ ସାର ଆସି କ୍ଲାସରୁମ ଭିତରେ ପାଠ ପଢା ମଧ୍ୟ ଆରମ୍ଭ କରି ଦେଇଥିଲେ।
ହେଲେ ଏତିକି ଭିତରେ ସାର ପାଠ ପଢ଼ାଉଛନ୍ତି ଆଉ ସାର ଙ୍କ ପାଠ ପଢା ଦେଖି ପିଲାମାନେ ସଂପୂର୍ଣ୍ଣ ଭାବରେ ବିରକ୍ତି ହୋଇ ଯାଉଛନ୍ତି।ସାର୍ ଙ୍କ ପାଠ ପଢା କୁ ଝିଅ ମାନେ ଆଦୌ ହେଲେ ମଧ୍ୟ ଶୁଣିବାକୁ ଚାହୁଁ ନାହାଁନ୍ତି।
Hh
ସେପଟେ ସାର ପାଠ ପଢ଼ାଉ ଥିବା ବେଳେ ପିଲାମାନେ କ୍ଲାସରୁମ୍ ରୁ ଚଂପଟ ମାରିବାକୁ ପ୍ରସ୍ତୁତ ହୋଇ ଯାଇଛନ୍ତି। ସାର ଯେତେବେଳେ ବ୍ଲାକ ବୋର୍ଡ ରେ କିଛି ଲେଖିବାକୁ ବାହାରିଛନ୍ତି ଠିକ୍ ସେତିକି ବେଳେ ହିଁ କ୍ଲାସ ରୁମ ରେ ଥିବା ପିଲାମାନେ ସେଠାରୁ ପଳାଇ ଯିବାକୁ ନିଷ୍ପତ୍ତି ନେଇଛନ୍ତି।
ଜଣେ ଜଣେ କରି ସମସ୍ତେ ସେହି କ୍ଲାସରୁମ୍ ରୁ ଚାଲି ଯାଇଥିଲେ।ଯେତେବେଳେ ସାର ଜଣକ ପଛକୁ ବୁଲି ଦେଖିଥିଲେ ସେତେବେଳେ ତାଙ୍କର କ୍ଲାସରୁମ୍ ସଂପୂର୍ଣ୍ଣ ଭାବରେ ଖାଲି ହୋଇ ଯାଇଥିଲା। ସେଠାରେ ଜଣେ ଯୁବକ ବସି ସେଠାରେ ହିଁ ସୋଇ ପଡ଼ିଥିଲା।
ଏହାପରେ ସାର ଜଣକ ମଧ୍ୟ ସେଠାରୁ ରାଗିଯାଇ ଚାଲି ଯାଇଥିଲେ। ଏହି ଘଟଣାଟି ଏକ କଲେଜ୍ ରେ ଘଟିଥିବା ବେଳେ କ୍ଲାସ ରୁମ୍ ଭିତରେ ଘଟିଥିବା ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Advertisement