Sep 16, 2023, 18:28 IST

ଆସିଲା ବଡ ଦୁଃଖ ଖବର ଦେଖନ୍ତୁ ଅଚାନକ ଭାବେ ମୃତ୍ୟୁ ବରଣ କଲେ ଏହି ଲୋକପ୍ରିୟ ଅଭିନେତା

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ପାଇପାରିବେ । ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ସବୁ ଖବର ଆପଣମାନେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ପାଇପାରିବେ । 
ସୋସିଆଲ ମିଡ଼ିଆ ଲୋକମାନଙ୍କୁ ଅନେକ ଖବର ସବୁବେଳେ ସବୁ ପରିସ୍ଥିତିରେ ଜଣାଇଥାଏ । ଆଜିକା ଦୁନିଆରେ କେତେବେଳେ କାହାର ଜୀବନ ଯିବ ସେକଥା କିଏ ଜାଣିଛି । ଆଜି ସିନେମା ଜଗତକୁ ନେଇ ଦୁଃଖଦ ଖବର ଆସିଛି ।
Special report
ଏହି ଖବର ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏଭଳି ସବୁ ଘଟଣା ଏବେ ଦେଖିବାକୁ ମିଳିଛି । ଏହି ଖବରକୁ ନେଇ ଏବେ ଚର୍ଚ୍ଚା ହେଉଛି । ଆପଣମାନେ ଏହି ଅଭିନେତା ଜଣଙ୍କ ବିଷୟରେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
Special report
ଆମ ଦେଶ ଭାରତ ହେଉଛି କଳା ଆଉ ସଂସ୍କୃତିର ଦେଶ । ଆମ ଦେଶରେ ଅନେକ କଳାକାର ଅଛନ୍ତି । ଆଉ ଏହି କଳାକାର ମାନଙ୍କ ଦ୍ବାରା ଲୋକମାନେ ମନୋରଞ୍ଜନ କରିଥାନ୍ତି । ଏହି ଖବର ଚଳଚ୍ଚିତ୍ର ଜଗତ ପାଇଁ ଏକ ବଡ ଦୁଃଖଦ ଖବର ।
ମୃ-ତ୍ୟୁ ବେଳକୁ ଏହି ଅଭିନେତା ଜଣଙ୍କୁ ୬୬ ବର୍ଷ ହୋଇଥିଲା । ଆଉ ତାଙ୍କ ମୃ-ତ୍ୟୁରେ ତାଙ୍କର ପୁରା ପରିବାର ଭାଙ୍ଗି ପଡ଼ିଛି । ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି । ଏହି ପ୍ରସିଦ୍ଧ ଅଭିନେତା ଜଣକ ଆଉ ଆମ ଗହଣରେ ନାହାଁନ୍ତି । 
Special report
ଏହି ପ୍ରସିଦ୍ଧ ଅଭିନେତା ଜଣକ ଅନେକ ସିନେମା ଆଉ ଧାରାବାହିକରେ କାମ କରିଛନ୍ତି । ସେ ବହୁତ ସୁନ୍ଦର ଅଭିନୟ କରୁଥିଲେ । ଲୋକପ୍ରିୟ ଅଭିନେତା ରିୟ କପଳିଆ ଆଜି ଏହି ଦୁନିଆରେ ନାହାଁନ୍ତି ।
ସେ ଫିଲ୍ମ୍ ବ୍ୟତୀତ ଅନେକ ଧାରାବାହିକରେ ସେ ଅଭିନୟ କରିଥିଲେ । ସେ ସପନେ ସୁହାନେ ଲଡକପନ୍ ଧାରାବାହିକରେ ଅଭିନୟ କରିଥିଲେ । ଆଉ ଏହାସହ ସେ ଅନେକ ଧାରାବାହିକରେ ଅଭିନୟ କରିଛନ୍ତି । ଏବେ ତାଙ୍କ ଦେହାନ୍ତରେ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି ।

Advertisement