Updated: Mar 31, 2024, 22:12 IST

ଜୟ ଶ୍ରୀରାମ କହି ଧାଇଁ ଆସିଲେ ବିଜେପି ଜିତିବ ବୋଲି ପ୍ରତିଶ୍ରୁତି ଦେଲେ ହିରୋ ଅରିନ୍ଦମ !!

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି ।
ଏବେ ଆପଣମାନେ ଓଲିଉଡ ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଗୁଡ଼ିକ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଓଲିଉଡ ଜଗତର ମହାନ୍ କଳାକାର ଅରିନ୍ଦମ ରାୟଙ୍କୁ ଜାଣିଥିବେ । ତାଙ୍କର ଅଭିନୟ ବହୁତ ସୁନ୍ଦର ଅଟେ 
ଏହି ଅଭିନେତା ଜଣକ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ଆଉ ତାଙ୍କର ଅଭିନୟ ଦେଖିବାକୁ ଲୋକମାନେ ଚାହିଁ ରହିଛନ୍ତି । ଏହି ଅଭିନେତା ଜଣଙ୍କୁ ନେଇ ଏବେ କିଛି ଖବର ଆସିଛି ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅଭିନେତା ଅରିନ୍ଦମ ରାୟ ଏବଂ ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କୁ ଦେଖିପାରିବେ । ଏହି ଅଭିନେତା ଜଣକ ପ୍ରଭୁ ଶ୍ରୀରାମଙ୍କ ନାମ ସ୍ମରଣ କରୁଛନ୍ତି । ଏହି ଅଭିନେତା ଜଣକ ରାଲି କରୁଛନ୍ତି ଆଉ ସେ ରାଲିରେ ଜୟ ଶ୍ରୀରାମ ନାମ ସ୍ମରଣ କରୁଛନ୍ତି । 
ଏହି ଅଭିନେତା ଜଣଙ୍କ ଏବଂ ବିଧାୟକ ଜଣକ ଏକାଠି ମିଶି ରାଲି କରୁଛନ୍ତି ଆଉ ଏହି ରାଲିରେ ସେ ବହୁତ ଜୋରରେ ଜୟ ଶ୍ରୀରାମ ନାମ ଜପ କରୁଛନ୍ତି । ଜୟ ଶ୍ରୀରାମ ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହେଉଛି ଅଞ୍ଚଳ ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ସବୁ କଥା ଜାଣି ଶୁଣି ଅନେକ କଥା ଆପଣମାନଙ୍କ ମନରେ ଆସିବ । ଏହି ଭିଡିଓରେ ଜୟ ଶ୍ରୀରାମ ନାମ ଜପ କରି ସେ ରାଲି କରୁଥିବାର ନଜର ଆସିଛନ୍ତି । ଲୋକମାନେ ଏହି ଭିଡିଓ ଦେଖି ଅନେକ କିଛି କଥା କହିଛନ୍ତି ।
ଏବେ ଅଭିନେତା ଅରିନ୍ଦମ ରାୟ ବିଜେଡି ଛାଡ଼ି ବିଜେପି ଦଳରେ ମିଶିଛନ୍ତି । ଆଉ ଏହାର କାରଣ କଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏବେ ଅଭିନେତା ଜଣଙ୍କର ଏହି ଜୟ ଶ୍ରୀରାମ ଧ୍ୱନି ପ୍ରକମ୍ପିତ ହେବା ସହ ଏହା ଆକାଶକୁ ଛୁଇଁଛି ।
ଅନେକ ଜନତା ମଧ୍ୟ ତାଙ୍କ ସହିତ ଅଛନ୍ତି । ଆଉ ଏହି ଜନତା ବାଇକ୍ ନେଇ ରାଲି କରୁଥିବାର ନଜର ଆସିଛନ୍ତି । ଏବେ ଆପଣମାନେ ସମସ୍ତେ ଅଭିନେତା ଅରିନ୍ଦମ ରାୟ ଏବଂ ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କୁ ଏଭଳି ଦେଖିପାରିବେ । ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।

Advertisement