ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଗୁଡ଼ିକ ଜାଣି ପାରୁଥିବେ । ଏବେ ସମସ୍ତେ ତ ଜାଣିଥିବେ ଯାହା ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଯେଉଁ ଖବର ଆସିଥାଏ । ଏବେ ତାଙ୍କର ପାରିବାରିକ ବିବାଦକୁ ନେଇ ଏକ ଖବର ଆସିଛି ।
ଏହି ଷ୍ଟାର ଦମ୍ପତିଙ୍କ ଝଗଡ଼ା ଥମିବାରେ ଲାଗୁ ନାହିଁ । ସବୁବେଳେ ତାଙ୍କ ସମ୍ପର୍କରେ ନୂଆ ନୂଆ ମୋଡ଼ ଆସୁଛି । ଏବେ ଏକ ଖବର ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ସମ୍ପର୍କକୁ ନେଇ ଆସିଛି । ଦିନକୁ ଦିନ ତାଙ୍କ ସମ୍ପର୍କରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।
ଏବେ ଏହି ଭିଡିଓ ମାଧ୍ୟମରେ ଅଭିନେତା ଅନୁଭବ ମହାନ୍ତି ଏଭଳି କିଛି କଥା କହିଛନ୍ତି ଯାହା ଶୁଣିଲେ ଆପଣ ବି କାନ୍ଦି ପକେଇବେ । ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଅନୁଭବ ମହାନ୍ତି ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଠାରୁ ଡିଭୋର୍ସ ନେବାକୁ ଚାହୁଁଛନ୍ତି ।
କିନ୍ତୁ ଅଭିନେତ୍ରୀ ବର୍ଷା ତାଙ୍କୁ ଛାଡପତ୍ର ଦେଉ ନାହାନ୍ତି । ଆଉ ଏନେଇ ଅନୁଭବ ମହାନ୍ତି ଏକ ଭିଡିଓ କରି କିଛି କଥା କହିଛନ୍ତି । ସେ କହିଛନ୍ତି, ବର୍ଷା ତାଙ୍କ ଡ୍ରାମା ବନ୍ଦ କରି ତାଙ୍କୁ ଡିଭୋର୍ସ ଦିଅନ୍ତୁ । ଭଲରେ ଭଲରେ ଛାଡ଼ପତ୍ରକୁ ସ୍ବୀକାର କରିବାକୁ ବର୍ଷାଙ୍କୁ ଅନୁଭବ କହିଛନ୍ତି ।
ଅନୁଭବ ମହାନ୍ତିଙ୍କ ବାପା ବହୁତ କଷ୍ଟରେ ଅଛନ୍ତି ।ବର୍ଷାଙ୍କ ପାଇଁ ଅନୁଭବ ମହାନ୍ତିଙ୍କ ବାପା ବହୁତ କାନ୍ଦୁଛନ୍ତି ।ସେ ତାଙ୍କ ମଝିଆ ଆଉ ବଡ ବାପାଙ୍କୁ ହରାଇ ସାରିଛନ୍ତି । ଆଉ ଏବେ ସେ ବର୍ଷାଙ୍କ ପାଇଁ ତାଙ୍କ ବାପାଙ୍କୁ ହରାଇବାକୁ ଚାହୁଁ ନାହାନ୍ତି । ସେ ବର୍ଷାଙ୍କ ଆଗରେ ହାତ ମଧ୍ୟ ଯୋଡ଼ିଛନ୍ତି ।
ଅନୁଭବ ମହାନ୍ତିଙ୍କ କଥା ଶୁଣିଲେ ଆପଣ ବି କାନ୍ଦି ପକାଇବେ । ସେ ବହୁତ ଦୁଃଖରେ ଅଛନ୍ତି । ଅନୁଭବ ମହାନ୍ତିଙ୍କୁ ଅଧିକ ଯନ୍ତ୍ରଣା ହେବାରୁ ସେ କାନ୍ଦି କରି ଭିଡିଓ ମାଧ୍ୟମରେ ବର୍ଷାଙ୍କୁ ଏହିସବୁ କଥା କହିଛନ୍ତି । ସେ ବର୍ଷାଙ୍କ ମାଆ ଆଉ ବଡଭଉଣୀଙ୍କ ଆଗରେ ହାତ ଯୋଡ଼ି ମଧ୍ୟ ତାଙ୍କୁ ଛାଡପତ୍ର ଦେବାକୁ କହିଛନ୍ତି ।
ଗୋଟିଏ ପରେ ଗୋଟିଏ ପୋଷ୍ଟ କରୁଛନ୍ତି ଅନୁଭବ ମହାନ୍ତି । ଆଉ ସବୁଥିରେ ତାଙ୍କୁ ବର୍ଷା ବ୍ଲକ୍ କରି ଦେଇଛନ୍ତି । ଅନୁଭବ ମହାନ୍ତି କେବଳ ବର୍ଷାଙ୍କ ଠାରୁ ଛାଡ଼ପତ୍ର ଚାହୁଁଛନ୍ତି କିନ୍ତୁ ବର୍ଷା ଛାଡ଼ପତ୍ର ସ୍ବୀକାର କରୁ ନାହାନ୍ତି । ଏବେ ଆଉ ଥରେ କୋର୍ଟର ଦ୍ୱାରସ୍ଥ ହୋଇ ପାରନ୍ତି ଅନୁଭବ ମହାନ୍ତି ।