Updated: Aug 22, 2023, 20:51 IST

ଆ-ତ୍ମ-ହ-ତ୍ୟା ପ୍ରତି ମୁଁହ ଖୋଲିଲେ ସାଂସଦ ଅନୁଭବ ମହାନ୍ତି ଦେଖନ୍ତୁ କଣ କହିଲେ ନିଜର ମନର କଥା

Viral news

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Viral news
ଓଲିଉଡ ଜଗତର ଜଣାଶୁଣା ଅଭିନେତା ଅନୁଭବ ମହାନ୍ତିଙ୍କୁ ଆପଣମାନେ ଜାଣିଥିବେ । ଏହି ଅଭିନେତା ଜଣକ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଅଭିନେତା ଅନୁଭବ ମହାନ୍ତି ଅଭିନେତା ସାଙ୍ଗକୁ ଜଣେ ଲୋକସଭା ସାଂସଦ ମଧ୍ୟ । 
ଏହି ଅଭିନେତା ଜଣକ ଏବେ ଏଭଳି କିଛି କଥା କହିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି । ଅଭିନେତା ଅନୁଭବ ମହାନ୍ତି ଟୁଇଟ କରି ଏହିସବୁ କଥା କହିଛନ୍ତି । ଆଉ ଏହିସବୁ କଥାକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଅନୁଭବ ମହାନ୍ତି । ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଆ-ତ୍ମ-ହ-ତ୍ୟା କରୁଛନ୍ତି ।
Viral
ଏବେ ଅଭିନେତା ଅନୁଭବ ମହାନ୍ତି ଏହି ଆ-ତ୍ମ-ହ-ତ୍ୟାକୁ ନେଇ କିଛି କଥା କହିଛନ୍ତି । ଅଭିନେତା ଅନୁଭବ ମହାନ୍ତି ଯାହା କହିଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ କହିଛନ୍ତି, ମାରିବା ପାଇଁ ଅଳ୍ପ ସମୟ ଦରକାର । ଅଳ୍ପ ସମୟରେ ଖେଳ ଖତମ୍ ବି ହୋଇପାରେ । 
ଆଉ ଏହି ଅଳ୍ପ ସମୟ ପାଇଁ ସାହସ ଦରକାର । ଯିଏ ସାହସ କରି ନ ପାରିବ ସେ କେବେ ମରିପାରିବ ନାହିଁ । ଆଉ ଯିଏ ଏଭଳି ମୃ-ତ୍ୟୁବରଣ କରିବ ସେ ଉପରେ ଥାଇ ପଶ୍ଚାତାପ କରିବ । ଏହି ସବୁ କଥା ସେ ଟୁଇଟ କରି ଲେଖିଥିଲେ । ଆଉ ଏବେ ଏହି ଲେଖାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
Viral video
ଆ-ତ୍ମ-ହ-ତ୍ୟାକୁ ନେଇ ଏବେ ଓଲିଉଡ ଭାଇଜାନ ଅନୁଭବ ମହାନ୍ତି ଦେଇଥିବା ଏହି ଟୁଇଟ୍ ଏବେ ଚର୍ଚ୍ଚାକୁ ଆସିଛି । ଆଉ ଏହା ଯୁବପିଢୀଙ୍କୁ ପ୍ରେରଣା ଦେଇଛି । ଅଭିନେତା ଅନୁଭବ ମହାନ୍ତିଙ୍କର ଅନେକ ପ୍ରଂଶସକ ରହିଥାନ୍ତି । ନିଜର ବ୍ୟକ୍ତିଗତ ଜୀବନରେ ଅନେକ ଦୁଃଖ ଥିବା ବେଳେ ସେ ଲୋକମାନଙ୍କ ପାଇଁ ସବୁବେଳେ ଚିନ୍ତା କରିଥାନ୍ତି । 
ସେ ଯୁବପିଢୀ ଏଭଳି କାମ କରୁଥିବାରୁ ଏହାକୁ ନେଇ ଏଭଳି କିଛି ଟୁଇଟ୍ କରି କହିଛନ୍ତି । ତାଙ୍କ ଟୁଇଟର ଆକାଉଣ୍ଟରେ ମଧ୍ୟ କହିଛନ୍ତି କି ମରିଗଲା ପରେ ସବୁ କିଛି ନଷ୍ଟ ହୋଇ ଯାଇଥାଏ । ଆଉ ସବୁ ବୃଥା ହୋଇ ଯାଇଥାଏ । ଯାହାର ସମାଧାନ ପାଇଁ ଏହି ଆ-ତ୍ମ-ହ-ତ୍ୟା ଭଳି ରାସ୍ତାକୁ ବାଛି ନେଇଥାନ୍ତି ତାହା ଅଡ଼ୁଆ ସୂତା ଭଳି ହୋଇ ଯାଇଥାଏ ।
ଏହାସହ ମଧ୍ୟ ଅଭିନେତା ଅନୁଭବ ମହାନ୍ତି ଲେଖିଛନ୍ତି ଯଦି ତାଙ୍କ ଲେଖାରେ କିଛି ଭୂଲ ଥାଏ ତାହେଲେ ତାଙ୍କୁ ସଂଶୋଧନ କରି କହିବାକୁ ସେ କହିଛନ୍ତି । ସାଂସଦ ଅନୁଭବ ମହାନ୍ତିଙ୍କ ଟୁଇଟ୍ ଏବେ ଯୁବପିଢୀଙ୍କୁ ଆକୃଷ୍ଟ କରିଛି ।

Advertisement