Updated: Dec 22, 2023, 10:39 IST

ସାମ୍ନା କୁ ଆସି ନିଜ ମନ କଥା କହିଲେ ଅନୁଭବ : ଆଜ୍ଞା ୧୦ ବର୍ଷ ର କଷ୍ଟ ରୁ ଆଜି ମୁକ୍ତି ପାଇଲି

Anubhab

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦିନ ଥିଲା ଅନୁଭବ ମହାନ୍ତି କହିଥିଲେ କି ଆଉ ଜୀବନ ସାରା ଛାଇ ମାଡ଼ିବେନି। ଆଜି ନିଜ ଆଖିର ଲୁହ ପୋଛି ଖୁସୀ ହୋଇ ଯାଇଛନ୍ତି ଅନୁଭବ। ଦୀର୍ଘଦିନ ଧରି ତାଙ୍କର ଛାଡ଼ପତ୍ର ହୋଇ ପାରୁ ନଥିଲା ହେଲେ ଆଜି ତାଙ୍କୁ ନ୍ୟାୟ ମିଳିଗଲା।
ତାଙ୍କର ଯାହା ପ୍ରମାଣ ଥିଲା ତାହା ସବୁ ଦେଖି ସାରିବା ପରେ କୋର୍ଟ ଏହି ବଡ଼ ନିଷ୍ପତ୍ତି ନେଇଥିଲା। ଲଗାତାର ତିନି ରୁ ଚାରି ବର୍ଷ ହେବ ତାଙ୍କର କୋର୍ଟ ରେ ମାମଲା ଚାଲିଥିଲା।
Anubhab
ଏମିତିକି କେତେବେଳେ ଫ୍ୟାମିଲି କୋର୍ଟ, ହାଇ କୋର୍ଟ ତ ଆଉ କେତେବେଳେ ସୁପ୍ରିମ କୋର୍ଟ ସବୁ ଆଡେ ଦୌଡୁ ଥିଲେ ଆଉ ଛାଡ଼ପତ୍ର ପାଇଁ ଆବେଦନ କରୁଥିଲେ ହେଲେ ତାଙ୍କର ଛାଡ଼ପତ୍ର ହୋଇ ପାରୁ ନଥିଲା।
ହେଲେ ଅନୁଭବ ମହାନ୍ତି ଙ୍କ ପାଇଁ ଏଭଳି କିଛି ଖୁସୀର ଖବର ଆସି ଯାଇଛି। ଆଉ ଏହାକୁ ସେ ଅନେକ ଦିନ ହେବ ମଧ୍ୟ ଅପେକ୍ଷା କରି ରହିଥିଲେ। ସୁପ୍ରିମ କୋର୍ଟ ଯେଉଁ ଗାଇଡ ଲାଇନ କରିଛନ୍ତି ତାହାକୁ କୋର୍ଟ ଗ୍ରହଣ କଲେ।
ଏବେ ଅନୁଭବ ମହାନ୍ତି ନ୍ୟାୟ ପାଇଛନ୍ତି ବୋଲି ତାଙ୍କର ଓକିଲ କହିଛନ୍ତି। ବିବାହ ବିଚ୍ଛେଦ ପାଇଁ ଏବେ ତାଙ୍କୁ ଅନୁମତି ମିଳି ଯାଇଛି। ଆଉ ଏବେ ଦୁହେଁ ମଧ୍ୟ ଅଲଗା ହେବାକୁ ଯାଉଛନ୍ତି।
ବିବାହ ବିଚ୍ଛେଦ ପାଇଁ ତାଙ୍କୁ ଏବେ ହାଇ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ପରିବାର ଅଦାଲତ ବିବାହ ବିଚ୍ଛେଦ ରାୟ କୁ ଖାରଜ ମଧ୍ଯ କରି ଦେଇଛନ୍ତି। ପୂର୍ବରୁ ତଳ କୋର୍ଟ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରି ଦେଇଥିଲେ।
ଏହାକୁ ଆଧାର କରି ହାଇକୋର୍ଟ ର ଦ୍ବାରସ୍ଥ ହୋଇଥିଲେ ଅନୁଭବ ମହାନ୍ତି। ଆଉ ସେଠାରେ ପିଟିସନ ମଧ୍ୟ ଦାଖଲ କରିଥିଲେ। ଏବେ ତାଙ୍କର ଏହି ପିଟିସନ ରେ ଏବେ ଶୁଣାଣି ସରି ଯାଇଛି।
Barsha priyadarshini
ଏହା ଅନୁଭବ ମହାନ୍ତି ଙ୍କ ସପକ୍ଷରେ ଯାଇଛି। ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଅନୁଭବ ମହାନ୍ତି ବେଶ ଖୁସି ଥିବା ବେଳେ ତାଙ୍କର ଫ୍ୟାନ ମାନେ ମଧ୍ୟ ଏଥିପାଇଁ ବେଶ ଖୁସୀ ଥିବା ଜଣା ପଡ଼ିଛି।

Advertisement