Updated: Dec 22, 2023, 14:41 IST

ଶେଷରେ ଛାଡ଼ପତ୍ର ସରିଲା... କାହା ପାଇଁ ସିନ୍ଦୂର ପିନ୍ଧିବେ ଏବେ ବର୍ଷା...

Anubhab mohanty

ନମସ୍କାର ପାଠକ ବନ୍ଧୁ।ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ଙ୍କ ବିବାହ ବିଚ୍ଛେଦ ରେ ପଡିଛି ପୂର୍ଣ୍ଣଛେଦ।ଦୀର୍ଘ ଦିନ ରୁ ଚାଲି ଥିବା ଛାଡ ପତ୍ର ମାମଲା ଟି ଏବେ ଶେଷ ହୋଇଛି। ହାଇ କୋର୍ଟ ଏହି ବିବାହ ବିଚ୍ଛେଦ କୁ ଅନୁମତି ଦେଇ ଛନ୍ତି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଇଛି।

ଅନୁଭବ ମହାନ୍ତି ଏଥିରେ ବହୁତ ଖୁସି ଅଛନ୍ତି।ଅନ୍ୟ ପଟେ ବର୍ଷା ପ୍ରିୟଦର୍ଶିନୀ ଦୁଃଖ ରେ ଭାଙ୍ଗି ପଡ଼ି ଛନ୍ତି।ଲଗାତାର ତିନି ରୁ ଚାରି ବର୍ଷ ହେବ ତାଙ୍କ କେସ ଟି ଚାଲି ଥିଲା।ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଅନୁଭବ ମହାନ୍ତି ହାରି ଯାଇ ନ ଥିଲେ।

Barsha

ଶେଷ ରେ ସତ୍ୟ ର ଜୟ ହୋଇଛି ବୋଲି ସେ କହିଥିଲେ।ତାଙ୍କ କହିବା ମୁତାବକ ମୁଁ କୋର୍ଟ ରେ ସବୁ ପ୍ରମାଣ ଦେଇ ସାରି ଥିଲି। ଦୀର୍ଘ ଦିନ ହେଲାଣି ବର୍ଷା ପ୍ରିୟଦର୍ଶିନୀ ତାଙ୍କ ସହିତ ରହୁ ନ ଥିଲେ।ଆମେ ଦୁନିଆ ସାମ୍ନା ରେ କେବଳ ସ୍ଵାମୀ ସ୍ତ୍ରୀ ହୋଇ ରହି ଥିଲୁ।

ହେଲେ ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ ଯେଉଁ ସମ୍ପର୍କ ରହି ଥାଏ ତାହା ଆମ ଭିତରେ ନ ଥିଲା।ଆଜି ଯାଏଁ ସେ ମୋତେ ଶା-ରୀ-ରି-କ ସମ୍ପର୍କ ରଖିବାକୁ ଦେଇ ନ ଥିଲେ।ମୋ ପରିବାର ସହିତ ମଧ୍ୟ ସେ ଭଲ ସମ୍ପର୍କ ରଖି ନ ଥିଲେ।

ଏହା କହିବା ପରେ ସବୁ ପ୍ରମାଣ ଦେବା ପରେ ହାଇ କୋର୍ଟ ଶେଷ ରେ ତାଙ୍କୁ ନ୍ୟାୟ ଦେଇଛନ୍ତି।ପୂର୍ବ ରୁ କଟକ ପାରିବାରିକ କୋର୍ଟ ତାଙ୍କ ମାମଲା କୁ ଖାରଜ କରି ଦେଉଥିଲେ।ଉଭୟ ଏକାଠି ରହି ପାରିବେ ନାହିଁ।ଓ ଛାଡ ପତ୍ର ଦେବେ ନାହିଁ ବୋଲି କଟକ ପାରିବାରିକ କୋର୍ଟ ନିଷ୍ପତି ନେଇ ଥିଲା।

Anubhab

ଏହାକୁ ମାମଲା କୁ ନେଇ ଅନୁଭବ ମହାନ୍ତି ସୁପ୍ରିମ କୋର୍ଟ ଯାଇ ଥିଲେ।ଆଜି ତାଙ୍କୁ ନ୍ୟାୟ ମିଳି ଯାଇଛି।ଆଜି ସେ କୋର୍ଟ ରୁ ବାହାରି ଯିବା ସମୟ ରେ କାନ୍ଦି ପକାଇ ଥିଲେ।

୨୦୨୦ ମସିହା ରେ ଅନୁଭବ ମହାନ୍ତି ସୁପ୍ରିମ କୋର୍ଟ ରେ ମାମଲା ଦାୟର କରିଥିଲେ।ଏହା ପରେ ବର୍ଷା ପ୍ରିୟଦର୍ଶିନୀ ଏହି ମାମଲା କୁ କଟକ ପାରିବାରିକ କୋର୍ଟ ରେ ବିଚାର କରିବା ପାଇଁ କହିଥିଲେ

ହେଲେ ସେଠାରେ ତାଙ୍କ ମାମଲା ଟି ଖାରଜ ହୋଇ ଯାଇ ଥିଲା।ଏବେ ତାଙ୍କୁ ହାଇ କୋର୍ଟ ନ୍ୟାୟ ଦେଇଛନ୍ତି।ଉଭୟ ଙ୍କ ବିବାହ ବିଚ୍ଛେଦ ହୋଇ ପାରିବ ବୋଲି କୁହା ଯାଇଛି। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement