Updated: Apr 1, 2024, 09:30 IST

BJD ଛାଡ଼ିବା ପରେ ପ୍ରଥମ ଥର ମୁଁହ ଖୋଲିଲେ ଅନୁଭବ ମହାନ୍ତି ଦେଖନ୍ତୁ କଣ କହିଲେ ମିଡ଼ିଆ ସାମ୍ନାରେ

Anubhab mohanty

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଓଲିଉଡ ଏବଂ ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଗୁଡ଼ିକ ବିଷୟରେ ଜାଣି ପାରୁଛନ୍ତି ।
ଆପଣମାନେ ସମସ୍ତେ ତ ଓଲିଉଡ ଜଗତର ଅନେକ କଳାକାରଙ୍କ ବିଷୟରେ ଆସୁଥିବା ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଅଭିନେତା ଅନୁଭବ ମହାନ୍ତିଙ୍କୁ ଜାଣିଥିବେ । ଏହି ଅଭିନେତା ଜଣକ ସବୁବେଳେ ତାଙ୍କ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।
Viral
ଏବେ ଏହି ଅଭିନେତା ଜଣକ ବିଜେଡି ଦଳ ଛାଡ଼ି ଦେଇଛନ୍ତି । ସେ ବିଜେଡି ଦଳର ନେତା ଥିଲେ କିନ୍ତୁ ଏବେ ସେ ବିଜେଡି ଦଳ ଛାଡ଼ି ଦେଇଛନ୍ତି । ଆଉ ସେ ବିଜେଡି ଦଳ ଛାଡ଼ିବା ପରେ ଏବେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ।
ଏହାସହ ସେ ଅନେକ କଥା କହିଛନ୍ତି । ତାଙ୍କର ଏବେ ନୂଆ ଫିଲ୍ମ୍ ଆସିବାକୁ ଯାଉଛି । ଏହି ଅଭିନେତା ଜଣଙ୍କୁ ନେଇ ଏବେ କିଛି ଖବର ଆସିଛି । ଅଭିନେତା ଜଣକର ପ୍ରଥମ ଫିଲ୍ମ୍ "ଆଇ ଲଭ୍ ୟୁ " କୁ ନେଇ ଅନେକ କଥା ସେ କହିଛନ୍ତି । ସେ ଏହି ଫିଲ୍ମ୍ ବହୁତ ଭଲ ହୋଇଛି ବୋଲି କହିଛନ୍ତି ।
ଫିଲ୍ମ୍ ନିର୍ଦ୍ଦେଶକମାନଙ୍କୁ ନେଇ ମଧ୍ୟ ସେ ଅନେକ କଥା କହିଛନ୍ତି । ଫିଲ୍ମ୍ ନିର୍ଦ୍ଦେଶକ ପ୍ରଂଶଜିତଙ୍କୁ ନେଇ ସେ କିଛି କଥା କହିଛନ୍ତି । ଏବେ ଏହି ଅଭିନେତା ଜଣକ ଫିଲ୍ମ୍ କରିଛନ୍ତି ଆଉ ତାଙ୍କ ଅଭିନୀତ ଫିଲ୍ମ ଦେଖିବାକୁ ସେ ଆସିଛନ୍ତି ।
Viral news
ଅଭିନେତା ଜଣକ ବିଗୁଲ ଫିଲ୍ମ୍ କରିଛନ୍ତି । ଆଉ ଏହି ଫିଲ୍ମରେ ସେ କରିଥିବା ଅଭିନୟକୁ ଦେଖିବାକୁ ଅନେକ ଲୋକ ଆସିଛନ୍ତି । ଅଭିନେତା ଜଣକ ସହିତ ତାଙ୍କ ମାଆ ଆସିଛନ୍ତି । ମହାରାଜା ସିନେମା ହଲକୁ ଏହି ଅଭିନେତା ଜଣକ ଆସିଛନ୍ତି । ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ମାଆ ଆସିଛନ୍ତି ।
ଅଭିନେତା ଅନୁଭବ ମହାନ୍ତିଙ୍କ ବାପା ପ୍ରଥମ ଥର ପାଇଁ ତାଙ୍କ ଫିଲ୍ମ୍ ଦେଖି ପାରିବେ ନାହିଁ ଆଉ ଏଥିପାଇଁ ସେ ତାଙ୍କୁ ବହୁତ ମନେ ପକାଉଛନ୍ତି । ଏବେ ନୂଆ ଫିଲ୍ମ୍ ଡାଇରେକ୍ଟର ମାନଙ୍କୁ ସୁଯୋଗ ଦେବାକୁ ଅନୁଭବ ମହାନ୍ତି କହିଛନ୍ତି । ଏହି ଫିଲ୍ମରେ ଅନେକ ଲୋକ କାମ କରିଛନ୍ତି ।
ବିଗୁଲ୍ ଫିଲ୍ମ୍ ବହୁତ ଭଲ ହୋଇଛି । ଆଉ ଲୋକମାନେ ସମସ୍ତେ ଆସି ଏହି ଫିଲ୍ମ୍ ଦେଖିବା ଉଚିତ୍ । ଗୋଟିଏ ଫିଲ୍ମ୍ ହେଉଛି ଟିମ୍ ୱାର୍କ । ସମସ୍ତେ ମିଶି ଏହି କାମ କରନ୍ତି । ତାଙ୍କ ବାପାଙ୍କ ପାଇଁ ଏହି ସିନେମା ହଲ ତରଫରୁ ତାଙ୍କ ସମ୍ମାନ ପାଇଁ ଏକ ଚେୟାର ମଧ୍ୟ ସେ ଖାଲି ରଖିଛନ୍ତି । ଏଭଳି ଅନେକ କଥା ଏହି ଅଭିନେତା ଜଣକ କହିଛନ୍ତି ।

Advertisement