Updated: Jun 28, 2023, 08:17 IST

ପୁଣି ହେଲା ଦେଖା ସିକୃତି ମାଗିଲେ ଅନୁଭବ ମହାନ୍ତି ଦେଖନ୍ତୁ ପୁଣି Anubhab Mohanty Barsha Priyadarshini ଙ୍କ ମାମଲାରେ ଘଟଣା ନେଲା ଆଉ ଏକ ମୋଡ

Barsha Priyadarshini

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Anubhav Mohanty
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଖବର ପାଇପାରିବେ ଯାହାଦ୍ଵାରା ଆପଣମାନେ ଅନେକ କଥା ବୁଝିପାରିବେ । ଆପଣମାନେ ସମସ୍ତେ ଓଲିଉଡ ଜଗତର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ଭଲଭାବେ ଜାଣିଥିବେ । ଆଉ ସେ ବହୁତ ସୁନ୍ଦର ଅଭିନୟ କରନ୍ତି ।
ଅଭିନେତା ଅନୁଭବ ମହାନ୍ତି ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ସେ ସବୁବେଳେ ତାଙ୍କ କାମକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଅଭିନେତା ଅନୁଭବ ମହାନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ ।
ସେମାନେ ପରସ୍ପର ଠାରୁ ଅଲଗା ରହିବାକୁ ଚାହୁଁଛନ୍ତି । ଆଉ ଏବେ ସେମାନଙ୍କ ପାରିବାରିକ ବିବାଦକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି । ଆପଣମାନେ ସମସ୍ତେ ତ ଏହି ଖବର ଜାଣିଥିବେ । ଏବେ ଅଭିନେତା ଅନୁଭବ ମହାନ୍ତି ଏବଂ ବର୍ଷାଙ୍କ ପାରିବାରିକ ଜୀବନକୁ ନେଇ କିଛି ଖବର ଆସିଛି । 
Anubhab
ପୁଣି ଥରେ କୋର୍ଟରେ ଦେଖା ସାକ୍ଷାତ ହୋଇଛନ୍ତି ଅଭିନେତା ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ । ସୋମବାର ଦିନ ଉଭୟ ପରିବାର କୋର୍ଟରେ ପହଞ୍ଚିଥିଲେ ।
ଆଉ ସେଠାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଜେରା କରାଯାଇଥିଲା । ପରିବାର ଅଦାଲତରେ ବର୍ଷାଙ୍କୁ ଦେଢ଼ ଘଣ୍ଟା ଜେରା କରାଯାଇଛି । ଅପରାହ୍ନ ୩.୩୦ ସମୟରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଜେରା କରାଯାଇଥିଲା । ଏହି ଜେରା କରିବା ସମୟରେ ସେଠାରେ ଅଭିନେତା ଅନୁଭବ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ ।
ଏହି ମାମଲାର ତ୍ଵରିତ ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆଉ ସେଥିପାଇଁ ପରିବାର କୋର୍ଟରେ ଏହି ମାମଲା ଚାଲିଛି । ଏହି ପାରିବାରିକ ସମସ୍ୟାର ତ୍ଵରିତ ସମାଧାନ ହେବା ପାଇଁ ଅନୁଭବ ମହାନ୍ତି ଏବଂ ତାଙ୍କ ଓକିଲ ହାଇକୋର୍ଟରେ ଜଣାଇଥିଲେ ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ପରିବାର କୋର୍ଟରେ ଏହି ମାମଲାକୁ ନେଇ ନିୟମିତ ବ୍ୟବଧାନରେ ସମାଧାନ କରାଯାଉଛି । କିନ୍ତୁ ସମାଧାନ ବଦଳରେ ତାରିଖ ପରେ ତାରିଖ ଘୁଞ୍ଚି ଚାଲିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅନୁଭବ ମହାନ୍ତି ଏବଂ ତାଙ୍କ ଆଇନଜୀବୀ ।

Advertisement