ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ଦେଶ ଭାରତ ହେଉଛି କଳା ଓ ସଂସ୍କୃତିର ଦେଶ। ଏହି ଦେଶରେ ମଧ୍ୟ କଳାକାର ମାନେ ଭରପୁର ହୋଇ ରହିଛନ୍ତି।
ଆମ ଦେଶର ଲୋକ ମାନେ ମଧ୍ୟ ଆମ ଦେଶର କଳା କୁ ଭଲ ମଧ୍ୟ ପାଆନ୍ତି। ହେଲେ ଗତ କିଛି ଦିନ ହେବ ଆମ ଦେଶର କଳା ଜଗତରୁ ଅନେକ ଦୁଃଖଦ ଖବର ମଧ୍ୟ ଆସି ପହଞ୍ଚିଛି। ଆଉ ଏହାକୁ ନେଇ ଏବେ ସଂପୂର୍ଣ୍ଣ କଳା ଜଗତ ମଧ୍ୟ ଭାଙ୍ଗି ପଡ଼ିଛି

ବର୍ତ୍ତମାନ ସମୟରେ ଅନିଲ କପୁର ଙ୍କ ନେଇ ଏକ ବଡ଼ ଦୁଃଖଦ ଖବର ଆସି ପହଞ୍ଚିଛି। ସେ ନିଜର ଏକ ଘନିଷ୍ଠ ବନ୍ଧୁ ଙ୍କୁ ହରାଇ ବସିଛନ୍ତି। ଆଉ ଏବେ ଏହାକୁ ନେଇ ଚାରିଆଡ଼େ ମଧ୍ୟ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ପୁର୍ବରୁ ଅନିଲ କପୁର ସତୀଶ କୌଶିକ ଙ୍କ ଭଳି ଏକ ଘନିଷ୍ଠ ବନ୍ଧୁ ଙ୍କୁ ହରେଇ ସାରିଛନ୍ତି। ଆଉ ଏବେ ସେହି ତାଲିକାରେ ଆଉ ଜଣଙ୍କ ନାମ ମଧ୍ୟ ସାମିଲ ହୋଇ ଯାଇଛି ଯାହାକୁ ହରାଇବା ପରେ ଅନିଲ କପୁର ସମ୍ପୁର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଛନ୍ତି।

ବର୍ତ୍ତମାନ ଜାଣିବାକୁ ମିଳିଛି ଯେ ଅନିଲ କପୁର ଙ୍କ ଭାଇ ମଧ୍ୟ ଏହି ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କ ଭାଇ ସମ୍ପର୍କରେ ଯିଏ ବି ଏହି ଖବର ଶୁଣୁଛି ସେ ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ୁଛି।
ଆଜ୍ଞା ହଁ ଆପଣ ମାନେ ଜାଣିଥିବେ କି ୨୦୨୦ ମସିହାରେ ରିଶୀ କପୁର ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଥିଲେ।କିଛି ଦିନ ପୂର୍ବରୁ ଏହା ତାଙ୍କର ବାର୍ଷିକୀ ଥିଲା ଏବଂ ସେହି ଅବସରରେ ଅନିଲ କପୁର ରିଶି କପୁରଙ୍କୁ ସ୍ମରଣ କରିଥିଲେ।

ଆଉ ସେ ମଧ୍ଯ ରିଶି କପୁରଙ୍କୁ ସ୍ମରଣ କରି କାନ୍ଦି ବାକୁ ଲାଗିଥିଲେ। ଯାହାକୁ ଦେଖିବା ପରେ ଏବେ ଏହା କୁହା ଯାଉଛି କି ରିଶି କପୁରଙ୍କ ପ୍ରତି ଏବେ ମଧ୍ଯ ଅନିଲ କପୁର ଙ୍କ ମନରେ ସେତେ ମାତ୍ରାରେ ଭଲ ପାଇବା ଅଛି।

ଆଉ ସେ ତାଙ୍କର ଭାଇ ଙ୍କୁ ଆଜି ମଧ୍ୟ ମନେ ପକାଉଛନ୍ତି। ତେବେ ଏହି ଖବର ଶୁଣି ସାରିବା ପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।