Updated: Apr 4, 2024, 12:57 IST

ଅଙ୍ଗନବାଡ଼ି ଦିଦି ଯୁବକ ସହ ଅଶ୍ଳୀଳ କାମ ବେଳେ ଧରାପଡିଲେ..ପ୍ଲିଜ୍ ମୋ ଫଟୋ ଉଠାଅନି ମୋ ଘରେ ଦେଖି ଦେବେ..

Hh

ନମସ୍କାର ପାଠକ ବନ୍ଧୁ।ଦେ-ହ ବେ-ପା-ର କରୁ କରୁ ଧରା ପଡ଼ି ଗଲେ ଜଣେ ଅଙ୍ଗନବାଡ଼ି କର୍ମୀ।ତାଙ୍କର ଏକ ଭିଡିଓ ଏବେ ସବୁଠାରେ ଭାଇରାଲ ହେଉଛି।ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।
ମହିଳା ପୁରୁଷ ମାନେ ନିଜ ମାନ ସମ୍ମାନ କୁ ଭୁଲି ଖରାପ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି। ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।ଏହି ଘଟଣା ଟି ଘଟିଛି ପୁରୀ ଜିଲ୍ଲା ର ଗୋଟିଏ ଗେଷ୍ଟ ହାଉସ ରେ।
Gg
ସୂଚନା ଅନୁସାରେ ଗତ କାଲି ଜଣେ ମହିଳା ଓ ପୁରୁଷ ଙ୍କୁ ପୋଲିସ ଗେଷ୍ଟ ହାଉସ ରୁ ଗିରଫ କରିଛି।ମହିଳା ଜଣକ ଗେଷ୍ଟ ହାଉସ ଭିତରେ ଦେ-ହ ବ୍ୟ-ବ-ସା-ୟ କରୁ ଥିଲେ।ପୋଲିସ ଏ ବିଷୟ ରେ ଜାଣିବା ପରେ ସେଠାକୁ ଯାଇ ଉଭୟ ଙ୍କୁ ଗିରଫ କରି ଥିଲେ।
ମହିଳା ଜଣକ ନିଜକୁ ଜଣେ ଅଙ୍ଗନବାଡ଼ି ସହାୟିକା ବୋଲି ଦର୍ଶାଇ ଥିଲେ।ସେ କହିଥିଲେ କି ମୁଁ କୌଣସି ପ୍ରକାର ଭୁଲ କରି ନାହିଁ।ମୋର ସ୍ଵାମୀ ଙ୍କ ର ଅନେକ ଦିନ ରୁ ମୃ-ତ୍ୟୁ ହୋଇ ଯାଇଚି।
Bh
ମୁଁ ସମ୍ପୂର୍ଣ୍ଣ ରୂପେ ଏକୁଟିଆ ହୋଇ ଯାଇ ଥିଲି।ମୁଁ ଏହି ବ୍ୟକ୍ତି ଙ୍କୁ ମୋର ସ୍ଵାମୀ ରୂପେ ଗ୍ରହଣ କରିଛି।ଆମେ ଦୁହେଁ ଗେଷ୍ଟ ହାଉସ କୁ ଆସି ଥିଲୁ।ମୁଁ ତାଙ୍କୁ ବିବାହ କରିଛି।ଆପଣ ମାନଙ୍କୁ ମୁଁ ଅନୁରୋଧ କରୁଛି ଏପରି ଫଟୋ ଭିଡ଼ିଓ କରନ୍ତୁ ନାହିଁ।
ତାଙ୍କର ଏହି କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ଜଣେ ଅଙ୍ଗନବାଡ଼ି କର୍ମୀ ଙ୍କ ଏଭଳି କାର୍ଯ୍ୟ କୁ ସମସ୍ତେ ନାପସନ୍ଦ କରିଛନ୍ତି।ଏହା ପରେ ତାଙ୍କ ସାଙ୍ଗ ରେ ଥିବା ବ୍ୟକ୍ତି ଜଣକ କହି ଥିଲେ କି ମୁଁ ତାଙ୍କୁ ବିବାହ କରିଛି।
ପୁରୀ କୋର୍ଟ ଆମେ ବିବାହ କରିଛୁ।ପୋଲିସ ଏହି ଦୁଇ ଜଣକ ବ୍ୟାଗ୍ ଚେକ୍ କରି ଥିଲା।ଏହା ପରେ ଉଭୟ ଙ୍କୁ ନେଇ ଥାନା କୁ ଯାଇ ଥିଲେ।ତେବେ ଦେଖିବାକୁ ବାକି ରହିଲା ପୋଲିସ ଏ ନେଇ କିଭଳି ତଦନ୍ତ ଆରମ୍ଭ କରିଛି।

Advertisement