Updated: Aug 12, 2023, 17:13 IST

ଶେଷ ରେ ଅମିତାଭ ଙ୍କ ପ୍ରେମ ରେ ପାଗଳ ହେଇ ହାତ ଶିରା କାଟି ଦେଇଥିଲେ ଏହି ହିରୋଇନ୍ ! କାନ୍ଦି କାନ୍ଦି କହିଥିଲେ ମୁଁ ତୁମ ବିନା ବଞ୍ଚିବାକୁ ଚାହେଁନି

Viral news

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ଅମିତାଭ ବଚ୍ଚନ ଙ୍କୁ କିଏ ବା ନ ଜାଣେ।ସେ ବଲିଉଡ ର ଜଣେ ଆଗ ଧାଡ଼ି ର ଅଭିନେତା।ଆଜି ମଧ୍ୟ ଏହି ଅଭିନେତା ଫିଲ୍ମ ରେ ଅଭିନୟ କରୁଛନ୍ତି।
Viral
ଲୋକ ମାନେ ତାଙ୍କ ଅଭିନୟ କୁ ବହୁତ ପସନ୍ଦ କରନ୍ତି।ଦିନ ଥିଲା ଯେତେବେଳେ ଅମିତାଭ ବଚ୍ଚନ ବହୁତ ଗରିବ ଥିଲେ।ଖାଇବାକୁ ପାଉ ନ ଥିଲେ।ଏହା ପରେ ସେ ବଲିଉଡ ରେ ପ୍ରବେଶ କଲେ।ଫିଲ୍ମ ଶୋଲେ ତାଙ୍କୁ ଅପାର ସଫଳତା ଦେଇଥିଲା।ଆଜି ଆମେ ଆପଣ ମାନଙ୍କୁ ସେହି ଫିଲ୍ମ ସୋଲେ ବିଷୟ ରେ କିଛି କହିବାକୁ ଚାହୁଁଚୁ।
ଫିଲ୍ମ ଶୋଲେ ର ଅଭିନୟ କରି ଥିବା ବେଳେ ଅମିତାଭ ବଚ୍ଚନ ଜଣେ ଅଭିନେତ୍ରୀ ଙ୍କୁ ମା ବନେଇ ଦେଇଥିଲେ।ଏହାର ପ୍ରଭାବ ସିଧାସଳଖ ସେହି ଫିଲ୍ମ ଉପରେ ପଡ଼ି ଥିଲା।ଅନେକ ଅସୁବିଧା ହୋଇ ଥିଲା ଫିଲ୍ମ କରିବାକୁ।
ଲୋକ ମାନେ ତାଙ୍କୁ ସେ ସମୟ ରେ ଅନେକ କଥା କହିଥିଲେ।ହେଲେ ଏହା ପରେ ବି ସେ ସମୟ ରେ ଶୋଲେ ଏକ ନମ୍ବର ଫିଲ୍ମ ଭାବେ ପରିଚିତ ହେଲା।ଆଜି ଏହି କଥା କୁ ଅମିତାଭ ବଚ୍ଚନ କହିଲେ ହସି ପକାନ୍ତି।ଯାହାକୁ ସେ ମା ବନେଇ ଥିଲେ ସେ ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଅମିତାଭ ବଚ୍ଚନ ଙ୍କ ନିଜ ପତ୍ନୀ ଜୟା ବଚ୍ଚନ।
Viral
ଫିଲ୍ମ ଆରମ୍ଭ ହେବା ପୂର୍ବରୁ ଅମିତାଭ ବଚ୍ଚନ ଓ ଜୟା ବଚ୍ଚନ ଙ୍କ ବିବାହ ହୋଇ ସାରିଥିଲା।ସେମାନେ ବହୁତ ହସ ଖୁସୀ ରେ ଜୀବନ ବିତାଉ ଥିଲେ।ବିବାହ ପୂର୍ବ ରୁ ସେମାନେ ଦୁହେଁ ଶୋଲେ ଫିଲ୍ମ ପାଇଁ ଅନୁମତି ଦେଇ ଦେଇ ଥିଲେ।
ବିବାହ ର କିଛି ଦିନ ପରେ ଜୟା ବଚ୍ଚନ ମା ହେବାକୁ ଯାଉଥିଲେ।ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଗଲେ।ସୁଟିଂ ସେତେବେଳେ ଅଧା ହୋଇ ସାରିଥିଲା।ଏହା ପରେ ସେ ମା ହେବାକୁ ଯାଇଥିଲେ।ଯେଉଁଥିପାଇଁ ତାଙ୍କୁ ଫିଲ୍ମ ରେ ଅଭିନୟ କରିବା ପାଇଁ ଅନେକ ସମସ୍ୟା ହୋଇ ଥିଲା।
Viral news
ଏହାପରେ ବି ସେ ହାର ମାନି ନ ଥିଲେ।ଫିଲ୍ମ କୁ ସେ ସମ୍ପୂର୍ଣ୍ଣ ରୂପେ ଶେଷ କଲେ।ଏହା ପରେ ସେ ଏକ କନ୍ୟା ସନ୍ତାନ କୁ ଜନ୍ମ ଦେଲେ।ଶ୍ୱତା ବଚ୍ଚନ ହେବା ପରେ ତାଙ୍କ ଜୀବନ ରେ ଯେପରି ସବୁ କିଛି ମିଳି ସାରିଥିଲା।ଆଜି ମଧ୍ୟ ଅମିତାଭ ବଚ୍ଚନ ଏହି କଥା କୁ ମନେ ପକାଉ ଛନ୍ତି।ତାଙ୍କ ବଡ ଝିଅ ହେଲା ବେଳେ ତାଙ୍କୁ ଅନେକ ସମସ୍ୟା ର ସମ୍ମୁଖୀନ ହେବାକୁ ପଡ଼ି ଥିଲା।

Advertisement