Dec 19, 2023, 16:17 IST

ଆଳୁ ବସ୍ତା ଭିତରୁ ବାହାରିଲା ଯୁବତୀଙ୍କ ମୁଣ୍ଡ ଦୋକାନୀ ଦେଖି ହେଇଗଲା ଛାନିଆ ଦେଖନ୍ତୁ ଏହି ଦୃଶ୍ୟ - Exclusive

Special Report

ନମସ୍କାର ପାଠକ ବନ୍ଧୁ। ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଛନ୍ତି।ଯାହାକୁ ପ୍ରେମ କରୁଛନ୍ତି ଶେଷ ରେ ତାଙ୍କୁ ହିଁ ମାରି ଦେଉଛନ୍ତି।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ର ଜମୁନାନଗର ଥାନା ଅଞ୍ଚଳ ରେ।
Special Report
ସେଠାରେ ଏଭଳି କିଛି ଘଟଣା ଘଟିଛି ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ଆଳୁ ବସ୍ତା ଭିତରୁ ବାହାରିଛି ଯୁବତୀ ଙ୍କ ମୃ-ତ ଦେହ।କେହି ଭାବି ନ ଥିଲେ ଆଳୁ ବସ୍ତା ଭିତରେ ଏଭଳି କିଛି ଥିବ ବୋଲି।
ସୂଚନା ଅନୁସାରେ ସେଠାରେ କିଛି ଲୋକ ରାସ୍ତା ମଝିରେ ଥିଲେ।ସେମାନଙ୍କ ନଜର ହଟାତ ଗୋଟିଏ ବସ୍ତା ଉପରେ ପଡ଼ି ଥିଲା।ଏହା ପରେ ସେ ବସ୍ତା କୁ ଦେଖି ସମସ୍ତ ଙ୍କ ର ସନ୍ଦେହ ହୋଇ ଥିଲା।
Special Report
ଏହି ବସ୍ତା ଉପରେ ଏକ ପାଞ୍ଚ ଶହ ଟଙ୍କା ର ନୋଟ ଟି ଏ ଥିଲା।ଯେତେବେଳେ ସେହି ବସ୍ତା କୁ ଖୋଲା ଯାଇଥିଲା।ସେଥିରେ ଯୁବତୀ ଙ୍କ ମୃ-ତ ଦେହ ଉଲଗ୍ନ ଅବସ୍ଥା ରେ ଥିଲା।ତାଙ୍କ ମୁଣ୍ଡ କୁ କାଟି ଦିଆ ଯାଇଥିଲା।
ପରେ ସି ସି ଟିଭି କ୍ୟାମେରା ରୁ ସବୁ ଖବର ମିଳି ଥିଲା।ଜଣେ ଯୁବକ ସେହି ଯୁବତୀ ଙ୍କୁ ହତ୍ୟା କରି ବସ୍ତା ରେ ପୁରାଇ ଦେଇଥିଲେ।ସେହି ଯୁବକ ଜଣକ ହେଉଛନ୍ତି ଯୁବତୀ ଙ୍କ ପ୍ରେମିକ।
Special Report
ସେ ପ୍ରଥମେ ବସ୍ତା ଟି କୁ ମୁଣ୍ଡ ରେ ପକାଇ ଆଣିଥିଲେ।ସେ ତାହାକୁ ଠିକ୍ ସେ ଧରି ପାରୁ ନ ଥିଲେ।ଏହାକୁ ଆଣି ରାସ୍ତା କଡ଼ ରେ ଥିବା ଗୋଟିଏ ଡ୍ରେନ ପାଖରେ ପକାଇ ଦେଇଥିଲେ।ଏହା ଉପରେ ଗୋଟିଏ ପାଞ୍ଚ ଶହ ଟଙ୍କା ରଖି ଦେଇଥିଲେ।
Special Report
କିଛି ସମୟ ପରେ ଏଠାରେ ଥିବା ଲୋକ ମାନେ ଏହାକୁ ଉଦ୍ଧାର କରିଥିଲେ।ସେଥିରେ ଜଣେ ଯୁବତୀ ଙ୍କ ମୃ-ତ ଦେହ ଦେଖିବାକୁ ମିଳିଥିଲା।ଯୁବତୀ ଙ୍କ ର ମୁଣ୍ଡ କୁ କାଟି ଦିଆ ଯାଇଥିଲା।ଏହା ପରେ ଲୋକ ମାନେ ପୋଲିସ କୁ ଖବର ଦେଇଥିଲେ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିଥିଲା।ଯୁବକ ଙ୍କୁ ଗିରଫ କରିଛି।ଓ ଘଟଣା ର ତଦନ୍ତ ଆରମ୍ଭ କରିଛି।ଏ ଯାଏଁ ମହିଳା ଙ୍କ ପରିଚୟ ଜଣା ପଡି ନାହିଁ।କୁହା ଯାଉଛି ଯେ ସେହି ମହିଳା ଜଣକ ଯୁବକ ଙ୍କ ପ୍ରେମିକ ଥିଲେ।

Advertisement