Updated: Aug 14, 2023, 09:51 IST

ଫିଲ୍ମ ରେ ଶିବ ଙ୍କ ଭୂମିକା ଅଭିନୟ କରି ଅଭିନେତ୍ରୀ ଙ୍କୁ ଠୁ ଚାପୁଡ଼ା ଖାଇଲେ ଅକ୍ଷୟ

Akhya

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଗତ ଶୁକ୍ରବାର ଦିନ ବଲିଉଡ ର ଦୁଇଟି ଫିଲ୍ମ ରିଲିଜ ହୋଇ ଥିଲା।ଗୋଟିଏ ସନୀ ଦେବାଲ ଙ୍କ ଅଭିନିତ ଗଦ୍ଦର ୨ ହୋଇ ଥିବା ବେଳେ ଅନ୍ୟ ଟି ଅକ୍ଷୟ କୁମାର ଙ୍କ ଅଭିନୀତ ଓ ମାଇ ଗଡ ୨ ।
Viral
ହେଲେ ଓ ମାଇ ଗଡ୍ ଫିଲ୍ମ ଟି ବକ୍ସ ଅଫିସ ରେ ସେତେ ଭଲ ବ୍ୟବସାୟ କରି ପାରି ନାହିଁ।କହିବାକୁ ଗଲେ ଅକ୍ଷୟ କୁମାର ଙ୍କ ପାଇଁ ୨୦୨୩ ମସିହା ଭଲ ନାହିଁ।ସେ ଯେଉଁ ବି କାମ ରେ ହାତ ଦେଉଛନ୍ତି ତାହା ଖରାପ ହୋଇ ଯାଉଚି।ଏଥିପାଇଁ ସେ ଏବେ ବହୁତ ଚିନ୍ତା ରେ ଅଛନ୍ତି।
ସୂଚନା ଅନୁସାରେ ଏହି ଓ ମାଇ ଗଡ୍ ଫିଲ୍ମ ରେ ସେ ଶିବ ଭୂମିକା ରେ ଅଭିନୟ କରିଛନ୍ତି।ହେଲେ ଏହି ଭୂମିକା କୁ ତାଙ୍କ ପ୍ରଶଂସକ ମାନେ ପସନ୍ଦ କରି ନାହାନ୍ତି।ସେମାନେ କେବେ ବି ଭାବି ନ ଥିଲେ ଅକ୍ଷୟ କୁମାର ଏଭଳି ଗୋଟିଏ ଅଭିନୟ କରିବେ।ତାଙ୍କ ପ୍ରଶଂସକ ମାନେ ତାଙ୍କୁ ସୋସିଆଲ ମିଡିଆରେ ଅନେକ କଥା କହି ନିନ୍ଦା କରିଛନ୍ତି।
Akhya
ଏଥିପାଇଁ ଅକ୍ଷୟ କୁମାର ବହୁତ ଚିନ୍ତା ରେ ଅଛନ୍ତି।ଲୋକ ଙ୍କ ଏଭଳି ମତ କୁ ସେ ନିନ୍ଦା କରିଛନ୍ତି।ଏହା ପୂର୍ବ ରୁ ଅକ୍ଷୟ କୁମାର ବଲିଉଡ କୁ ଅନେକ ହିଟ୍ ହିଟ୍ ଫିଲ୍ମ ଦେଇଛନ୍ତି।ତାଙ୍କ ଫିଲ୍ମ ଗୁଡ଼ିକ ରୁ ଅନେକ କଥା ଶିଖିବାର ଥାଏ।
କିନ୍ତୁ ସେ ଏବେ ଯେଉଁ ଫିଲ୍ମ ରେ ଅଭିନୟ କରିଛନ୍ତି ସେଥିପାଇଁ ତାଙ୍କୁ ଅନେକ ମହଲ ରୁ ନିନ୍ଦା କରା ଯାଇଛି। ରାଷ୍ଟ୍ରୀୟ ହିନ୍ଦୁ ମୋର୍ଚ୍ଚା ଏହାକୁ ଖୁବ୍ ବିରୋଧ କରିଛି।ସେମାନେ କହିଛନ୍ତି କି ଅକ୍ଷୟ କୁମାର ଙ୍କୁ ଏଭଳି ଭୂମିକା ପାଇଁ ମାରିବା ଉଚିତ।
ସେ ଏଭଳି ଫିଲ୍ମ କାହିଁକି କରୁଥିଲେ ଯାହା ଲୋକ ଙ୍କୁ ଦୁଃଖ ଦେବ। ଏବଂ ଆଉ ମଧ୍ୟ କହିଛନ୍ତି କି ସେ ରାସ୍ତା ରେ ଯାଇଥିବା ଯଦି କୌଣସି ଲୋକ ତାଙ୍କୁ ଚାପୁଡ଼ା ମାରି ଚାଲି ଯାଏ।ତେବେ ଆମେ ବହୁତ ଖୁସି ହେବୁ। ଏବଂ ଯିଏ ଏହି ଚାପୁଡ଼ା ମାରି ଥିବ ତାଙ୍କ ପାଇଁ କିଛି ପୁରସ୍କାର ସ୍ୱରୂପ କିଛି ଟଙ୍କା ଦିଆ ଯିବ।
Mahadev
କାଳେ ଲୋକେ ଟଙ୍କା ଲୋଭ ରେ ଏଭଳି କରିବେ ସେଥିପାଇଁ ଅକ୍ଷୟ କୁମାର ଏବେ ରାସ୍ତା ରେ ସାବଧାନ ହୋଇ ରହୁଛନ୍ତି।ଏଥିପାଇଁ ଅକ୍ଷୟ କୁମାର ଙ୍କ ଚିନ୍ତା ଏବେ ବଢି ଯାଇଚି।ସେଥିପାଇଁ କୁହା ଯାଉଚି ଏହି ବର୍ଷ ତାଙ୍କ ପାଇଁ ଅନେକ ଦୁଃଖ ଆଣି ଦେଇଛି।

Advertisement