Jan 17, 2024, 12:28 IST

ଆକାଶ ରେ କାହିଁକି ଏତେ ବାଦଲ କହି ରାଗିଗଲେ ଯାତ୍ରୀ ଆଉ ସମସ୍ତ ଙ୍କ ଆଗରେ ପାଇଲଟ କୁ ସେକି ଦେଇଗଲେ

Special Report

ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର ପାଇଲଟ କୁ ଚାପୁଡ଼ା ମାଇଲେ ଯାତ୍ରୀ।ଅତ୍ୟଧିକ ରାଗି ଯାଇ ପାଇଲଟ ଙ୍କୁ ମାରିଛନ୍ତି ଜଣେ ଯାତ୍ରୀ।ଯାହାକି ବର୍ତ୍ତମାନ ସମୟ ରେ ଏକ ବଡ ଖବର ସାମ୍ନା କୁ ଆସିଛି।ଏବେ ଯାତ୍ରୀ ଜଣ କ ଗିରଫ ହୋଇ ଜେଲ ରେ ଅଛନ୍ତି।
Special Report
ଘନ କୁହୁଡି ପାଇଁ ଉଡାଜାହାଜ ଟି ବହୁତ ଡେରି ରେ ଚାଲିବ ବୋଲି ସୂଚନା ଦିଆ ଯାଇଥିଲା।ଏହାକୁ ନେଇ ଯାତ୍ରୀ ଜଣକ ଖୁବ୍ ରାଗି ଯାଇଥିଲେ।ନିଜ କୁ ସମ୍ଭାଳି ନ ପାରି ଶେଷ ରେ ଏପରି କାଣ୍ଡ ଘଟାଇ ଛନ୍ତି ଯାତ୍ରୀ।ଯାହାକୁ ନେଇ ଏକ ବଡ ଖବର ଶୁଣା ଯାଉଛି।
ସୂଚନା ଅନୁସାରେ ଗତ କାଲି ଦିଲ୍ଲୀ ରୁ ଗୋଆ ଯାଉଥିବା ଫ୍ଲାଇଟ ଟି ପାଖାପାଖି ୧୩ ଘଣ୍ଟା ବିଳମ୍ବ ଥିଲା।ଘନ କୁହୁଡି ଥିବାରୁ ପାଇଲଟ କୁ ଚଳାଇବାକୁ ଅସୁବିଧା ହେଉଥିଲା।ଏହା ପରେ ସେ ଧିର ବେଗ ରେ ଉଡାଜାହାଜ ଟି ନେଇ ଥିଲା।ହେଲେ ହଟାତ ଯାତ୍ରୀ ଜଣକ ରାଗି ଯାଇଥିଲେ।
ସେ ନିଜ ରାଗ କୁ ଶାନ୍ତ କରି ପାରି ନ ଥିଲେ।ଯାହା ଫଳ ରେ ସେ ରାଗି ଯାଇ ପାଇଲଟ କୁ ଚାପୁଡ଼ା ମାରିଥିଲେ।ଅନ୍ୟ ଯାତ୍ରୀ ମାନେ ସେଠାରେ ତାଙ୍କୁ ବୁଝା ସୁଝା କରି ପରିସ୍ଥିତି କୁ ସମ୍ଭାଳି ନେଇ ଥିଲେ।ହେଲେ ଏଭଳି ଦୃଶ୍ୟ କୁ ସମସ୍ତେ ଖୁବ୍ ନିନ୍ଦା କରିଛନ୍ତି।
Special Report
ଏଭଳି ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀ ରୁ ଗୋଆ ଯାଉଥିବା ଇଣ୍ଡିଗୋ ଫାଇଟ ରେ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଶୀତ ଦିନେ ଦିଲ୍ଲୀ ରେ ଗୋଟିଏ ପ୍ରକାର ସ୍ମଗ ସୃଷ୍ଟି ହୋଇ ଥାଏ।ଏଥିରେ ଉଡାଜାହାଜ ଚଳାଇବା ସହଜ ନୁହେଁ।
ଏହି ସମୟର ପାଇଲଟ ଜଣକ ପଛରୁ କହୁଥିଲେ କି ପ୍ଲେନ୍ ଟି ବର୍ତ୍ତମାନ ସମୟ ରେ ଚଳାଇବା ସମ୍ଭବ ନୁହେଁ ଆହୁରି ଅନେକ ସମୟ ଲାଗି ପାରେ। ହଟାତ ଏହି ସମୟ ରେ ପଛ ରୁ ଜଣେ ଯାତ୍ରୀ ଆସି ତାଙ୍କୁ ଧରି ପକାଇ ଥିଲେ।ତାଙ୍କୁ ଚାପୁଡ଼ା ମାରି ଥିଲେ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
ଆପଣ ମାନେ ସମସ୍ତେ ଜାଣି ଥିବେ ପ୍ଲେନ ରେ ଯିବା ବେଳେ କିଛି ନିୟମ ରହି ଥାଏ।ଏହି ନିୟମ ମାନିବାକୁ ସମସ୍ତ ପାଇଲଟ ବାଧ୍ୟ।ଆଗରୁ ଏହି ପାଇଲଟ ମାନେ ଠିକ୍ ସେ ଶୋଇ ଥିବା ଦରକାର।
ତାଙ୍କୁ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଦରକାର।ହେଲେ ଜଣେ ଯାତ୍ରୀ ଙ୍କ ର ଏଭଳି କରିବା କେବେ ବି ଠିକ୍ ନୁହେଁ।ଯାହାକୁ ନେଇ ଏବେ ଶୁଣିବାକୁ ମିଳୁଛି।

Advertisement