ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବଲିଉଡ ର ପ୍ରସିଦ୍ଧ ଅଭିନେତା ଅଜୟ ଦେବଗନ୍ ଙ୍କୁ ଜାଣି ଥିବେ।ତାଙ୍କ ଫିଲ୍ମ ଗୁଡ଼ିକ ଦର୍ଶକ ମାନଙ୍କୁ ବହୁତ ଭଲ ଲାଗେ।ସେ ଅନେକ ବର୍ଷ ହେଲାଣି ବଲିଉଡ ରେ ରହି ଆସିଛନ୍ତି।ବଲିଉଡ ର ଅଜୟ ଦେବଗନ୍ ହେଉଛନ୍ତି ପ୍ରଥମ ଯିଏ କି କେବେ ହେଲେ ନିଶା ଦ୍ରବ୍ୟ ସେବନ କରି ନାହାନ୍ତି।
ସେ ସବୁବେଳେ ଶାନ୍ତ ସରଳ ରହିଥାନ୍ତି।କିନ୍ତୁ ତାଙ୍କ ଝିଅ ହେଉଛନ୍ତି ସମ୍ପୂର୍ଣ୍ଣ ବିପରୀତ।ଆପଣ ମାନେ ସମସ୍ତେ ତାଙ୍କ ଝିଅ ନ୍ୟାଶା ଦେବଗନ୍ ଙ୍କ ବିଷୟ ରେ ଜାଣି ଥିବେ।ସେ ବଲିଉଡ ରେ ଅଭିନୟ କରି ନ ଥିଲେ ବି ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି।
ଆଜି ନ୍ୟାସା ଦେବଗନ ଙ୍କୁ ନେଇ ସୋସିଆଲ ମିଡ଼ିଆ ରେ ବହୁତ କିଛି ଆଲୋଚନା କରା ଯାଉଛି।ତାଙ୍କ ପିତା ଅଜୟ ଦେବଗନ୍ ଓ ମା କାଜୋଲ୍ ଯେଉଁ କାମ କେବେ କରି ନ ଥିଲେ।ସେ କାମ ତାଙ୍କ ଝିଅ ଏବେ କରୁଛନ୍ତି।
ଏହି କିଛି ଦିନ ତଳେ ନ୍ୟାଷା ଏକ କ୍ଲବ୍ ରେ ଦେଖା ଯାଇଥିଲେ।ସେଠାରେ ସେ ବହୁତ ରାତି ଯାଏଁ ସମୟ ବିତାଇ ଥିଲେ।ନିଜ ପୁରୁଷ ବନ୍ଧୁ ମାନଙ୍କ ସହିତ ସମୟ ବିତାଇ ଥିଲେ ସେ।ଯେତେବେଳେ ସେ ବାହାରକୁ ଆସି ନିଜ କାର ପାଖକୁ ଯାଇଥିଲେ ସେତେବେଳେ ଗଣ ମାଧ୍ୟମ ତାଙ୍କ ସହିତ କଥା ହେବା ପାଇଁ ଚେଷ୍ଟା କରିଥିଲେ।
ହେଲେ ସେ କୌଣସି ପ୍ରକାର କଥା ହୋଇ ନ ଥିଲେ।ଠିକ୍ ସେ ଚାଲି ପାରୁ ନ ଥିଲେ ସେ।ଏଥିରୁ ସମସ୍ତେ ଜାଣି ବାକୁ ପାଇଲେ କି ନ୍ୟାଶା ଅତ୍ୟଧିକ ନିଶା ସେବନ କରୁଛନ୍ତି।ଏହା କୁ ଦେଖି ପ୍ରଶଂସକ ମାନେ କାଜୋଲ ଓ ପିତା ଅଜୟ ଙ୍କୁ ସମସ୍ତେ ଦୋଷ ଦେଇଛନ୍ତି।କୁହା ଯାଉଚି କି କାଜୋଲ ତାଙ୍କ ପିଲା ମାନଙ୍କୁ ଭଲ ଶିକ୍ଷା ଦେଇ ପାରିଲେ ନାହିଁ।
ଯେଉଁଥି ପାଇଁ ନ୍ୟାଶା ଏତେ ମାତ୍ରା ରେ ବିଗିଡି ଯାଇଛନ୍ତି।ଏବେ ଠୁ ଅଜୟ ଦେବଗନ୍ ତାଙ୍କୁ ଡରେଇବା ଉଚିତ।ଯାହା ଦ୍ୱାରା ସେ ଠିକ୍ ରାସ୍ତା କୁ ଆସି ପାରିବେ।
ସୂଚନା ଅନୁସାରେ ଅଜୟ ଦେବଗନ୍ ଙ୍କ ଝିଅ ନ୍ୟାଶା ଦେବଗନ୍ ଏ ଯାଏଁ ବଲିଉଡ ରେ ପ୍ରବେଶ କରି ନାହାନ୍ତି।ହେଲେ ସବୁବେଳେ ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରା ଯାଇ ଥାଏ। କାଜୋଲ ଙ୍କ ଝିଅ ଭାବରେ ତାଙ୍କ ବିଷୟ ରେ ସବୁବେଳେ କୁହା ଯାଇଥାଏ।