Updated: Aug 13, 2023, 19:06 IST

ଅଭିଷେକ ବଚ୍ଚନ ଙ୍କ ଝିଅ ଟପିଗଲା ସବୁ ସୀମା, ଅଧା ଲଙ୍ଗଳା ଫଟୋ ଦେଇ କହିଲା ମୁଁ ବି ହିରୋଇନ୍ ହେବି

Viral news

ନମସ୍କାର ପାଠକ ବନ୍ଧୁ।ଆପଣମାନେ ଅଭିଷେକ ବଚ୍ଚନ ଓ ତାଙ୍କ ପତ୍ନୀ ଐଶଯ୍ୟା ରାୟ ଙ୍କୁ ପ୍ରାୟ ସମସ୍ତେ ଜାଣି ଥିବେ।ବର୍ତ୍ତମାନ ସମୟ ରେ ଚର୍ଚ୍ଚିତ ଯୋଡି।ସେମାନେ ଅନେକ ବର୍ଷ ଧରି ବିବାହ କରି ସାରିଲେଣି।ବିବାହ ପରେ ଏମାନେ ପରସ୍ପର କୁ ବହୁତ ଭଲ ପାଉ ଛନ୍ତି।
Abhisekh
ଏବେ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି।ଏ ଦୁହେଁ ବଲିଉଡ କୁ ଅନେକ ହିଟ୍ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି।ତାଙ୍କ ଫିଲ୍ମ।ଗୁଡ଼ିକ ଲୋକ ଙ୍କୁ ବହୁତ ପସନ୍ଦ ଆସେ। ଐଶଯ୍ୟା ରାୟ ବିଶ୍ଵ ସୁନ୍ଦରୀ ହେବା ପରେ ତାଙ୍କ ନିକଟ କୁ ଅନେକ ଫିଲ୍ମ ରେ ଅଭିନୟ କରିବା ପାଇଁ ଅଫର ଆସି ଥିଲା।ଏହା ପର ଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।
ଆଜି ଆମେ ଅଭିଷେକ ବଚ୍ଚନ ଙ୍କ ବିଷୟ ରେ କଥା ହେବାକୁ ଯାଉଚୁ।ବିବାହ ପୂର୍ବ ରୁ ଅଭିଷେକ ବଚ୍ଚନ ଙ୍କ ର ଅନେକ ଝିଅ ଙ୍କ ସହିତ ସମ୍ପର୍କ ରହି ଥିଲା।ସେମାନଙ୍କୁ ଅଭିଷେକ ବିବାହ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।
Abhi ayish
ହେଲେ କୌଣସି କାରଣ ପାଇଁ ସେମାନେ ଅଭିଷେକ ଙ୍କ ଠାରୁ ଦୂରେଇ ଗଲେ।ଏହା ପରେ ଅଭିଷେକ ଙ୍କ ର ଐଶଯ୍ୟା ରାୟ ଙ୍କ ସହିତ ବିବାହ ହୋଇ ଥିଲା।ଅଭିଷେକ ଙ୍କ ର ଯେଉଁ ଅଭିନେତ୍ରୀ ମାନଙ୍କ ସହିତ ସମ୍ପର୍କ ରହିଥିଲା ସେମାନେ ତାଙ୍କ ଠାରୁ କାହିଁକି ଦୂରେଇ ଗଲେ ଆସନ୍ତୁ ଜାଣିବା।
ପ୍ରଥମେ ଆସୁ ଛନ୍ତି କରିଶ୍ମା କପୁର।ଯିଏ କି ୯୦ ଦଶକ ରେ ବଲିଉଡ ର ଜଣେ ଆଗ ଧାଡ଼ି ର ଅଭିନେତ୍ରୀ ଥିଲେ।ଖୁବ୍ ପ୍ରଶଂସା ସେ ଅର୍ଜନ କରିଥିଲେ।କରିଷ୍ମା କପୁର ଙ୍କୁ ଅଭିଷେକ ଙ୍କ ମା ଜୟା ବଚ୍ଚନ ପସନ୍ଦ କରିଥିଲେ।
ତାଙ୍କୁ ତାଙ୍କ ପୁଅ ସହିତ ବିବାହ କରାଇବା ପାଇଁ ଜୟା ବଚ୍ଚନ ଇଚ୍ଛା କରିଥିଲେ।ହେଲେ ଏହା ସମ୍ଭବ ହୋଇ ପାରି ନ ଥିଲା।କରୁଷ୍ମା ଙ୍କ ଅନ୍ୟ ଜଣେ ପୁରୁଷ ଙ୍କ ସହିତ ସମ୍ପର୍କ ରହିଥିଲା।ଯେଉଁଥିପାଇଁ ଜୟା ବଚ୍ଚନ କରିସ୍ମା ଙ୍କ ସହିତ ବିବାହ କୁ ନେଇ ଆଗକୁ ବଢ଼ିଲେ ନାହିଁ।
ଏହା ପରେ ଆସୁଛନ୍ତି ରାନୀ ମୁଖାର୍ଜୀ।ସେ ମଧ୍ୟ ଜଣେ ଭଲ ଅଭିନେତ୍ରୀ।ଅଭିଷେକ ବଚ୍ଚନ ରାଣୀ ମୁଖାର୍ଜୀ ଙ୍କୁ ବହୁତ ଭଲ ପାଉଥିଲେ।ତାଙ୍କୁ ବିବାହ କରିବା ପାଇଁ ଅନେକ ସ୍ବପ୍ନ ଦେଖି ଥିଲେ କିନ୍ତୁ ଏହା ସମ୍ଭବ ହେଲା ନାହିଁ।
Abhisekh
ରାନୀ ସେ ସମୟ ରେ ଅମିତାଭ ବଚ୍ଚନ ଙ୍କ ସହିତ ଏକ ଫିଲ୍ମ କରୁଥିଲେ।ସେଥିରେ ସେ ଅମିତାଭ ବଚ୍ଚନ ଙ୍କ ସହିତ ଏକ କିସ୍ ସିନ କରିଥିଲେ।ଯେଉଁଥିପାଇଁ ଅଭିଷେକ ଆଉ ଇଚ୍ଛା କରି ନ ଥିଲେ ରାଣୀ ଙ୍କୁ ବିବାହ କରିବା ପାଇଁ।

Advertisement