Updated: Mar 5, 2024, 22:05 IST

ଆଗାମୀ ଦିନରେ ଆସିବ ଭୟଙ୍କର ଦୁର୍ଭିକ୍ଷ !! ଏବେଠୁ ମିଳିଲା ସଚେତନ ବାର୍ତ୍ତା ଦେଖନ୍ତୁ କଣ ହେବ ଆଗକୁ

VIRAl

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ମାଳିକା ବଚନ କେବେ ନ ହୁଏ ଆନ । ମାଳିକାରେ ଲେଖା ହୋଇଥିବା କଥା ସବୁବେଳେ ସତ ହୋଇଥାଏ ।
ମାଳିକାରେ ଲେଖା ହୋଇଛି କି ଆଗକୁ ଖାଦ୍ୟ ମିଳିବ ନାହିଁ । ଆଗକୁ ଦୁର୍ଭିକ୍ଷ ପଡ଼ିବ ବୋଲି ମାଳିକାରେ ଲେଖା ହୋଇଛି । ଖାଇବାକୁ ମିଳିବ ନାହିଁ । ଏଭଳି ଅନେକ କଥା ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । 
Viral
ମାଳିକା ବିଷୟରେ ଜାଣିଥିବା ବିଶେଷଜ୍ଞ ଏହି ବିଷୟରେ କହିଛନ୍ତି । ଆଗକୁ ଏକ ବଡ ଭୟଙ୍କର ଦୁର୍ଭିକ୍ଷ ପଡ଼ିବ । ଲୋକମାନେ ଅନେକ ହଇରାଣ ଆଉ ଅସୁବିଧା ଭୋଗ କରିବେ ।
ଏହି କାରଣରୁ ଆପଣମାନେ ଆଜି ଠାରୁ ସତର୍କ ରୁହନ୍ତୁ । ଭବିଷ୍ୟତ ଭଲରେ ରହିବ ବୋଲି ଆପଣମାନେ ଚିନ୍ତା କରି କାମ କରନ୍ତୁ । ଅନେକ ସୂଚନା ଆସୁଛି ଏହି ବିଷୟରେ । ଖାଦ୍ୟ ଦୁଇବର୍ଷ ପାଇଁ ରଖନ୍ତୁ ବୋଲି ମାଳିକା ବିଶେଷଜ୍ଞ କହିଛନ୍ତି ।
ଦୁଇ ବର୍ଷ ପାଇଁ ଦିଆସିଲି ଏବଂ ଅନ୍ୟାନ୍ୟ ସବୁ ଜିନିଷ ରଖନ୍ତୁ ବୋଲି ସେ କହିଛନ୍ତି । ଏହି ବିଷୟରେ ଜାଣିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଲୋକମାନଙ୍କ ମନରେ କଥା ଆସିବ କି କିଏ କାହାକୁ ସାହାଯ୍ୟ କରିବ ।
Viral
ଲୋକମାନେ ଯିଏ ଯାହାକୁ ସାହାଯ୍ୟ କରିବ ସେ ସାହାଯ୍ୟ ପାଇବ । ୨୧ ଦିନ ପର୍ଯ୍ୟନ୍ତ ପାଣି ପିଇବାକୁ ମିଳିବ ନାହିଁ ବୋଲି ସେ କହିଛନ୍ତି । ଅନେକ ସାଧୁ ସନ୍ଥ ଅଛନ୍ତି ଯେଉଁମାନେ ଅନେକ କିଛି କଥା ଜାଣିଛନ୍ତି । ଅନେକ ଔଷଧ ଗଛ ମଧ୍ୟ ଲଗାଇଛନ୍ତି ।
ଏବେ ଠାରୁ ଆପଣମାନେ ବୁଝି ସୁଝି କାମ କରନ୍ତୁ ନହେଲେ ଆଗକୁ ହଇରାଣ ହୋଇଯିବେ । ଦୁଇବର୍ଷ ପାଇଁ ଲୋକମାନେ ଖାଇବା ପାଇଁ ରଖି ଦିଅନ୍ତୁ ନହେଲେ ଦୂର୍ଭିକ୍ଷ ପଡ଼ିବ ।
ଯଦି ଆପଣ ମାଳିକାକୁ ବିଶ୍ବାସ କରୁଛନ୍ତି ତାହେଲେ ଆପଣ ଏହି କଥା ସବୁ ଶୁଣନ୍ତୁ । ପ୍ରଭୁଙ୍କ ଦୟା ଥିଲେ ଆପଣମାନେ ବଞ୍ଚିଯିବେ । ମାଳିକାରେ ଲେଖା ହୋଇଥିବା କଥା ସତ ହେଉଛି । ଦୁର୍ଭିକ୍ଷ ପଡ଼ିବାକୁ ଯାଉଛି ସେଥିପାଇଁ ଚାଉଳ ବିକ୍ରି କରିବା ବନ୍ଦ କରନ୍ତୁ । ଆଉ ଅନେକ କିଛି କଥା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।

Advertisement