Mar 28, 2024, 04:25 IST

ସ୍ବାମୀ ର ମୃ-ତ୍ୟୁ ପରେ ହେଲା ବଡ଼ ହଂଗାମା..ସ୍ବାମୀ ର ଶ-ବ ନେବାକୁ ଦୁଇ ସ୍ତ୍ରୀ ମଧ୍ୟ ରେ ମହାଭାରତ..

Gy

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ସ୍ବାମୀ ଙ୍କ ଶ-ବ ପଡ଼ିଛି, ଦାବିଦାର ଦୁଇ ଜଣ ସ୍ତ୍ରୀ।ମୃ-ତ-ଦେ-ହ ଦେବାକୁ ଦୁଇ ପକ୍ଷ ଙ୍କ ମଧ୍ୟରେ ଟଣାଓଟରା ହେଉଥିବାର ଦେଖିବାକୁ ମିଳିଛି।
ଏସିବି ମେଡିକାଲ ରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ପୋଲିସ କନେଷ୍ଟବଳ ଙ୍କ ମୃ-ତ ଶରୀର ନେବା ପାଇଁ ବିବାଦ।ଗୋଟେ ପଟେ ମା ଓ ଦ୍ୱିତୀୟ ସ୍ତ୍ରୀ ଅନ୍ୟପଟେ ପ୍ରଥମ ସ୍ତ୍ରୀ ଓ ତାଙ୍କ ଛୁଆ।ମୃ-ତ-ଦେ-ହ ନେବା ପାଇଁ ଟଣାଓଟରା ଦୁଇ ଜଣ ସ୍ତ୍ରୀ।
Hh
ଦୁଇ ପକ୍ଷ ଙ୍କ ମଧ୍ୟରେ ଚାଲିଛି ଜୋରଦାର ଝଗଡ଼ା।ଗୋଟିଏ ପଟେ ନିଜ ପୁଅ କୁ ଧରି ପ୍ରଥମ ସ୍ତ୍ରୀ ଅନ୍ୟପଟେ ମୃ-ତ-କ ଙ୍କ ମା ଙ୍କ ସହିତ ଦ୍ୱିତୀୟ ସ୍ତ୍ରୀ।କଟକ ଏସିଶି ମେଡିକାଲ ର ଶ-ବ ବ୍ୟବଚ୍ଛେଦ ଗୃହ ନିକଟ ରେ ଏଭଳି ଦୃଶ୍ୟ ସ୍ଥାନୀୟ ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା।
ଜଣେ ପୋଲିସ କନଷ୍ଟେବଳ ଙ୍କ ମୃ-ତ ଶରୀର ନେବାପାଇଁ ତାଙ୍କ ମା ଓ ପ୍ରଥମ ସ୍ତ୍ରୀ ଙ୍କ ମଧ୍ୟରେ ବିବାଦ ହେବା ଘଟଣା ସତେ ଯେମିତି ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ପାଲଟିଛି।
Hh
ସୂଚନା ଅନୁସାରେ ଏକ ଦୁର୍ଘଟଣା ରେ ଆହତ ହୋଇ ଫୁଲ ନଖରା ଟ୍ରାଫିକ ଥାନା ର କନଷ୍ଟେବଳ ଅଭୟ ବେହେରା ଙ୍କ ର ଚିକିତ୍ସା ଚାଲିଥିଲା। ଗତ ରାତି ରେ ଏସିବୀ ମେଡିକାଲ ରେ ତାଙ୍କର ମୃ-ତ୍ୟୁ ଘଟିଥିଲା।
ତେବେ ଆଜି ସକାଳୁ ତାଙ୍କର ପ୍ରଥମ ସ୍ତ୍ରୀ ନିଜ ପୁଅକୁ ଧରି ମେଡ଼ିକାଲ ରେ ପହଞ୍ଚି ଥିଲେ।ଏବଂ ମୃ-ତ-ଦେ-ହ ନେବାକୁ ଜିଦ୍ ଧରି ବସିଥିଲେ।କିନ୍ତୁ ମୃ-ତ ଅଭୟ ବେହେରା ଙ୍କ ମା ଏବଂ ଦ୍ୱିତୀୟ ସ୍ତ୍ରୀ ଏହାକୁ ବିରୋଧ କରିଥିଲେ।
କାରଣ ପ୍ରଥମ ସ୍ତ୍ରୀ ଙ୍କ ସହିତ ଅଭୟଙ୍କ ଛାଡ଼ପତ୍ର ମାମଲା କୋର୍ଟ ରେ ବିଚାରଧୀନ ରହିଛି। ଗତ ୭ ବର୍ଷ ହେଲା ଦେଖା ନଥିବା ବେଳେ ଆଜି କାହିଁକି ହଠାତ୍ ମୃ-ତ-ଦେ-ହ ନେବାକୁ ଆସିଛ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

Advertisement