Updated: Mar 10, 2024, 11:37 IST

ଜାଗର ରେ ଶିବ ମନ୍ଦିର ବୁଲେଇ ନେବି କହି...ଶାଳୀ କୁ ଧରି ଫେରାର ହୋଇଗଲା ଭିଣେଇ...

Hh

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।ଜଣେ ମହିଳା ବିବାହିତ ହୋଇ ମଧ୍ୟ ଏପରି କାମ କରିଛନ୍ତି ଯାହାକି ବର୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ସ୍ବାମୀ ଥାଉ ଥାଉ ଭିଣେଇ ଙ୍କ ସହିତ ଫେରାର ହୋଇ ଯାଇଥିଲେ ଶାଳୀ।ଆଉ ଏପଟେ ମହିଳା ଙ୍କ ସ୍ବାମୀ ଭାବିଥିଲେ ଯେ ତାଙ୍କ ସ୍ତ୍ରୀ ଙ୍କୁ ଜୀବନ ରୁ କିଏ ମାରି ଦେଇଛନ୍ତି।
Hh
କିନ୍ତୁ ଦୀର୍ଘ ଛଅ ବର୍ଷ ପରେ ସେହି ସ୍ତ୍ରୀ ଘରକୁ ଫେରିଥିଲେ।ଯାହାକୁ ଦେଖି ସ୍ବାମୀ ଓ ଘର ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ମହିଳା ଜଣଙ୍କ ସ୍ବାମୀ ଆଉ ଛୁଆ ଥାଉ ଥାଉ ଭିଣେଇ ସହିତ ଲୁଚି ଲୁଚି ପ୍ରେମ କରୁଥିଲେ।
ଆଉ ସେହି ପ୍ରେମ ପାଇଁ ନିଜ ସ୍ବାମୀ ,ଛୁଆ ଓ ପରିବାର ଲୋକଙ୍କୁ ଛାଡି ଭିଣେଇ ସହିତ ଫେରାର ହୋଇ ଯାଇଥିଲା ମହିଳା।ସୂଚନା ଅନୁସାରେ ଖୁଶୁବ୍ ନାମକ ଏହି ମହିଳା ଜଣଙ୍କ ଘର ଲୋକଙ୍କ ଇଚ୍ଛା ରେ ଜଣେ ଯୁବକ ଙ୍କୁ ବିବାହ କରିଥିଲେ।
ହେଲେ ସେ ନିଜ ସ୍ବାମୀ ଙ୍କୁ ପ୍ରେମ ନ କରି ନିଜ ସମ୍ପର୍କୀୟ ଭିଣେଇ ଙ୍କୁ ଭଲ ପାଉଥିଲେ।ଆଉ ଭିଣେଇ ମଧ୍ୟ ଖୁଶୁବ୍ ଙ୍କୁ ଭଲ ପାଇ ନିଜ ସ୍ତ୍ରୀ ଛୁଆ ଙ୍କୁ ଆଡ ଆଖିରେ ଚାହୁଁ ନଥିଲେ।ହେଲେ ହଠାତ୍ ଦୁଇ ଜଣ ଚିନ୍ତା କରିଲେ ଯେ ସେ ସବୁ ଦିନ ପାଇଁ ଏକାଠି ହୋଇଯିବେ।
Hh
ସେଥିପାଇଁ ଏହି ପ୍ରେମିକ ଭିଣେଇ ଖୁଶୁବ୍ ଙ୍କୁ ନିଜର ସ୍ବାମୀ ଙ୍କୁ ଛାଡି ଚାଲି ଆସିବାକୁ କହିଥିଲେ।ଆଉ ପ୍ରେମ ନିଶା ରେ ଭିଣେଇ କଥା ଶୁଣି ଖୁଶୁବ୍ ନିଜ ପରିବାର,ସ୍ବାମୀ ଏବଂ ଛୁଆ କୁ ଛାଡି ଦେଇ ଭିଣେଇ ଘର କୁ ଚାଲି ଆସିଥିଲେ।
ସେଠାରେ ଭଉଣୀ ଭିଣେଇ ସହତ ରହି ପ୍ରେମ କରୁଥିଲେ ଦୁଇ ଜଣ।ଆଉ ତାର କିଛି ଦିନ ପରେ ଦୁହିଁଙ୍କର ଛୁଆ ମଧ୍ୟ ହୋଇଥିଲା। ସବୁଠୁ ଆଶ୍ଚର୍ଯ୍ୟ କରି ଦେବା ଭଳି କଥା ହେଉଛି ଯେ ଭିଣେଇ ଘର ଭିତରେ ରହି ଦୁଇଟି ସ୍ତ୍ରୀ ଙ୍କ ସହିତ ପ୍ରେମ କରୁଥିଲେ।
କେହି ତାଙ୍କୁ କିଛି କହୁ ନଥିଲେ।ଏମିତି ଦୀର୍ଘ ଛଅ ବର୍ଷ ବିତିବା ପରେ ଖୁଶୁବ୍ ହଠାତ୍ ନିଜ ପରିବାର ଲୋକଙ୍କୁ ସମ୍ପର୍କ କରିବା ପରେ ଘର ଲୋକ ଖୁଶୁବ୍ ବଞ୍ଚିଛି ବୋଲି ଜାଣିବାକୁ ପାଇଥିଲେ।ଏହାପରେ ଘର ଲୋକଙ୍କ ସହିତ ଖୁଶୁବ୍ ପ୍ରଥମ ସ୍ବାମୀ ଙ୍କ ପାଖକୁ ଯିବା ପରେ ସମୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା।ଏହି ଘଟଣା ଟି ବିହାର ରେ ଘଟିଥିବାର ଜଣାପଡିଛି।

Advertisement