Mar 25, 2024, 11:52 IST

ଅଞ୍ଜନ ର ଦେହାନ୍ତ ପରେ କାନ୍ଦୁଚି ପ୍ରେମିକା...ମୁଁ ଏବେ କାହା ଭରସା ରେ ବଞ୍ଚିବି..

Bb

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅଞ୍ଜନ ମରିଗଲେ ଆଉ ଏପଟେ ମୁଣ୍ଡ ପିଟି କାନ୍ଦୁଛି ପ୍ରେମିକା।ସୂଚନା ଅନୁସାରେ ଅଞ୍ଜନ ଜଣେ ଝିଅ କୁ ଭଲ ପାଉଥିଲେ।ଆଉ କୁଆଡେ କିଛି ଦିନ ପରେ ଅଞ୍ଜନ ସେହି ଝିଅ କୁ ବିବାହ କରିଥାନ୍ତେ।
କିନ୍ତୁ ପିଙ୍କୁ ଆଉ ନିହାରିକା ମିଶି ଅଞ୍ଜନ ଙ୍କୁ ହାଣି ପକାଇଲେ।ଆଉ ଅଞ୍ଜନ ମରିଗଲା ପରେ ତାର ପ୍ରେମିକା ର ଅବସ୍ଥା ବହୁତ ଖରାପ ହୋଇଯାଇଛି।ସୁନ୍ଦର ଚେହେରା ଆଉ ହ୍ୟାଣ୍ଡସମ ପୁଅ ଥିଲେ ଅଞ୍ଜନ।ନିଜ ଜୀବନ ରେ ନିଜେ ବଞ୍ଚି ଥିଲେ।
Gg
ସାଙ୍ଗ ସାଥି ପରିବାର,ଅଞ୍ଜନ ନିଜ ପ୍ରେମିକା ଙ୍କୁ ନେଇ ନିଜ ଜୀବନରେ ରାଜା ଥିଲା।ବର୍ତମାନ ଶୁଣିବାକୁ ମିଳୁଛି ଯେ ଅଞ୍ଜନ ଆଉ କିଛି ଦିନ ପରେ ନିଜ ପ୍ରେମିକା ଙ୍କୁ ବିବାହ କରିଥାନ୍ତେ।କିନ୍ତୁ ଦିନେ ନିଜ ସାଙ୍ଗ ପାଇଁ ଜୀବନ ଦେବେ ବୋଲି ଶପଥ କରିଥିବା ଅଞ୍ଜନ ଆଜି ସତରେ ନିଜ ସାଙ୍ଗ ପାଇଁ ଜୀବନ ଦେଇ ଦେଇଛି।
ପରିବାର ଲୋକଙ୍କ କହିବା ଅନୁସାରେ ଅଞ୍ଜନ ଜଣେ ଝିଅଙ୍କୁ ପ୍ରେମ କରୁଥିଲେ।ଆଉ ଝିଅ ଘର ଲୋକ ମଧ୍ୟ ଅଞ୍ଜନ ଙ୍କୁ ଜ୍ବାଇଁ କରିବାକୁ ରାଜି ହୋଇ ଯାଇଥିଲେ।ସକାଳୁ ସକାଳୁ ଅଞ୍ଜନ ପ୍ରେମିକା ସହିତ କଥା ହେଇଥିଲେ।
Bb
ଦିନ ସାରା ଦୁହେଁ ଫୋନ ରେ କଥା ହୋଇଥିଲେ।ଦେଖା ମଧ୍ୟ କରିଥିଲେ।କିନ୍ତୁ ରାତି ରେ ଅଞ୍ଜନ ଙ୍କ ସହିତ ଏମିତି ଘଟିଯିବ ବୋଲି ପ୍ରେମିକା ମଧ୍ୟ ଜାଣି ନଥିଲେ।ପ୍ରେମିକା ଶୁଣି ଥିଲେ ଅଞ୍ଜନ ଙ୍କ ସାଙ୍ଗ ଗୌତମ କୁ ନେଇ କିଛି ସମସ୍ୟା ଚାଲିଛି।
ଆଉ ଅଞ୍ଜନ ମଧ୍ୟ ତାଙ୍କ ପ୍ରେମିକା କୁ କହିଥିଲେ ଯେ ସେ ଗୌତମ ଙ୍କ ସାଥ ଦେବେ।ସେମାନଙ୍କ ଠାରୁ ସେ ଉଦ୍ଧାର ମଧ୍ୟ କରିବେ।ସାଙ୍ଗ ଗୌତମ ଙ୍କ ସାଥ ଦେବାକୁ କହି ଆଜି ଅଞ୍ଜନ ଦୁନିଆ ଛାଡ଼ି ଚାଲିଗଲେ।
ନିହାରିକା ଙ୍କ ଫୋନ କଲ୍ ରେ ଗୌତମ ଅଞ୍ଜନ ଙ୍କୁ ଧରି ତାଙ୍କୁ ଦେଖା କରିବା ପାଇଁ ଆସିଥିଲେ।ସେଠାରେ ଝଗଡ଼ା କରି ପିଙ୍କୁ ନିହାରିକା ଙ୍କ କଥା ଶୁଣି ଖଣ୍ଡା ରେ ଅଞ୍ଜନ ଙ୍କୁ ହାଣି ଦେଇଥିଲେ।

Advertisement