Nov 4, 2023, 19:23 IST

ଗର୍ଭବତୀଙ୍କ ସହ ରାତି ଅଧରେ ଡ୍ରାଇଭର କରିଦେଲେ ଏମିତି କାମ ସମସ୍ତେ କରୁଛନ୍ତି ଘୋର ନିନ୍ଦା ଦେଖନ୍ତୁ କଣ କରିଦେଲେ ଡ୍ରାଇଭର

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଏବେ ଲୋକ ଙ୍କ ମଧ୍ୟରେ ମାନବିକତା କମି ଯାଉଛି।ନିଜ ସ୍ବାର୍ଥ ପାଇଁ ସେମାନେ ଯେ କୌଣସି କାମ କରି ଦେଉଛନ୍ତି।
Special report
ଆମେ ଆଜି ଆପଣ ମାନଙ୍କୁ ସେଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।ଏହି ଘଟଣା ଟି ଘଟିଛି ମୟୂରଭଞ୍ଜ ଜିଲ୍ଲାର ବାରିପଦା ଅଞ୍ଚଳ ରେ।ଏଠାରେ ଜଣେ ମହିଳା ଗ-ର୍ଭ-ବ-ତୀ ଥିଲେ।ତାଙ୍କ ପ୍ରସୃତି ବେଦନା ଆରମ୍ଭ ହୋଇ ଯାଇଥିଲା।
ହେଲେ ଆମ୍ବୁଲାନ୍ସ କର୍ମଚାରୀ ନିଜ ଅମାନବିକତା ପାଇଁ ଜଣେ ମହିଳା ଙ୍କୁ ଅଧା ରାସ୍ତା ରେ ଛାଡି ଦେଇ ଚାଲି ଯାଇଛନ୍ତି।ଏଭଳି କିଛି ଅଭିଯୋଗ ହୋଇଛି ବାରିପଦା ଥାନା ର।ସେଠାରେ ଜଣେ ଗ-ର୍ଭ-ବ-ତୀ ମହିଳା ଙ୍କୁ ଆଶା ଦିଦି ମେଡିକାଲ ନେଇ କରି ଯାଉଥିଲେ।
Special report
ସାଙ୍ଗ ରେ ମହିଳା ଙ୍କ ସ୍ଵାମୀ ଓ ପରିବାର ଲୋକେ ଥିଲେ।ମହିଳା ଙ୍କ କଷ୍ଟ ବଢିବାରେ ଲାଗି ଥିଲା।ହେଲେ ସେ କଷ୍ଟ କୁ ଦେଖି ପାରି ନ ଥିଲେ ଆମ୍ୱୁଲାନ୍ସ ଡ୍ରାଇଭର।ସେ ମହିଳା ଙ୍କ ସ୍ଵାମୀ ଙ୍କୁ ଟଙ୍କା ମାଗି ଥିଲେ।
ସେ ନ ଦେବାରୁ ତାଙ୍କୁ ଗାଡ଼ି ରୁ ଓହ୍ଲାଇ ଦେଇ ଥିଲେ।ସେ ବାଧ୍ୟ ହୋଇ ଏକ ଅଟୋ ଭଡ଼ା ନେଇ ମେଡିକାଲ ଯାଇଥିଲେ।ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି।ଆଶା ଦିଦି ଙ୍କ ସହିତ ଡ୍ରାଇଭର ଜଣକ ଖରାପ ବ୍ୟବହାର ଦେଖାଇ ଥିଲେ।
Special report
ଏହା ପରେ ଆଶା ଦିଦି ଡ୍ରାଇଭର ଙ୍କ ନାମ ରେ ଥାନା ରେ ଅଭିଯୋଗ କରିଥିଲେ।ପୋଲିସ ବାବୁ ମାନେ ଏହି ଘଟଣା କୁ ଏବେ ଗୁରୁତର ସହିତ ନେଇଛନ୍ତି।ସେ ଘଟଣା ର ତଦନ୍ତ କରିବା ଆରମ୍ଭ କରି ଦେଇଛନ୍ତି।
ଏବେ ଡ୍ରାଇଭର ଙ୍କୁ ଥାନା ଡକାଇ ପଚରା ଉଚରା କରା ଯାଉ ଅଛି।ନିଜ ସ୍ବାର୍ଥ ପାଇ ସେ ଜଣେ ମହିଳା ଙ୍କ ପ୍ରତି ଏଭଳି ବ୍ୟବହାର କରିଥିଲେ।ଯାହାକୁ ନେଇ ଅନେକ କଥା ଶୁଣିବାକୁ ମିଳୁଚି।ମେଡିକାଲ ର ବରିଷ୍ଠ ଅଧିକାରୀ ମାନେ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।

Advertisement