Updated: Sep 4, 2023, 09:55 IST

ଶେଷରେ ଅଭିନେତ୍ରୀଙ୍କୁ ଛାଡିଲେନି ମ-ଦ୍ୟ-ପା-ନ କରି କରିଦେଲେ ବ-ଳାତ୍କା-ର ଦେଖନ୍ତୁ ଆସିଲା ସାଙ୍ଘାତିକ ଅଭିଯୋଗ

Viral l

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ପ୍ରତି ଟି କ୍ଷେତ୍ର ରେ ଖରାପ କାମ କରା ଯାଉଛି।ଆଜି ଆମେ ଆପଣ ମାନଙ୍କୁ ସେହିଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।
ଜଣେ ମହିଳା ଙ୍କୁ ତାଙ୍କ ପୁରୁଷ ବନ୍ଧୁ ବାରମ୍ବାର ଦୁ-ଷ୍କ-ର୍ମ କରିଛନ୍ତି।ସେହି ମହିଳା ଜଣକ ଜଣେ ଅଭିନେତ୍ରୀ ଅଟନ୍ତି।ବର୍ତ୍ତମାନ ସମୟ ରେ ଅନେକ ଅଭିନେତ୍ରୀ ମାନଙ୍କ ସହିତ ଏପରି ଘଟୁଛି।ଆପଣ ମାନେ ସବୁଦିନ ଖବର କାଗଜ ରେ ଏ ସବୁ ବିଷୟ ରେ ପଢୁଥିବେ।
Viral
ନିକଟ ରେ ଜଣେ ଭୋଜପୁରୀ ଅଭିନେତ୍ରୀ ପ୍ରିୟଙ୍କା ଥାନା ର ଦ୍ବାରସ୍ଥ ହୋଇ ଥିଲେ।ତାଙ୍କ ଅଭିଯୋଗ ଥିଲା କି ତାଙ୍କୁ ତାଙ୍କ ପୁରୁଷ ବନ୍ଧୁ ଦୁ-ଷ୍କ-ର୍ମ କରିଛନ୍ତି।ପୁନେ ନାମକ ଜଣେ ବ୍ୟକ୍ତି ଙ୍କୁ ସେ ଅନେକ ଦିନ ହେଲାଣି ପ୍ରେମ କରି ଆସୁଥିଲେ।ସେମାନଙ୍କ ଭିତରେ ଭଲ ସମ୍ପର୍କ ଥିଲା।
ପ୍ରିୟଙ୍କା ଙ୍କ ଭଉଣୀ ର ମୃ-ତ୍ୟୁ ପରେ ସେମାନଙ୍କ ସଂପର୍କ ଆହୁରି ନିବିଡ଼ ହେବାକୁ ଲାଗିଲା।ଉଭୟ ପରସ୍ପର ନିକଟତର ହେଲେ।ପୁନେ ତାଙ୍କ ଘର କୁ ଆସିବାକୁ ଲାଗିଲେ। ଦିନେ ହଟାତ ମଦ ପିଇ ତାଙ୍କ ରୁମ୍ ରେ ପ୍ରବେଶ କଲେ।
Viral
ଘରେ କେହି ନ ଥିବା ର ସୁଯୋଗ ନେଇ ସେ ପ୍ରିୟଙ୍କା ଙ୍କ ସହିତ ଜୋର୍ ଜବରଦସ୍ତି କଲେ।ଶେଷ ରେ ତାଙ୍କୁ ମଦ ନିଶା ରେ ବ-ଳ-ତ୍କା-ର କଲେ।ଏମିତି ନ କରିବା ପାଇଁ ପ୍ରିୟଙ୍କା ବହୁତ ନେହୁରା ହେଲେ।
କିନ୍ତୁ ପୁରୁଷ ବନ୍ଧୁ ଶୁଣି ନ ଥିଲେ।ସେ କହିଥିଲେ କି ସେ ନିଶ୍ଚିତ ରୂପେ ପ୍ରିୟଙ୍କା ଙ୍କୁ ବିବାହ କରିବେ।କିନ୍ତୁ ଏହା ହୋଇ ନ ଥିଲା।ପରେ ସେ ମନା କଲେ ବିବାହ କରିବା ପାଇଁ।ଏହା ପରେ ପ୍ରିୟଙ୍କା ଏ କଥା କାହାକୁ କହି ପାରୁ ନଥିଲେ।
ଶେଷ ରେ ନିଷ୍ପତି ନେଲେ କି ସେ ଥାନା ରେ ତାଙ୍କ ପୁରୁଷ ବନ୍ଧୁ ଙ୍କ ବିରୋଧ ରେ ଅଭିଯୋଗ କରିଲେ। ଏବଂ ତାଙ୍କୁ ନ୍ୟାୟ ମିଳିବ ବୋଲି ସେ ଆଶା ରଖିଛନ୍ତି।ସେ ହେଉଛନ୍ତି ଭୋଜପୁରୀ ଫିଲ୍ମ ର ଜଣେ ଆଗ ଧାଡ଼ି ର ଅଭିନେତ୍ରୀ।ତାଙ୍କ ଅଭିନୟକୁ ଲୋକ ମାନେ ଖୁବ୍ ପସନ୍ଦ କରନ୍ତି।ହେଲେ ଏମିତି ଏକ ସମସ୍ୟା ରେ ସେ ଫସି ଯାଇଛନ୍ତି।ଆଶା କରା ଯାଇଛି ଯେ ତାଙ୍କୁ ଖୁବ୍ ଶୀଘ୍ର ନ୍ୟାୟ ମିଳିବ।

Advertisement