Updated: Apr 24, 2024, 09:09 IST

ରଣବୀର କପୁର ଙ୍କ ଝିଅ ଭଳିଆ ଅବିକଳ ଝିଅ ଦେଖି..ରାଗରେ ଆଲିଆ ଙ୍କ ଉପରେ ନିଆଁ ହେଇଗଲେ ରଣବୀର କପୁର

Bb

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଆଲିଆ ଭଟ୍ଟ ଓ ତାଙ୍କ ସ୍ଵାମୀ ରଣବୀର କପୁର ଙ୍କୁ ଭଲ ଭାବେ ଜାଣି ଥିବେ।ସେମାନେ ବଲିଉଡ ର ଜଣେ ଜଣେ ଜଣା ଅଭିନେତା ଓ ଅଭିନେତ୍ରୀ।
ସେ ନିଜ ଦର୍ଶକ ମାନଙ୍କୁ ଖୁସି କରିବା ଅନେକ ଭଲ ଫିଲ୍ମ ଭେଟି ଦେଇଛନ୍ତି।ଆଜି ଆମେ ସେହି ଆଲିଆ ଭଟ୍ଟ ଓ ରଣବୀର କପୁର ଙ୍କ ବିଷୟ ରେ କହିବାକୁ ଯାଉଛୁ।ଯାହାକୁ ନେଇ ସୋସିଆଲ ମିଡ଼ିଆ ରେ ଅନେକ ଚର୍ଚ୍ଚା କରା ଯାଉଛି।ତେବେ ଆପଣ ମାନେ ତାଙ୍କ ଝିଅ ରାହା ଙ୍କୁ ଜାଣି ଥିବେ।
Bh
ଯିଏ କି ଦେଖିବାକୁ ଖୁବ୍ ସୁନ୍ଦର।ଏହି କିଛି ଦିନ ତଳେ ଆଲିଆ ଓ ରଣବୀର ନିଜ ଝିଅ ର ମୁହଁ କୁ ସମସ୍ତଙ୍କୁ ଦେଖାଇ ଥିଲେ।ଯାହାକୁ ଦେଖି ତାଙ୍କ ପ୍ରଶଂସକ ମାନେ ବହୁତ ଖୁସି ଥିଲେ।
ରାହା କପୁର ଙ୍କ ସୁନ୍ଦର ମୁହଁ କୁ ଦେଖି ସମସ୍ତେ ବହୁତ କିଛି କହିଥିଲେ।କେହି କେହି ତାଙ୍କୁ ରଣବୀର ଙ୍କ ବାପା ରିଶି କପୁର ଙ୍କ ଭଳି ଦେଖା ଯାଉଛନ୍ତି ବୋଲି କହିଥିଲେ।ତେବେ ଏହି କଥା କୁ ନେଇ ସୋସିଆଲ ମିଡ଼ିଆ ରେ ଅନେକ ଖବର ପ୍ରକାଶ ପାଇ ଥିଲା।
ତେବେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆରେ ଅନ୍ୟ ଗୋଟିଏ ଫଟୋ ଖୁବ୍ ଭାଇରାଲ ହେଉଛି।ତେବେ ଏହି ପିଲା ଟି ରାହା କପୁର ଠାରୁ ଦେଖିବାକୁ ଆହୁରି ସୁନ୍ଦର୍।ତେବେ ପ୍ରଥମେ ଏହି ଫଟୋ କୁ ଯେଉଁ ମାନେ ଦେଖିଲେ ତାଙ୍କୁ ଚିହ୍ନି ପାରି ନ ଥିଲେ।
ରାହା ଙ୍କ ଭଳି ଦେଖା ଯାଉଥିବା ଏହି ଝିଅ ଟି ଅନ୍ୟ କେହି ନୁହନ୍ତି ସେ ହେଉଛନ୍ତି ନିଜେ ଆଲିଆ ଭଟ୍ଟ।ଯାହାର ପିଲା ଦିନ ର ଫଟୋ କୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଯେଉଁଥିରେ ସେ ରାହା ଙ୍କ ଭଳି ଦେଖା ଯାଉଛନ୍ତି।
Bb
ଏହି ଫଟୋ ଟି କୁ ପ୍ରଥମେ ଯେଉଁ ମାନେ ଦେଖି ଥିଲେ ବିଶ୍ଵାସ କରି ପାରି ନ ଥିଲେ କି ସେ ଆଲିଆ ଭଟ୍ଟ।ସେ ଆଗରୁ ଯେପରି ସୁନ୍ଦର ଥିଲେ।ଏବେ ମଧ୍ୟ ସେତିକି ସୁନ୍ଦର୍ ଅଛନ୍ତି।ତେବେ ରାହା କପୁର ମଧ୍ୟ ଦେଖିବାକୁ ଖୁବ୍ ସୁନ୍ଦର।ସମସ୍ତେ ତାଙ୍କୁ ଦେଖିବା ପାଇଁ ଚାହିଁ ରହି ଥାଆନ୍ତି।

Advertisement