Jan 19, 2024, 10:18 IST

ସାରଙ୍କୁ ମାରି ରକ୍ତାକ୍ତ କରିଦେଲେ ଅଭିଭାବକ ଦେଖନ୍ତୁ ଉଠିଲା ଭୟଙ୍କର ନିଆଁ

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ଅଞ୍ଚଳର ଖବର ପାଇପାରିବେ । ଆଜିକାଲି ଦୁନିଆରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ଠିକ୍ କେଉଁଟା ଭୁଲ କେଉଁଟା ଜାଣି ପାରନ୍ତି ନାହିଁ ।
ଶିକ୍ଷକ ବିନା କୌଣସି ବି ପିଲା ଭଲ ମଣିଷ ହୋଇ ନଥାଏ । ଶିକ୍ଷକ ଆଦର କରିଥାନ୍ତି । ଆଉ ଏହାସହ ପିଲାମାନଙ୍କର ଭୁଲ ଦେଖିଲେ ତାଙ୍କୁ ଗାଳି କରିବା ସହ ମାଡ ମଧ୍ୟ ମାରିଥାନ୍ତି । ଏବେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ।
Viral
ଏଭଳି କିଛି ଶିକ୍ଷକ ଅଛନ୍ତି ଯେଉଁମାନଙ୍କର ସ୍ନେହ ଭରା ପାଠପଢ଼ାରେ ପିଲାମାନେ ଉନ୍ନତି କରିଥାନ୍ତି । ସେହିଭଳି ଶିକ୍ଷକଙ୍କ ଉପରେ ଯଦି କେହି ଦୋଷ ଦେଇଥାନ୍ତି ତାହେଲେ ଏନେଇ ଛାତ୍ରଛାତ୍ରୀମାନେ ପ୍ରତିବାଦ ମଧ୍ୟ କରିଥାନ୍ତି ।
ଯାହାର ପ୍ରମାଣ ଦେଖିବାକୁ ମିଳିଛି ବାହାନଗା ବ୍ଲକ୍ ପୋଡ଼ାପଡ଼ା ପଞ୍ଚାୟତ ସାରସତିଆ ଗ୍ରାମରେ ଥିବା ଦେବେନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ । ବିଦ୍ୟାଳୟର ଜଣେ ଛାତ୍ରଙ୍କୁ ଅଟକ କରିବାରୁ ଜଣେ ଆଦର୍ଶ ଶିକ୍ଷକଙ୍କ ସହିତ ଏଭଳି କରିଥିଲେ ଅଭିଭାବକ ।
Viral
ଅଭିଭାବକ ଜଣକ ଯାହା କରିଥିଲେ ତାହା ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ସେହି ଛାତ୍ର ଜଣଙ୍କର ଅଭିଭାବକ ଶିକ୍ଷକଙ୍କୁ ମାଡ ମାରି ରକ୍ତାକ୍ତ କରି ଦେଇଛନ୍ତି । ଏବେ ସ୍କୁଲର ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଛନ୍ତି ।
ସ୍କୁଲର ଛାତ୍ରଛାତ୍ରୀମାନେ ଏବେ ଧାରଣାରେ ବସିଛନ୍ତି । ଏଭଳି ପରିସ୍ଥିତି ଏବେ ସାମ୍ନାକୁ ଆସିଛି ଯେ ସାରଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ପିଲାମାନେ ଏଭଳି ଧାରଣାରେ ବସିଥିବେ । ଯଦି ଶିକ୍ଷକଙ୍କୁ ସେହି ଅଭିଭାବକ ଜଣକ କ୍ଷମା ନ ମାଗନ୍ତି ତାହେଲେ ପିଲାମାନେ ଆଉ ସ୍କୁଲ୍ ଯିବେ ନାହିଁ ।
ଏହି ଅଭିଭାବକ ଜଣକ ହେଉଛନ୍ତି ଆନନ୍ଦ କୁମାର ବେହେରା । ଶିକ୍ଷକଙ୍କ ନାମ ହେଉଛି ପ୍ରଦୀପ୍ତ ଶଙ୍କର ମହାନ୍ତି । ବିଦ୍ୟାଳୟରେ ଜଣେ ଆଦର୍ଶ ଶିକ୍ଷକଙ୍କୁ କିଛି ନ ବୁଝି ମାଡ ମାରିବା ସତରେ ବହୁତ ଖରାପ ଅଟେ ।
ଏବେ ସ୍କୁଲର ଛାତ୍ରଛାତ୍ରୀଙ୍କ ଅଭିଭାବକ ଏବଂ ସ୍କୁଲର ଅନ୍ୟ ଶିକ୍ଷକ ଆଉ ପ୍ରଧାନ ଶିକ୍ଷକ ଏକ ସଭା କରିଥିଲେ । ଆଉ ଏହି ସଭାକୁ ମାଡ ମାରିଥିବା ଅଭିଭାବକ ଜଣକ ଆସି ନଥିଲେ । ଆଉ ଏହି ଘଟଣାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ହେବା ସହିତ ଅନେକ କଥା ସାମ୍ନାକୁ ଆସୁଛି । ଏହି ଘଟଣା ଥାନାରେ ସମାଧାନ ନ କରାଯାଇ ଗାଁରେ କରାଯିବ ବୋଲି ଗ୍ରାମବାସୀ କହିଛନ୍ତି ।

Advertisement