Apr 20, 2024, 09:36 IST

ବସ ଭିତରେ ଯୁବତୀ ର ପେଟ ରେ ହାତ ମା-ରି-ଦେଲା ଯୁବକ.. ଦେଖିଦେଲେ ଲୋକେ ଆଉ ହେଇଗଲା ବଡ଼ ହଂଗାମା..

Hh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ଝିଅ ମାନେ କେଉଁଠାରେ ବି ସୁରକ୍ଷିତ ନୁହନ୍ତି।ବସ୍ ଭିତରେ ଝିଅ ମାନଙ୍କ ସହିତ ଏପରି କିଛି କରା ଯାଉଚି ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।
ଏହାର ଏକ ଭିଡିଓ ପାଖରେ ବସି ଥିବା ଯୁବକ ଜଣକ କରିଥିଲେ।ଯାହାକି ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ତେବେ ଏହି ଘଟଣା ଟି କେଉଁ ଠାରେ ଘଟିଛି ତାହା ଏ ଯାଏଁ ଜଣା ପଡି ନାହିଁ।
Bh
ସୂଚନା ଅନୁସାରେ ଜଣେ କଲେଜ୍ ପଢୁଆ ଝିଅ ଟି ବସ୍ ରେ କଲେଜ୍ ରୁ ଫେରୁ ଥିଲା।ବସ୍ ବହୁତ ଭିଡ ଥିବାରୁ ଝିଅ ଟି ସେଥିରେ ଠିଆ ହୋଇ ଆସୁ ଥିଲା।ହେଲେ ଦୁଇ ଜଣ ଯୁବକ ସେହି ବସ୍ ରେ ତାଙ୍କୁ ପ୍ରାୟ ସବୁଦିନ ହଇରାଣ କରୁ ଥିଲେ।
ତାଙ୍କ ଚୁଟି ରେ ହାତ ମାରିଥିଲେ।ତାଙ୍କୁ ଧକ୍କା ଦେଉଥିଲେ।ତାଙ୍କ ଶରୀର ରେ ହାତ ମାରୁ ଥିଲେ।ହେଲେ ଝିଅ ଟି କିଛି କହୁ ନ ଥିଲା।କେବଳ କାନ୍ଦୁଥିଲା।ଏହି ସମୟ ରେ ଭିଡିଓ କରୁଥିବା ଯୁବକ ଜଣକ ଉଠି ସେହି ଦୁଇ ଯୁବକ ଙ୍କୁ ଗାଳି କରି ଥିଲେ।
Hh
ସମସ୍ତେ ମିଶି ଯାଇ ଉକ୍ତ ଯୁବକ ଦୁଇ ଙ୍କୁ ଖୁବ୍ ପିଟି ଥିଲେ।ଯୁବତୀ ଜଣକ କହିଥିଲେ ଏପରି ସେମାନେ ପ୍ରାୟ ସବୁଦିନ କରି ଥାଆନ୍ତି।ହେଲେ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ ଯେ ଆପଣ ସେମାନଙ୍କ କବଳ ରୁ ମୋତେ ରକ୍ଷା କଲେ।
ଏହା ପରେ ସେହି ଅଭିଯୁକ୍ତ ଯୁବକ ଦୁଇ ଜଣ ଯୁବତୀ ଙ୍କ ପାଦ ତଳେ ପଡି ଭୁଲ ମାଗି ଥିଲେ।ଆଉ ଏଭଳି ଭୁଲ କେବେ କରିବେ ନାହିଁ ବୋଲି କହିଥିଲେ।ବସ୍ ରେ ଥିବା ଲୋକ ମାନେ ମଧ୍ୟ ସେହି ଦୁଇ ଜଣକୁ ଖୁବ୍ ବାଡେଇ ଥିଲେ।
ତେବେ ଏହି ଘଟଣା ଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଚି। ମହିଳାଙ୍କୁ ବଞ୍ଚାଇ ଥିବା ଯୁବକ ଙ୍କୁ ସମସ୍ତେ ଖୁବ୍ ଚର୍ଚ୍ଚା କରିଛନ୍ତି।ବର୍ତ୍ତମାନ ସମୟ ରେ ଏଭଳି ଲୋକ ଆମ ସମାଜ ରେ ମିଳିବା କଷ୍ଟକର।ଏବଂ ଏହା ପରେ ଦୁଇ ଯୁବକ ଙ୍କୁ ପୋଲିସ ର ଜୀମା ଦିଆ ଯାଇ ଥିଲା।

Advertisement