May 1, 2024, 02:36 IST

ପରିବା ବିକାଳୀ ସ୍ତ୍ରୀ ଲୋକ ସହ ହେଲା ଭ-ୟା-ନ-କ ଘଟଣା..ପଛ ପଟୁ ଆସୁଥିବା ଟ୍ରକ ଚଢ଼ି ମୁଣ୍ଡ ରୁ ବାହାରିଗଲା ଦହି..

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ନୀରବି ଯାଇଛି ସେହି ପରିବା ବଜାର। ଦିନେ ସେଠାରେ ଗ୍ରାହକ ସାଙ୍ଗକୁ ବେପାରୀ ମାନଙ୍କ ଡାକରେ ସାରା ବଜାର କମ୍ପି ଉଠୁଥିଲା। ସବୁଦିନ ପରି ଏହି ବଜାର କୁ ଲୋକ ଆସିଛନ୍ତି।
ଆଉ ପରିବା ମଧ୍ୟ ବେପାର ହେଉଛି ହେଲେ ସବୁଆଡେ କାହିଁକି କେଜାଣି ସବୁକିଛି ଶାନ୍ତ ପଡ଼ି ଯାଇଛି। ଆଉ ଲୋକଙ୍କ ଗହଳି ଭିତରେ ପୁରୁଣା ବଜାର ମଧ୍ୟ ତାର କେଉଁ ଆପଣାର ଲୋକକୁ ଖୋଜି ବୁଲୁଛି।
Hh
ସବୁଦିନ ର ଏହି ଗହଳି ଭିତରେ ଏକ ଚିହ୍ନିଲା ମୁହଁ କେଉଁଠାରେ ହଜି ଯାଇଛି। ଆଜି ଅନେକ ଗରାଖ ଏହି ବଜାର ଭିତରକୁ ଆସୁଛନ୍ତି ଆଉ ବେପାରୀ ମାନଙ୍କ ପାଖରୁ ସେମାନେ ପରିବା ମଧ୍ୟ କିଣି ନେଉଛନ୍ତି।
ହେଲେ ସେମାନଙ୍କ ମନ ବୁଝି ହାତକୁ ପରିବା ବଢାଇ ଦେଉଥିବା ଜଣେ ପରିବା ବାଲି ମାଉସୀ ବଜାର ଭିତରେ ଦେଖାଯାଉ ନଥିଲେ। ସେଥିପାଇଁ ବାରମ୍ବାର ମନକୁ ପ୍ରଶ୍ନ ଚାଲି ଆସୁଛି କି ସେହି ପରିବା ବାଲି ମାଳତୀ ମାଉସୀ କୁଆଡେ ଗଲେ ବୋଲି।
ସେହି ମାଳତୀ ମାଉସୀ ଆଉ କେବେ ହେଲେ ମଧ୍ୟ ଫେରିବେ ନାହିଁ। ଗଞ୍ଜାମ ଜିଲ୍ଲା, କୋଳଠଲା ଥାନା ଅନ୍ତର୍ଗତ,ଚିକରଦା ଗ୍ରାମର ମାଳତୀ ବେହେରା। ସବୁଦିନ କିଛି ପରିବା ନେଇ ପାଖ ବଜାରକୁ ବିକ୍ରୀ କରିବା ପାଇଁ ସେ ଚାଲି ଯାଇଥାନ୍ତି।
Hh
ହେଲେ ସବୁଦିନ ଠାରୁ ଏହି ଦିନ ତାଙ୍କ ପାଇଁ ସବୁଠାରୁ ଖୁବ ଅଲଗା ମଧ୍ୟ ଥିଲା। ମାଳତୀ ମାଉସୀ ପରିବା ନେଇ ବଜାର କୁ ଯିବା ସମୟରେ ୧୬ ନମ୍ବର୍ ଜାତୀୟ ରାଜପଥ ଛକରେ ତାଙ୍କୁ ଏକ ମାଛ ବୋଝେଇ ହୋଇଥିବା ଟ୍ରକ୍ ଧକ୍କା ଦେଇଥିଲା।
ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ଜୀବନ ଚାଲି ଯାଇଥିଲା। ଖବର ପାଇ ଲୋକମାନେ ତାଙ୍କୁ ସ୍ଥାନୀୟ ହସ୍ପିଟାଲ ନେଇ ଯାଇଥିଲେ। ହେଲେ ଘଟଣା ସ୍ଥଳରେ ହିଁ ତାଙ୍କର ମୃ-ତ୍ୟୁ ହୋଇଥିବା ଜଣା ପଡ଼ିଛି।
ଏନେଇ ମଧ୍ଯ ଡ଼ାକ୍ତର ସୁଚନା ଦେଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ବିରୋଧ କରିବା ସହ ମାଳତୀ ଙ୍କୁ କ୍ଷତିପୂରଣ ଦେବା ପାଇଁ ମଧ୍ୟ ଦାବୀ କରିଥିଲେ। ଏହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି।

Advertisement