Apr 18, 2024, 10:59 IST

ନବ ବିବାହିତା ଯୁବତୀ ଦେଲା ଏକା ବେଳକେ ୪ ଟା ଛୁଆ ଜନ୍ମ..ଯୁବତୀ ର ଅବସ୍ଥା ଦେଖି ଡାକ୍ତର ବି ହେଇଗଲେ ଆଶ୍ଚର୍ଯ୍ୟ...

Hh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆସିଲା ବଡ ଖବର।ଜଣେ ମହିଳା ଚାରି ପୁତ୍ର ସନ୍ତାନ କୁ ଜନ୍ମ ଦେଇଛନ୍ତି।ଯାହାକୁ ନେଇ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ପ୍ରାୟ ସମସ୍ତେ ଇଚ୍ଛା କରି ଥାଆନ୍ତି କି ତାଙ୍କ ଘରେ ଗୋଟିଏ କିମ୍ବା ଦୁଇଟି ପୁତ୍ର ସନ୍ତାନ ଜନ୍ମ ହେଉ।
ହେଲେ ଏକା ଥରେ ଚାରିଟି ସନ୍ତାନ ଜନ୍ମ ହେବା ବଡ ଭାଗ୍ୟ ର କଥା।ଏଭଳି ଘଟଣା ଦେଖିବାକୁ ମିଳିଛି ବିହାର ର ନୈନିତାଲ ଜିଲ୍ଲାରେ।ସେଠାରେ ଗତ କିଛି ଦିନ ହେବ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।
Hb
ସୂଚନା ଅନୁସାରେ ସେହି ଅଞ୍ଚଳ ରେ ଜଣେ ମହିଳା ଗର୍ଭବତୀ ଥିଲେ।ସେ ଡାକ୍ତର ତାଙ୍କ ପେଟ କୁ ଅଲଟ୍ରା ସାଉଣ୍ଡ କରି ଦେଖି ଥିଲେ କି ତାଙ୍କ ପେଟ ରେ ଚାରିଟି ସନ୍ତାନ ରହିଛି।ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସମସ୍ତେ।
ଭାବୁଥିଲେ ଏହି ଛୁଆ ବଞ୍ଚିବାର ଆଶା ବହୁତ କମ୍।ତେବେ ଗତ ମଙ୍ଗଳବାର ଦିନ ମହିଳା ଜଣକ ଚାରିଟି ପୁତ୍ର ସନ୍ତାନ କୁ ଜନ୍ମ ଦେଇଛନ୍ତି।ଏହି କଥା ଟି ଏବେ ଚାରି ଆଡ଼େ ପ୍ରଚାରିତ ହୋଇ ସାରିଛି।ମହିଳା ଓ ତାଙ୍କ ପୁଅ କୁ ଦେଖିବା ପାଇଁ ଲୋକ ଙ୍କ ମଧ୍ୟରେ ଭିଡ ଲାଗି ରହିଛି।
ମହିଳା ଙ୍କ ପରିବାର ଲୋକେ ବହୁତ ଖୁସି ଥିବାର ନଜର ଆସି ଥିଲେ।ସେମାନେ ଡାକ୍ତର ଖାନା ରେ ମିଠା ବାଣ୍ଟିବା ସହିତ ଗାଁ ରେ ମଧ୍ୟ ମିଠା ବାଣ୍ଟି ଛନ୍ତି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏବଂ ପ୍ରତ୍ୟେକ ଛୁଆ ଏବେ ସୁସ୍ଥ ଅଛନ୍ତି।
Uh
ତେବେ ସେହି ଚାରିଟି ଛୁଆ କୁ ଦେଖିବା ପାଇଁ ଲୋକ ଙ୍କ ମଧ୍ୟରେ ଭିଡ ଜମିଛି।ସେହି ମହିଳା ଜଣକ ବହୁତ ଖୁସି ଅଛନ୍ତି।ସେ କେବେ ବି ଭାବି ନ ଥିଲେ ତାଙ୍କର ଚାରିଟି ସନ୍ତାନ ଜନ୍ମ ହେବ।ଏବେ ଏହାକୁ ନେଇ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ମହିଳା ଜଣକ ଆଉ କିଛି ଦିନ ପରେ ମେଡିକାଲ ରୁ ଘର କୁ ଆସିବେ।ତେବେ ଏଭଳି ଏକ ଘଟଣା ପୂର୍ବରୁ ରାଜସ୍ଥାନ ରେ ମଧ୍ୟ ଘଟି ସାରିଛି।ସମସ୍ତ ପୁତ୍ର ଏବେ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement