Updated: May 3, 2024, 09:25 IST

ନାବାଳିକା ଝିଅ କୁ ଧରି ଜବରଦସ୍ତି... ବ-ଳା-ତ୍କା-ର କରିଦେଲା ଆହାର କେନ୍ଦ୍ର କର୍ମଚାରୀ..

Gg

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆଜିର ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ଛୋଟ ଛୋଟ ଝିଅ ମାନଙ୍କୁ ବାହାରକୁ ଛାଡିବା ବର୍ତ୍ତମାନ ସମୟ ରେ ସବୁଠାରୁ ବଡ ବିପଦ।
ତେବେ ଆମେ ଆଜି ଗୋଟିଏ ଭିନ୍ନକ୍ଷମ ଝିଅ ବିଷୟ ରେ କହିବାକୁ ଯାଉଛୁ।ଯାହାକୁ ଦୁଷ୍କର୍ମ କରି ଅଧା ବାଟ ରେ ଛାଡି ଦିଆ ଯାଇଛି।ଏବେ ସେ ଗୋଟିଏ କଅଁଳ ଶିଶୁ ର ମା ।ଯେ କେହି ଏହି ଘଟଣା ବିଷୟରେ ଶୁଣିଛି ତାର ଆଖିରୁ ଲୁହ ଆସି ଯାଉଛି।
Bb
ସୂଚନା ଅନୁସାରେ ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ରେ।ସେଠାରେ ଜଣେ ମହିଳା ନିଜର ଦୁଇ ଭିନ୍ନକ୍ଷମ ପିଲା ଙ୍କୁ ନେଇ ଡାକ୍ତରଖାନା ଯାଇ ଥିଲେ।ବଡ ଝିଅ କୁ ବାହାରେ ବସାଇ ଦେଇ ସାନ ପୁଅ କୁ ନେଇ ରକ୍ତ ଦେବା ପାଇଁ ଯାଇ ଥିଲେ।
ତାଙ୍କ ସାନ ପୁଅ କୁ ସବୁ ମାସ ରେ ଗୋଟିଏ କିମ୍ବା ଦୁଇଟି ରକ୍ତ ଦିଆ ଯାଉଚି।ସେହି ମହିଳା ଜଣକ ହେଉଛନ୍ତି ଜଣେ ଦିନ ମଜୁରୀଆ।ବାହାରେ ଝିଅ ବସିଥିବା ସମୟ ରେ କିଛି ମଣିଷ ରୁପି ରାକ୍ଷସ ତା ସହିତ ବଳାତ୍କାର କଲେ।
ଏହା ପରେ ଝିଅଟି ଗର୍ଭବତୀ ହୋଇ ଥିଲା।ମହିଳା ଜଣକ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ।ଏବେ ସେହି ଅଭିଯୁକ୍ତ ଜଣକ ଥାନା ରେ ଅଛନ୍ତି।ଡାକ୍ତରମାନେ କହିଲେ ଯଦି ତାଙ୍କ ଝିଅ ପିଲା ଜନ୍ମ ନ କରେ ତେବେ ତାଙ୍କ ଝିଅ ର ଜୀବନ ପ୍ରତି ବିପଦ ରହିଛି।
Hj
ଏ କଥା ଶୁଣି ସେ ନିଜ କଷ୍ଟ କୁ ଆଉ ସହି ପାରିଲେ ନାହି।ଶେଷ ରେ ଝିଅ ଟି ଗୋଟିଏ ପିଲା ଜନ୍ମ କରି ଥିଲା।ସେହି ମହିଳା ଜଣକ ନିଜର ଦୁଇ ଭିନ୍ନକ୍ଷମ ପିଲା ଙ୍କ ସହିତ ଏବେ ସେହି ନବଜାତ ଶିଶୁ ର ବି ଯତ୍ନ ନେଉଛି।
ବୋଝ ଉପରେ ନଳିତା ବିଡା ସଦୃଶ୍ୟ ତାଙ୍କ ସମସ୍ୟା ବଢ଼ିବାରେ ଲାଗିଛି।ପୂର୍ବରୁ ତାଙ୍କ ସ୍ଵାମୀ ତାଙ୍କୁ ଛାଡି କୁଆଡେ ଚାଲି ଯାଇ ଥିଲେ।ଏବେ ସେ ଏକୁଟିଆ ହୋଇ ଯାଇଛନ୍ତି।
ସବୁଦିନ କାମ କରି ଯାହା କିଛି ରୋଜଗାର କରନ୍ତି ସେଥିରେ ସେମାନେ ଚଳି ଯାଆନ୍ତି।ଯେ କେହି ତାଙ୍କ ବିଷୟରେ ଶୁଣିଛି ତାଙ୍କ ଆଖିରୁ ଲୁହ ଆସି ଯାଉଛି।

Advertisement