May 9, 2024, 09:09 IST

ହଷ୍ଟେଲ ଭିତରେ ବଢ଼ିଲା ଝିଅ କୁ..ଚିପି ଚିପି କିଏ ମା-ରି-ଦେଲା ଏମିତି..

Hh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ କଲେଜ ହଷ୍ଟେଲ ଭିତରେ ଝିଅ କରିଛି ଆ-ତ୍ମ-ହ-ତ୍ୟା।ନିଜ ଘର କୁ ବୁଲିବାକୁ ଆସି ପୁଣି ଥରେ ହଷ୍ଟେଲ ଫେରି ଯାଇ ଥିଲେ ୧୯ ବର୍ଷୀୟ ଯୁବତୀ।ହେଲେ ସେହି ସମୟ ମଧ୍ୟରେ ତାଙ୍କ ସହିତ ଏପରି କଣ ହୋଇ ଯାଇ ଥିଲା ଯେ ସେ ଆ-ତ୍ମ-ହ-ତ୍ୟା କରିଛନ୍ତି।
ତାହା ଏ ପର୍ଯ୍ୟନ୍ତ ମଧ୍ୟ ଜଣା ପଡି ନାହିଁ।ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ଟାଉନ ଥାନା ଅଞ୍ଚଳ ର ଗୋଟିଏ କଲେଜ୍ ରେ।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Gh
ସୂଚନା ଅନୁସାରେ ସେହି ଅଞ୍ଚଳ ର ସନ୍ତୋଷ ସାହୁ ଙ୍କ ଝିଅ ଜସ୍ମିନ ସାହୁ ଗତ କିଛି ମାସ ତଳେ କ୍ରିଏଟିଭ ଟେକ୍ନୋ କଲେଜ୍ ରେ ବିସିଏ ରେ ନାମ ଲେଖାଇ ଥିଲେ।କଲେଜ୍ ହଷ୍ଟେଲ ରେ ରହି ପାଠ ପଢ଼ୁ ଥିଲେ।
ତାଙ୍କ ପାଠ ପଢିବା ପାଇଁ ପରିବାର ଲୋକେ ଅର୍ଥ ଯୋଗାଡ କରି ତାଙ୍କୁ ଦେଉ ଥିଲେ।ହେଲେ କିଏ ଜାଣି ଥିଲା ତାଙ୍କ ସହିତ ଏପରି କିଛି ଘଟଣା ଘଟିବ।ସେଠାରେ ଯିବା ପରେ ତାଙ୍କ ଝିଅ କୁ ସେମାନେ କେବେ ବି ପାଇବେନି ବୋଲି କେହି ଜାଣି ନ ଥିଲେ।
Hh
ଜସ୍ମିନ ଘଟଣା ଦିନ ସକାଳୁ ନିଜ ଘର କୁ ଆସି ଥିଲେ।ଆସିବା ସମୟ ରେ ସେ ବହୁତ ଖୁସି ଥିଲେ।ହେଲେ କୌଣସି ଏକ କାରଣ ପାଇଁ ସେହି ଦିନ ସନ୍ଧ୍ୟା ବେଳେ ସେ ନିଜ ହଷ୍ଟେଲ କୁ ଫେରି ଯାଇ ଥିଲେ।
ଘର ଲୋକେ ମନା କରିବା ସତ୍ତ୍ୱେ ସେ ଯାଇ ଥିଲେ।ଏହା ପର ଦିନ ହଷ୍ଟେଲ ରୁ ତାଙ୍କ ର ମୃ-ତ ଦେହ ମିଳି ଥିଲା।କଲେଜ୍ କର୍ତ୍ତୃପକ୍ଷ ଙ୍କ ପାଇଁ ଏପରି ଘଟିଛି ବୋଲି ତାଙ୍କ ପରିବାର ଲୋକେ ଥାନା ରେ ଅଭିଯୋଗ କରିଛନ୍ତି।
ଝିଅ ଆଗରୁ ବାପା ଏ ବିଷୟ ରେ ଫୋନ୍ କରି ଜଣାଇ ଥିଲେ କି ସେଠାରେ ତାଙ୍କୁ ଅନେକ ଲୋକ ହଇରାଣ କରୁଛନ୍ତି।ଠିକ୍ ସମୟ ରେ ଖାଇବାକୁ ଦେଉ ନାହାନ୍ତି।ଏବେ ତାଙ୍କ ପରିବାର ରେ ଶୋକ ର ଛାୟା ଖେଳି ଯାଇଛି।ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।

Advertisement