Updated: Apr 18, 2024, 02:28 IST

ଚାକିରି ପାଇଁ ଇଣ୍ଟରଭିଉ ଦେବାକୁ ଆସିଥିବା ଝିଅ ସହ ଉପରିସ୍ଥ ଅଫିସର ମାନେ ଜୋର୍ ଜବରଦସ୍ତି ରଖିଲେ ସମ୍ପର୍କ..

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କଥାରେ ଅଛି କି ଯଦି ମନରେ ଇଛା ଶକ୍ତି ଥାଏ ତେବେ ମଣିଷ ପାଇଁ କିଛି ହେଲେ ମଧ୍ୟ ଅସମ୍ଭବ ନୁହେଁ। ଏଭଳି ଏକ ଯୁବତୀଙ୍କ ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାଙ୍କର ନାମ
ହେଉଛି ରାଜଶ୍ରୀ ତାଙ୍କୁ ଗାଆଁ ରେ ସମସ୍ତେ ଫୁଲ ବୋଲି ଡାକୁଥିଲେ। ଗାଁ ରେ ବଢ଼ିଥିବା ଝିଅ ସହରକୁ ତାର ସ୍ବପ୍ନ ପୂରା କରିବା ପାଇଁ ଯାଇଥିଲା। ଝିଅ ଗାଁ ରୁ ଯେତେ ଟଙ୍କା ନେଇ ଆସିଥିଲା ତାହା ସେ ଅଟୋ ବାଲା କୁ ଦେଇ ଦେଇଛି।
Tt
କଷ୍ଟେ ମଷ୍ଟେ ମଧ୍ୟ ଝିଅ ତାର ଅଫିସ୍ ରେ ପହଞ୍ଚି ଯାଇଛି। ଏହାପରେ ରାଜଶ୍ରୀ ଯେତେବେଳେ ଅଫିସ୍ ରେ ଯାଇ ପହଞ୍ଚି ଥିଲା ସେଠାରେ ଅନେକ ବଡ଼ ବଡ଼ ପିଲା ମଧ୍ୟ ଇଣ୍ଟର୍ଭ୍ୟୁ ଦେବା ପାଇଁ ଆସିଥିଲେ।
ସେ ଭାବି ନଥିଲା କି ଏତେ ବଡ ପିଲା ମାନେ ଥାଉ ଥାଉ ସେ ପରୀକ୍ଷା ରେ ପାସ୍ କରିବ ବୋଲି। ଏହାପରେ ଜଣକ ପରେ ଜଣକ ନାଆଁ ଡକା ଚାଲିଥାଏ। ଆଉ ଏହାପରେ ପାଳି ପଡ଼ିଗଲା ରାଜଶ୍ରୀ ର। ହେଲେ ରାଜଶ୍ରୀ ଖୁବ ଡରି ଯାଇଥାଏ।
କାରଣ ସେ ଆଗରୁ କେଉଁଠି ଚାକିରୀ କରି ନଥିଲା କି ଏଭଳି ସେ ଇଣ୍ଟର୍ଭ୍ୟୁ ମଧ୍ୟ ଦେଇ ନଥିଲା। ହେଲେ ଯିବା ସମୟରେ ସେହି ଅଫିସ୍ ର ରିସେପସନିଷ୍ଟ ସେହି ଝିଅ ରାଜଶ୍ରୀ ଙ୍କୁ ସବୁ ବୁଝାଇ ଦେଇ ଯାଇଛନ୍ତି।
Gt
ଏହାପରେ ନିଜ ସାର ଙ୍କ ପାଖକୁ ରାଜଶ୍ରୀ ଇଣ୍ଟର୍ଭ୍ୟୁ ଦେବାକୁ ଯାଇଛି।ହେଲେ ଆଗକୁ କଣ ହେବ ଆପଣଙ୍କୁ ଲାଗୁଛି। ଯେଉଁ ଝିଅ ମନରେ ଆଗକୁ କିଛି କରିବା ପାଇଁ ଇଛା ଶକ୍ତି ନେଇ ଆସିଛି ବଡ଼ ସହରକୁ,
ତାହାର ସେହି ବଡ଼ ଇଛା କଣ ପୂରା ହେବ? ମାଆ ବାପା ଙ୍କ ଅଧୁରା ସ୍ବପ୍ନ କଣ ସେ ପୁରା କରି ପରିବ? ଏହାକୁ ନେଇ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବ ତାହା ଆମେ ଜାଣି ପାରୁଛୁ ତେବେ ଆପଣ ମାନେ ଯଦି ଆଗକୁ କଣ ହେବ ଜାଣିବାକୁ ଚାହୁଁ ଛନ୍ତି
ତେବେ ଏହି ଭିଡିଓ ସହ ଏହାର ପାର୍ଟ ୨ ଭିଡିଓ ମଧ୍ୟ ଦେଖିବାକୁ ଆଦୌ ଭୁଲି ଯିବେ ନାହିଁ। ଆଉ ଏହା ଆପଣଙ୍କୁ କିପରୀ ଲାଗିଲା ତାହା ଆପଣ ଆମକୁ କମେଣ୍ଟ ମାଧ୍ଯମରେ ଜଣାଇବେ।

Advertisement