Mar 20, 2024, 12:15 IST

ସାମାନ୍ୟ କଥା ରୁ ଝିଅ କରିଦେଲା ଜୀବନ ଶେଷ..ତାର ଉ-ଲ-ଗ୍ନ ଦେହ ସହ ଏମିତି କଲେ ପରିବାର ଲୋକେ..

Yu

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।  
Hj
ବନ୍ଧୁଗଣ ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଶାଶୁଘରେ ଝିଅ ଆ-ତ୍ମ-ହ-ତ୍ୟା କରିଥିବା ଜାଣିବା ପରେ ବାପଘର ଲୋକ ଘଟାଇଛନ୍ତି ଜଘନ୍ୟ କାଣ୍ଡ। ଉତ୍ତ୍ୟକ୍ତ ହୋଇ ଝିଅର ଶାଶୁଘରେ ନିଆଁ ଲଗାଇ ଦେଇଛନ୍ତି, ଫଳରେ ଦୁଇ ଜଣଙ୍କର ମୃ-ତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।
ମୃ-ତ ମହିଳା ଜଣକ ହେଉଛନ୍ତି ଆଂଶିକା କେଶରୱାନୀ। ଆଂଶିକା ଗତବର୍ଷ ଫେବୃଆରୀରେ ବିବାହ କରିଥିଲେ। ଆଂଶିକାଙ୍କ ମୃ-ତ୍ୟୁ ଖବର ଶୁଣିବା ମାତ୍ରେ ତାଙ୍କ ବାପଘର ଲୋକେ ଶାଶୁଘରେ ପହଞ୍ଚି ଯୌତୁକ ନି-ର୍ଯା-ତ-ନାର ଅଭିଯୋଗ ଆଣିଥିଲେ।
Yy
ଆଂଶିକାଙ୍କ ଆ-ତ୍ମ-ହ-ତ୍ୟା ପାଇଁ ସେମାନେ ଶାଶୁଘର ଲୋକଙ୍କୁ ଦାୟୀ କରିଥିଲେ। ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଝଗଡ଼ା ବଢିବା ପରେ ବାପଘର ଲୋକେ ଉତ୍ତ୍ୟକ୍ତ ହୋଇ ଶାଶୁଘରେ ନିଆଁ ଲଗାଇ ଦେଇଥିଲେ।
ଏଥିରେ ଶାଶୁ ଓ ଶ୍ୱଶୁର ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ପ୍ରୟାଗରାଜ ଡେପୁଟି ପୁଲିସ କମିଶନର ଦୀପକ ଭୁକେର କହିଛନ୍ତି ଯେ, ଗତକାଲି ରାତି ୧୧ଟାରେ ଜଣେ ମହିଳା ଆ-ତ୍ମ-ହ-ତ୍ୟା କରିଥିବା ନେଇ ସେମାନେ ଖବର ପାଇଥିଲେ। ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଦୁଇ ପରିବାର ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଚାଲିଥିଲା। 
ଏହାପରେ ମୃ-ତ ମହିଳାଙ୍କ ବାପଘର ଲୋକ ଶାଶୁଘରେ ନିଆଁ ଲଗାଇ ଦେଇଥିଲେ। ତୁରନ୍ତ ପାଞ୍ଚ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା।
ରାତି ପ୍ରାୟ ତିନିଟା ସମୟରେ ନିଆଁକୁ ଆୟତ୍ତ କରାଯିବା ପରେ ଘର ଭିତରୁ ଦୁଇ ଜଣଙ୍କ ମୃ-ତ-ଦେ-ହ ଉଦ୍ଧାର କରାଯାଇଛି। ମୃ-ତ-କ ଦ୍ୱୟ ଆଂଶିକାଙ୍କ ଶାଶୁ ଓ ଶ୍ୱଶୁର ବୋଲି ଜଣାପଡିଛି। ଏନେଇ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ଡେପୁଟି କମିଶନର କହିଛନ୍ତି।

Advertisement