Updated: Apr 12, 2024, 08:53 IST

ହୋଟେଲ ରେ ଜଣେ ଝିଅ ସହ ୨ ଜଣ ପୁଅ ଦେହ ସୁଖ ନେଉଥିଲା ବେଳେ ହଠାତ୍‌...

Yh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଯୁବତୀ ମାନେ କିଭଳି ଖରାପ କାମ କରୁଛନ୍ତି ତାହା ଆପଣ ମାନେ ଭଲ ଭାବେ ଜାଣି ଥିବେ।ଆଜି ଆମେ ସେଭଳି ଜଣେ ଯୁବତୀ ଙ୍କ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ଯୁବତୀ ଜଣକ ଯାହାକୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ।ଶେଷ ରେ ଅନ୍ୟ ଜଣକ ସହିତ ମିଶି ତାଙ୍କୁ ହ-ତ୍ୟା କରି ଦେଲେ।ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ରେ।ସେଠାରେ ଏହି ଘଟଣା ଟି ଏବେ ଚହଳ ସୃଷ୍ଟି କରିଛି।
Hh
ସୂଚନା ଅନୁସାରେ ସୁନିଲ ନାମକ ଜଣେ ଯୁବକ ଗତ କିଛି ବର୍ଷ ତଳେ ତପୁ ନାମକ ଯୁବତୀ ଙ୍କୁ ପ୍ରେମ କରି ଆସୁ ଥିଲେ।ଉଭୟ ଙ୍କ ର ଆଉ କିଛି ଦିନ ମଧ୍ୟରେ ବିବାହ ହୋଇ ଥାନ୍ତା।ହେଲେ ବିବାହ ପୂର୍ବ ରୁ ଯୁବତୀ ଜଣକ କିଛି ଏପରି କରି ଦେଲେ ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।
ସୁନିଲ ର ସାଙ୍ଗ ହେଉଚି ସେ ଶୁଭମ୍।ସୁନିଲ ଶୁଭମ୍ କୁ ତପୁ ସହିତ ପରିଚିତ କରାଇ ଦେଇ ଥିଲା।ଏହା ପରେ ପ୍ରଥମ ଦେଖା ରୁ ତପୁ ଓ ଶୁଭମ୍ ପରସ୍ପର କୁ ପ୍ରେମ କରିବାକୁ ଲାଗିଲେ।ତପୁ ସୁନିଲ କୁ ନିଜ ରାସ୍ତା ରୁ ହଟେଇବା ପାଇଁ ଚାହୁଁ ଥିଲା।
Hh
ସେଥିପାଇଁ ତପୁ ଓ ଶୁଭମ୍ ଯୋଜନା କରି ଥିଲେ କିଭଳି ଭାବେ ସେମାନେ ସୁନିଲ କୁ ହ-ତ୍ୟା କରିବେ।ଶେଷ ରେ ସେମାନେ ସୁନିଲ କୁ ଗୋଟିଏ ପାର୍ଟି କୁ ଡାକି ନେଇ ଯାଇ ଥିଲେ।ସେଠାରେ ତାଙ୍କୁ ନିଶା ଔଷଧ ଦେଇ ହ-ତ୍ୟା କରି ଥିଲେ।
ଏହା ପରେ ବସ୍ତା ଭିତରେ ଭର୍ତ୍ତି କରି ଗୋଟିଏ ଜଙ୍ଗଲ ରେ ଫୋପାଡି ଦେଇ ଆସି ଥିଲେ।ଅନେକ ଦିନ ରୁ ପୁଅ ସୁନିଲ ଘର କୁ ନ ଫେରି ବାରୁ ସୁନିଲ ର ପରିବାର ଲୋକେ ଥାନା ରେ ଅଭିଯୋଗ କରି ଥିଲେ।ଏହି ଅଭିଯୋଗ କୁ ଭିତ୍ତି କରି ପୋଲିସ ଜାଣିବାକୁ ପାଇ ଥିଲା କି ତପୁ ସୁନିଲ କୁ ହ-ତ୍ୟା କରିଛି।
ଏହା ପରେ ଶୁଭମ୍ ଓ ତପୁ କୁ ପୋଲିସ ଗିରଫ କରି ଏବେ କୋର୍ଟ ଚାଲାଣ କରିଛି।ଯାହାକୁ ପ୍ରେମ କରୁ ଥିଲେ ଶେଷ ରେ ତପୁ ତାଙ୍କୁ ହିଁ ହତ୍ୟା କରି ଥିଲେ।ଏ କଥା ଯିଏ ଶୁଣିଛି ତାର ଆଖି ରୁ ଲୁହ ଆସି ଯାଉଚି।

Advertisement