Updated: Apr 12, 2024, 14:16 IST

ଶୁଖିଲା ପାଣିଟାଙ୍କି ଭିତରେ ଯୁବତୀ ସହ ୫ ରାତି ଦୁ-ଷ୍କ-ର୍ମ...କଷ୍ଟ ସହି ନ ପାରି ଯୁବତୀଙ୍କ ଚାଲିଗଲା ଜୀବନ...

Vv

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମୟୂରଭଞ୍ଜ ଜିଲ୍ଲା , ଚାନ୍ଦୁଆ ଥାନା ଅନ୍ତର୍ଗତ ଝାଲିଆମାରା ଗ୍ରାମରେ ଜଣେ ନାବାଳିକା କୁ ପାଣି ଟାଙ୍କି ମଧ୍ୟରେ ପାଞ୍ଚ ଦିନ ଧରି ଦୁ-ଷ୍କ-ର୍ମ ଓ ଦୁଇଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ଏହି ଯୁବତୀଙ୍କ ମୃ-ତ୍ୟୁ ହୋଇଥିଲା।
କଟକ ବଡ଼ ମେଡ଼ିକାଲ ରେ ହିଁ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକା ଜଣକ ର ମୃ-ତ୍ୟୁ ହେବା ପରେ ଶ-ବ ବ୍ୟ-ବ-ଚ୍ଛେ-ଦ କରାଯାଇ ତାଙ୍କର ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇ ଥିଲା।
Jj
ତେଣୁ ମଙ୍ଗଳବାର ଦିନ ଘରେ ମୃ-ତ ଦେହ ପହଞ୍ଚିବା ପରେ ଘର କାନ୍ଦବୋବାଳି ରେ ଫାଟି ପଡ଼ିଥିଲା। ସେଠାରେ ଏକ ଶୋକାକୁଳ ପରିବେଶ ମଧ୍ଯ ସୃଷ୍ଟି ହୋଇଥିଲା।
ସେପଟେ ନାବାଳିକା ଙ୍କ ସମ୍ପର୍କୀୟ ପିଉସୀ ଙ୍କ କହିବା ଅନୁଯାୟୀ ନାବାଳିକା ଙ୍କ ଘରେ କେହି ନଥିବା ସମୟରେ ଅଭିଯୁକ୍ତ କକା ଘରକୁ ଆସି ଅଶାଳୀନ ବ୍ଯବହାର ସହିତ ଦୁ-ଷ୍କ-ର୍ମ କରାଯିବ ବୋଲି ଧମକ ଦେଇଥିଲେ। ଏହା ପୋଲିସ ପାଇଁ ଏକ ଖୋଲା ଚ୍ୟାଲେଞ୍ଜ ସହ ନାରୀ ସମାଜ ,
ଏବଂ ନାବାଳିକା ଶିଶୁ କଲ୍ୟାଣ ପାଇଁ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ପୀଡ଼ିତା ଙ୍କ ମୃ-ତ୍ୟୁ ପରେ ତାଙ୍କର ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ଏହା ଦ୍ବାରା ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳି ଯାଇଛି।
Nk
ଘଟଣା ସ୍ଥଳକୁ ଆସିଥିବା ପୋଲିସ ଅଧିକାରୀ ଙ୍କୁ ଏହି ସମ୍ପର୍କରେ ଜଣା ଯାଇଥିଲା। ଧମକ ଦେଇଥିବା ଲୋକଙ୍କ ନାମରେ ସେ ଲିଖିତ ଅଭିଯୋଗ ଦେଇଥିବା କଥା ମଧ୍ୟ କହିଛନ୍ତି ପରିବାର ଲୋକେ।
ପୋଲିସ ମଧ୍ୟ ଘଟଣାର ତଦନ୍ତ କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଏହା ସୁଚନା ପ୍ରଦାନ କରିଛନ୍ତି। ସେପଟେ ଅଭିଯୁକ୍ତ ସହ ତାହାର ସହଯୋଗୀ ମାନଙ୍କୁ ଶୀଘ୍ର ଗିରଫ କରି ଦୋଷୀ ମାନଙ୍କୁ କଠୋର ରୁ କଠୋର ଦଣ୍ଡ ଦେବା
ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବୀ ହୋଇଛି। ଆଉ ଏହି ଘଟଣା ସଂପୂର୍ଣ୍ଣ ଭାବରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement