Mar 12, 2024, 10:20 IST

ଗେଷ୍ଟ ହାଉସ ରେ ହାତ ଗୋଡ କୁ ବାନ୍ଧି କରି... ୫ ଜଣ ଲୋକ ଯୁବତୀ କୁ କଲେ ଧ-ର୍ଷ-ଣ...

Yy

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Hh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ବନ୍ଦ ଘର ଭିତରେ ଚାରିରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ଚାକରାଣୀକୁ ବାନ୍ଧିକି ରଖିଥିଲେ ଆଉ ଜଣେ ଜଣେ କରି ୪୦ ଜଣ ଯୁବକ ଯୁବତୀ ଜଣଙ୍କୁ ଦୁ-ଷ୍କ-ର୍ମ କରିଥିଲେ।
କିନ୍ତୁ ପରେ ସେମାନଙ୍କ କବଳରୁ ଖସି ଆସିଥିଲା ଯୁବକ। ଲଭଲି ଗେଷ୍ଟ ହାଉସ ଭିତରେ ଚାକରାଣୀଙ୍କୁ ଦୁ-ଷ୍କ-ର୍ମ କରିଥିଲେ।ଏହି ଦୁ-ଷ୍କ-ର୍ମ ଆଉ କେହି ନୁହେଁ ବରଂ ସେହି ଗେଷ୍ଟ ହାଉସର ନିଜେ ମାଲିକ ଆଉ ୪୦ ଜଣ କର୍ମଚାରୀ ମିଶି କରୁଥିଲେ। ଯୁବତୀ ଜଣକ ବୟସ ହେଉଛି ୪୦ ବର୍ଷ।
Ty
ସେହି ଯୁବତୀଙ୍କୁ ଲଭଲି ଗେଷ୍ଟ ହାଉସ ଭିତରେ ୪୦ ଜଣ ଗେଷ୍ଟ ହାଉସର କର୍ମଚାରୀ ଦୁ-ଷ୍କ-ର୍ମ କରିଥିଲେ। ଲଭଲି ଗେଷ୍ଟ ହାଉସର ବଡ ବଡ ରୁମ ଝାଡୁ ପୋଛା କରିବା ପାଇଁ ଚାକିରୀ ବାହାରିଥିଲା। ଆଉ ଏହି ଚାକିରୀରେ କେବଳ ୨୦ ରୁ ୩୦ ବର୍ଷ ବୟସର ଯୁବତୀ ଆବେଦନ କରିପାରିବେ। 
ଯୁବତୀ ଜଣଙ୍କୁ ଚାକିରୀ ଦରକାର ଥିବା ବେଳେ ସେହି ଲଭଲି ଗେଷ୍ଟ ହାଉସକି ପଚରାଉଚରା କରିବା ପାଇଁ ଆସିଥିଲେ। କିନ୍ତୁ ଏହି ଯୁବତୀ ଜଣକ ଯେଉଁଦିନ ଏହି ଲଭଲି ଗେଷ୍ଟ ହାଉସକୁ ଆସିଥିଲା ସେହିଦିନ ହିଁ ତାଙ୍କୁ ବାନ୍ଧିକି ରଖି ଦେଇଥିଲେ ଲଭଲି ଗେଷ୍ଟ ହାଉସର କର୍ମଚାରୀ ମାନେ।
ଆଉ ସେହି ଗେଷ୍ଟ ହାଉସରେ ୪୦ ଜଣ କର୍ମଚାରୀ ମିଶି ଦୁ-ଷ୍କ-ର୍ମ କରିଥିଲେ। ଯୁବତୀ ଜଣକ ସିଧା ଆସି ମହିଳା ଥାନାରେ ପହଞ୍ଚିଥିଲେ। ଆଉ ମହିଳା ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ ଯୁବତୀ ଜଣଙ୍କ।

Advertisement