Updated: May 7, 2024, 08:38 IST

ED ଠାରୁ ବଞ୍ଚିବାକୁ ନିଜ ଚାକର କୁ ଦେଲେ ୨୦ କୋଟି..ହେଲେ ଗୋଡେଇ ଗୋଡେଇ ୨୦ କୋଟି ଜବତ କଲା ED

Vb

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଏବେ ଆପଣ ମାନେ ଦେଖିଥିବେ ଟଙ୍କା ହେର ଫେର ମାମଲା ରେ ଅନେକ ନେତା ମନ୍ତ୍ରୀ ମାନେ ଧରା ପଡ଼ୁଛନ୍ତି।ଏବେ ପୁଣି ଥରେ ଜଣେ ମନ୍ତ୍ରୀ ଙ୍କ ଚାକର ଘରୁ ମିଳିଚି ୨୦ କୋଟି ଟଙ୍କା।
ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ।ଏଭଳି ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡ ଠାରେ।ସେଠାରେ ମନ୍ତ୍ରୀ ଆଲମ୍ ଗିରି ଅଲମ୍ ଙ୍କ ଘରୁ ମିଳିଚି ଟଙ୍କା।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ସେହି ବିଷୟ ରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
Vb
ସୂଚନା ଅନୁସାରେ ଝାଡ଼ଖଣ୍ଡ ର ଆଲମ ଗିରି ଙ୍କ ଘରୁ ଗତ କାଲି ଇ ଡି ରେଡ କରି ଥିଲା।ସେ ଝାଡ଼ଖଣ୍ଡ ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ।ସେ ନିଜ ଚାକର ଘରେ ରଖି ଥିଲେ ବିଡା ବିଡା ପାଞ୍ଚ ଶହ ଟଙ୍କା ନୋଟ।ଯାହାକୁ ଦେଖି କେହି ବିଶ୍ଵାସ କରି ପାରି ନ ଥିଲେ।
ସେହି ଚାକର ଙ୍କ ନାମ ହେଉଚି ସଞ୍ଜୀବ।ଯିଏ କି ଅନେକ ବର୍ଷ ତଳୁ ମନ୍ତ୍ରୀ ଙ୍କ ଘରେ କାମ କରୁ ଥିଲେ।ହେଲେ କିଏ ଜାଣି ଥିଲେ ତାଙ୍କ ଘରୁ ଏତେ ଟଙ୍କା ମିଳିବ ବୋଲି।ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
Bb
ଏହା ପୂର୍ବ ରୁ ଝାଡ଼ଖଣ୍ଡ ରେ ଚିଫ ଇଞ୍ଜିନିୟର ଙ୍କ ଘରୁ ମିଳି ଥିଲା ଗଦା ଗଦା ଟଙ୍କା।ଏହା ପରେ ତାଙ୍କୁ ଇ ଡି ଏ ନେଇ ଜେରା କରି ଥିଲା।ଏବେ ସେ ଜେଲ ରେ ଅଛନ୍ତି।
ତେବେ ଏବେ ମନ୍ତ୍ରୀ ଙ୍କ ଚାକର ଘରୁ ମିଳିଚି ୨୦ କୋଟି ରୁ ଉର୍ଦ୍ଧ ଟଙ୍କା।ଇ ଡି ଏ ନେଇ ଗତ କାଲି ସୂଚନା ଦେଇଛନ୍ତି।ଏ ଯାଏଁ କୌଣସି ସୂଚନା ମନ୍ତ୍ରୀ ଙ୍କ ଘରୁ ମିଳି ପାରି ନାହିଁ।ମନ୍ତ୍ରୀ ଏବେ ଭୁଲ ରେ ଫସି ଯାଇଛନ୍ତି ବୋଲି କହିଛନ୍ତି।
ତାଙ୍କର କିଛି ଭୁଲ ନାହିଁ ବୋଲି କହିଛନ୍ତି।ତେବେ ତାଙ୍କ ଚାକର ସଞ୍ଜୀବ ଙ୍କ ଘରୁ କାଲି ଏତେ ଟଙ୍କା ମିଳିଚି। ଯାହା କୁ ଗଣିବା କୁ ଗୋଟିଏ ଦିନ ଲାଗି ଯାଇ ଥିଲା।ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement