Updated: Apr 17, 2024, 16:51 IST

ପୋଲିସ ଘରେ କାନ୍ଦୁଥିଲେ ୧୭ ଯୁବତୀ ଦେଖନ୍ତୁ କଣ ହେଲା ଏମିତି ସାଙ୍ଗେ ସାଙ୍ଗେ ପହଞ୍ଚିଲେ ମନ୍ତ୍ରୀ ଆଉ ତା ପରେ .....

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ପୋଲିସ ଘରେ ଚାକିରୀ ଦେବା ନାଁରେ ଆଣି ବନ୍ଦୀ କରି ୧୭ ଜଣ ଯୁବତୀଙ୍କୁ ଦଲାଲ ମାନେ ଏକା ସାଙ୍ଗରେ ନି-ର୍ଯା-ତ-ନା ଦେଉଥିଲା। 
Hh
ଆଉ ଯେତେ ଚେଷ୍ଟା କଲେ ବି ଯୁବତୀ ମାନେ ଦଲାଲଙ୍କ ଠାରୁ ମୁକୁଳି ପାରୁନଥିଲେ। ଏମିତି ୭ ରୁ ୮ ମାସ ହେବ ନି-ର୍ଯା-ତି-ତ ହେଉଛନ୍ତି ଏହି ଯୁବତୀ ମାନେ। ୧୭ ଯୁବତୀ କାନ୍ଦୁଥିବା ସମୟରେ ହଠାତ ପହଞ୍ଚି ଗଲେ ମନ୍ତ୍ରୀ ସୁଦାମ ମାରାଣ୍ଡି ଯୁବତୀଙ୍କ ଲୁହ ପୋଛି ଆଶ୍ଵାସନା ଦେଇଛନ୍ତି।
୧୭ ଜଣ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି ପଡ଼ୋଶୀ। ତାପରେ ପହଞ୍ଚିଛନ୍ତି ମନ୍ତ୍ରୀ ସୁଦାମ ମାରାଣ୍ଡି। ୩୦ରୁ ଊର୍ଦ୍ଧ୍ବ ଯୁବତୀଙ୍କୁ ଚାକିରୀ ପ୍ରଲୋଭନରେ ନେଇଥିଲେ ଦଲାଲ। ଆଉ ୨୦ରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଲୁଟି ମଧ୍ୟ ନେଇଥିଲେ ଦଲାଲ ମାନେ। 
ଯୁବତୀ ମାନେ ଘରକୁ ଯିବା ପାଇଁ କହୁଥିଲେ ନି-ର୍ଯା-ତ-ନା ଦେଉଥିଲା ଦଲାଲ। କିଛି ଯୁବତୀ ଲୁଚି ପଳେଇ ଯାଇଥିବା ସମୟରେ ସେଠିକାର ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରି ପୋଲିସଙ୍କୁ ଖବର ଦେଇଥିଲେ।
Hh
ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ବିଜୟରାମରେ। ଯୁବତୀଙ୍କ କହିବା ଅନୁସାରେ କଳିଙ୍ଗ ଆସୁସେଶନ ନାମକ ଏକ ଘରୋଇ କମ୍ପାନୀ ଗଞ୍ଜାମ, ଗଜପତି, ବରଗଡ଼ ଜିଲ୍ଲାରୁ ଶତାଧିକ ଯୁବତୀଙ୍କ ଠାରୁ ୩୦ ହଜାରରୁ ଊର୍ଦ୍ଧ୍ଵ ଟଙ୍କା ନେଇ ଚାକିରୀ କରାଇଦେବେ ବୋଲି କହିଥିଲେ। 
ଯୁବତୀଙ୍କୁ ଆଣି ବାରିପଦା ସହରର ଏକ ପୋଲିସ କର୍ମଚାରୀଙ୍କ ଘରେ ରଖିଥିଲେ। ଆଉ କିଛି ଯୁବତୀଙ୍କୁ କଂପାନୀ ମ୍ୟାନେଜର ଜୟହରି ଖଣ୍ଡପାତ୍ର ନି-ର୍ଯା-ତ-ନା ଦେଉଥିଲେ। ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମ୍ୟାନେଜରକୁ ଗିରଫ କରିବା ସହିତ ଅଧିକ ତଦନ୍ତ ଚଳାଇଛି।
ଅଧିକାଂଶ ଯୁବତୀ ମାନେ ମାଟ୍ରିକ ପରୀକ୍ଷା ପରେ ଚାକିରୀ ପ୍ରଲୋଭନରେ ଆସିଥିଲେ। କିନ୍ତୁ ଚାକିରୀ ନାଁରେ ଯୁବତୀଙ୍କୁ ପ୍ରଲୋଭନ ଦେଇଥିଲେ। ଏଭଳି ଏକ ଚାଞ୍ଚଲ୍ୟ କର ଖବର ପାଇ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଉପଜିଲ୍ଲାପାଳ ପହଞ୍ଚି ଯୁବତୀଙ୍କୁ ବୁଝାସୁଝା କରୁଛନ୍ତି।

Advertisement