Jul 28, 2024, 17:31 IST

ଭିଣେଇଙ୍କ ବଡ଼ ଗୁମର ଖୋଲି କହିଦେଲେ ଶାଳୀ ଦେଖନ୍ତୁ କାହା ସହ ଯାଉଥିଲେ Oyo ହୋଟେଲ

Gb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଦେଖିପାରିବେ । ଆପଣମାନେ ସମସ୍ତେ ତ ସାମ୍ବାଦିକା ମଧୁମିତାଙ୍କ ଖବର ବିଷୟରେ ଜାଣିଥିବେ । ଏହି ସାମ୍ବାଦିକା ଜଣକ ପାଞ୍ଚ ମାସ ପୂର୍ବରୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଉ ସେ ପ୍ରେମ ବିବାହ କରିଥିଲେ । ଏବେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । 
Gv
ତାଙ୍କ ସ୍ଵାମୀଙ୍କର ଏଭଳି କାମ ଦେଖି ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ସେ ତାଙ୍କ ଜୀବନ ହାରି ଦେଇଛନ୍ତି । ଯାହାକୁ ୫ ବର୍ଷ ପ୍ରେମ କରି ବିବାହ କରିଥିଲେ ସେ ଏଭଳି କାମ କରିବ ତାହା ସେ କେବେବି ଭାବିନଥିଲେ । ଏହି ନୃଶଂସ ଆଉ ସୈତାନ୍ ସ୍ବାମୀ ଜଣକ କରିଥିଲା ଏଭଳି କାମ ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସୈତାନ୍ ସ୍ବାମୀ ଜଣକ ସ୍ତ୍ରୀ ଥାଇ ମଧ୍ୟ ଦୁଇ ଦୁଇଟି ଝିଅ ସହିତ କଥା ହେଉଥିଲା । ସେ ରାତିରେ ସ୍ୱାଗତିକା ନାମକ ଯୁବତୀ ସହ ଚାଟିଂ କରିଥାଏ । ଆଉ ଏହି ଦୁଇଟି ଝିଅ ପାଇଁ ଶ୍ରୀଧର ଜେନା ବଦଳି ଯାଇଛି ।
Hh
ଏବେ ଏହିସବୁ କଥା ସାମ୍ବାଦିକା ମଧୁମିତାଙ୍କ ଭଉଣୀ କହିଛନ୍ତି । ସେ କହିଛନ୍ତି ଏହି ଘଟଣାରେ ଯେଉଁମାନେ ସାମିଲ ଅଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ । ସ୍ୱାଗତିକା ସହିତ ଶ୍ରୀଧର ଅର୍ଥାତ୍ ମଣ୍ଟୁ ଜେନାଙ୍କର ଖରାପ ସମ୍ପର୍କ ଅଛି । ସେ ବିବାହିତା ହୋଇ ମଧ୍ୟ ତାଙ୍କ ଝିଅ ଆଉ ସ୍ବାମୀକୁ ଛାଡ଼ି ଦେଇ ସେ OYO ହୋଟେଲରେ ରହୁଥିଲା । ମଧୁଙ୍କ ବାହାଘରକୁ ମଧ୍ୟ ସେହି ଦୁଇଜଣ ଯୁବତୀ ଆସିଥିଲେ । ଆଉ ଏହି ଯୁବତୀମାନେ ଜାଣିଥିଲେ କି ଶ୍ରୀଧର ପୂର୍ବରୁ ବିବାହ କରିଥିଲେ ଆଉ ସେ ଏହା ଜାଣି ମଧ୍ୟ ତାଙ୍କ ସହିତ କଥା ହେଉଥିଲେ ।
ରାତି ବେଳକୁ ସ୍ବାମୀ ଶ୍ରୀଧର ଏହି ଯୁବତୀଙ୍କ ସହିତ କଥା ହେଉଥିଲା ବୋଲି ମଧୁ ଜାଣିଥିଲେ । ଆଉ ଏହିସବୁ ବିଷୟରେ ମଧୁ ତାଙ୍କ ଭଉଣୀକୁ କହିଥିଲେ । ଏବେ ମଧୁଙ୍କ ମୃ-ତ୍ୟୁ ପାଇଁ ଅନେକ କିଛି ଖବର ଆସୁଛି । ତାଙ୍କ ଭଉଣୀ ଏହିସବୁ କଥା କହିଛନ୍ତି । ତାଙ୍କ ଭଉଣୀ କହିଛନ୍ତି କି ଏହି ମୃ-ତ୍ୟୁରେ ଶ୍ରୀଧର ଜେନା ଏବଂ ତାଙ୍କ ଭାଇ ଆଉ ଏହି ଦୁଇଜଣ ଯୁବତୀ ସାମିଲ ଅଛନ୍ତି । ସେମାନଙ୍କ ନାଁରେ ମଧ୍ୟ ଲିଖିତ ଅଭିଯୋଗ କରାଯାଇଛି କିନ୍ତୁ ପୋଲିସ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ । ଦେଖାଯାଉ ଆଗକୁ ଏହି ଘଟଣା କେଉଁ ମୋଡ ନେଉଛି ।

Advertisement